Browsing Tag

bhubaneswar news

୧୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବ ପଡ଼ିବ । ଏହାର ପ୍ରଭାବରେ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖରେ କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ଥିବାବେଳେ ୧୬ ଓ ୧୭ ତାରିଖରେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି…
Read More...

ମୈତ୍ରେୟୀ ଲେଖିକା ସଂଗଠନର ଅଷ୍ଟାଦଶ ମାସିକ ଆସର ଆଭାସୀ ମଞ୍ଚରେ ଅନୁଷ୍ଠିତ

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଂଗଠନର ଅଷ୍ଟାଦଶ ମାସିକ ଆସର ଗତକାଲି ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଷୟ ବସ୍ତୁ ଥିଲା "ସନେଟ୍ ଏକ ଅନନ୍ୟ କାବ୍ୟ ବିଭବ" । ଆସରର ମୁଖ୍ୟଅତିଥି ରୂପେ ସନେଟ୍ ଲେଖିବାରେ ଧୂରୀଣ ଇଂ ବିଷ୍ଣୁ ସାହୁ ଯୋଗଦେଇ ଓଡ଼ିଶାର ସନେଟ୍ ଇତିହାସ ଉପରେ…
Read More...

ଆଜିଠୁ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ

ଭୁବନେଶ୍ୱର : ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ୨୦୨୩ ସୋମବାରଠାରୁ ୟୁନିଟ୍‌ -୧ ଆଦିବାସୀ ପଡ଼ିଆଠାରେ ଆରମ୍ଭ ହେବ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଅନୁସୂଚିଜ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ…
Read More...

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୯୫ତମ ଓସ୍କାର ପୁରସ୍କାରରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଭାବେ 'ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ' ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି 'ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । …
Read More...

ସୋଆ ପ୍ରତିଷ୍ଠାତାଙ୍କୁ ‘ଶ୍ରୀଗୁଣ୍ଡିଚା ମହୋତ୍ସବ’ ପୁସ୍ତକ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋଆ ପ୍ରତିଷ୍ଠାତା ତଥା ସୁମା ରିଏଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକଙ୍କୁ ବରିଷ୍ଠ ଗବେଷକ ଡ. ଭାସ୍କର ମିଶ୍ର 'ଗୁଣ୍ଡିଚା ମହୋତ୍ସବ' ଗ୍ରନ୍ଥ ପ୍ରଦାନ କରିଛନ୍ତି । ଏହି ଗ୍ରନ୍ଥ ସୋଆ କାର୍ଯ୍ୟାଳୟ…
Read More...

ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏନ୍‌ଜା ପ୍ରତି ସଚେତନତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏନ୍‌ଜା ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ । ଏଥିପାଇଁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କି ଗୁଜବ ଶୁଣନ୍ତୁ ନାହିଁ । ଲକ୍ଷଣ ଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ, କାଶିବା ଛିଙ୍କିବା ସମୟରେ ମାସ୍କ ପିନ୍ଧି ନଥିଲେ ମୁହଁରେ ରୁମାଲ ଦିଅନ୍ତୁ ।…
Read More...

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ଘଟଣାରେ ପଡିଥିବା କୌଣସି ବ୍ୟକ୍ତିଙ୍କୁ ଜରୁରୀକାଳୀନ ଚିକିତ୍ସା ପ୍ରଦାନ ନିମନ୍ତେ କୌଣସି ଘରୋଇ ଡାକ୍ତରଖାନା ମନା କରିପାରିବେ ନାହିଁ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ଆପଣଙ୍କୁ କୌଣସି ଆଇନଗତ ଅସୁବିଧାର ସାମ୍‌ନା କରିବାକୁ ପଡିବ ନାହିଁ ।…
Read More...

୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଦୁଇ ଦିନିଆ ସୁନ୍ଦରଗଡ ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ ସୁନ୍ଦରଗଡ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ଶ୍ରୀ ପାଣ୍ଡିଆନ୍ ଆଜି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ, ବଣାଇଁ,…
Read More...

୨୬ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପାଳସାହି…
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀର ନୂତନ ସଭାପତି ଭାବେ ନିର୍ବାଚିତ ହେଲେ ମାଧବ କୌଶିକ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀର ନୂତନ ସଭାପତି ଭାବେ ହିନ୍ଦୀ ସାହିତ୍ୟିକ ତଥା ବିଶିଷ୍ଟ କବି ମାଧବ କୌଶିକ ନିର୍ବାଚିତ ହୋଇଛନ୍ତି । ୧୯୫୪ ନଭେମ୍ବର ୧ରେ ହରିଆଣାର ଭବାନୀ ସହରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ କୌଶିକ ହିନ୍ଦୀ କବିତା, କାହାଣୀ, ଶିଶୁ ସାହିତ୍ୟ, ଗଜଲ କ୍ଷେତ୍ରରେ…
Read More...