Browsing Tag

bhawanipatna news

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପିକେସାହୁ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ନ ସାମନ୍ତରାୟ ଏଜେଣ୍ଡା ଅନୁଯାଇ ବ୍ଲାକ
Read More...

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ଗ୍ରାମବାସୀ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଗଣ୍ଡାବାରାଝୋଲା ପଂଚାୟତ ସାମ୍ନାରେ ଗତକାଲି ରାତି ୭ଟା ସମୟରେ ଏକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ତିଳଯୋଡି ପଟୁ ସାଇକଲରେ ବରଝୋଲାର ଜଣେ ବ୍ୟକ୍ତି ଆସୁଥିବା ବେଳେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ, ୭ ଆହତ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ତୁର୍ଲାଖମନ​‌ରେ ଧାନ ବୋଝେଇ ଟ୍ରକକୁ ବରଯାତ୍ରୀ ଗାଡ଼ି ଧକ୍କା ଦେବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୩ ଜଣ
Read More...

ପୋଡି ଯାଇଥିବା ମହିଳାଙ୍କୁ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାଂଝରି ଗାଁର ଦେବରାଜ ପଟେଲଙ୍କ ସ୍ତ୍ରୀ ରଶ୍ମିତା ପଟେଲ ଗତ କିଛିଦିନ ତଳେ ନିଆଁ ତାପୁ ଥିବାବେଳେ ପୋଡି ଯାଇଥିଲେ । ସେ ସକାଳ ସମୟରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ତାପୁଥିଲେ । କୌଣସି ମତେ ନିଆଁ ତାଙ୍କର
Read More...

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଆଠ ବିହାରୀ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ଭବାନୀପାଟଣା, (ପି.କେ ସାହୁ) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଆଠ ବିାହରୀ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପରିବାର ପ୍ରତିପୋଷଣ ପାଇଁ ବିହାର ରାଜ୍ୟରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଞ୍ଚଳକୁ ଇନ୍ଦ୍ରାବତୀ କେନାଲକୁ କାମ କରିବାକୁ ଆଠ ଜଣ
Read More...

ଚାଲିଗଲେ ପୂର୍ବତନ ବିଧାୟକ ଅଜିତ ଦାସ

ଭବାନୀପାଟଣା, (ପି.କେ.ସାହୁ) : ଚାଲିଗଲେ ପୂର୍ବତନ ବିଧାୟକ ଅଜିତ ଦାସ(୭୮) । ବାୟୁସେନାର ଅପ୍ରତିଦ୍ୱନ୍ଦୀ ସୈନିକ ତଥା ପୂର୍ବତନ ବିଧାୟକ ଅଜିତଙ୍କ ଗତ ଶୁକ୍ରବାର ଦିନ ଅପରାହ୍ନରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ତେବେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା
Read More...

ନିହାର ରଞ୍ଜନ ଦାଶଙ୍କ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି

ଭବାନୀପାଟଣା, (ହେମନ୍ତ ସାହୁ) : ଓଡ଼ିଶା ରାଜସ୍ୱ ପରିଷଦର ଅତିରିକ୍ତ ସଚିବ ଓ ଆୟୁକ୍ତ ରୂପେ କାର୍ଯ୍ୟରତ ନିହାର ରଞ୍ଜନ ଦାଶଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସେ ଭବାନୀପାଟଣା ସହରସ୍ଥିତ ମନ୍ଦାରବଗିଚାପଡ଼ା ସ୍ୱର୍ଗତ ନାରାୟଣ ଦାଶ ଓ ହେମଲତା ଦାଶଙ୍କ
Read More...

ସାହିତ୍ୟ ଓ ସଂଗୀତର ଯୁଗଳବନ୍ଦୀ ଶ୍ରୀଉତ୍ସବ ଆୟୋଜିତ

● ଶ୍ରୀରୂପା ପବ୍ଲିକେସନ୍ ଡଟ୍ କମ୍ ଉନ୍ମୋଚିତ● ଏଣିକି ଅନଲାଇନରେ ମିଳିବ ଶ୍ରୀରୂପାର ବହି ଭବାନୀପାଟଣା, (କେପିଏନ୍‌ଏସ୍‌) : ପୁସ୍ତକ ପ୍ରକାଶନ ସଂସ୍ଥା ଶ୍ରୀରୂପା ପବ୍ଲିକେସନ୍ ପକ୍ଷରୁ ସାହିତ୍ୟ ଓ ସଂଗୀତକୁ ନେଇ 'ଶ୍ରୀଉତ୍ସବ' ଆୟୋଜିତ ହୋଇଯାଇଛି । ସ୍ଥାନୀୟ ରାମନଗର ପଡ଼ା ଗୋଲାପ ବାଗନା
Read More...