Browsing Tag

baripada news

ନଭେମ୍ବର ୨୭ରୁ ମୟୂରଭଞ୍ଜ ଜୀବନ୍ତ ଐତିହ୍ୟ ମହୋତ୍ସବ : ଏକାଠି ହେବେ ଦେଶବିଦେଶର କଳାକାର

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜର ସମୃଦ୍ଧ କଳା, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଯାଉଛି ମୟୂରଭଞ୍ଜ ଜୀବନ୍ତ ଐତିହ୍ୟ ମହୋତ୍ସବ । ଚଳିତ ମାସ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ବାରିପଦାସ୍ଥିତ ବେଲଗଡ଼ିଆ…
Read More...

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦ୍‌ଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଓ ମୟୂରଭଞ୍ଜ ଶିକ୍ଷା ବିଭାଗର ସହଯୋଗରେ ୭୦ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ…
Read More...

ସମ୍ଭାବ୍ୟ ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ମୟୂରଭଞ୍ଜ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କଲେ ନୋଡାଲ ଅଧିକାରୀ

‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟରେ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ତଳିଆ ଅଞ୍ଚଳରୁ ଲୋକ ଓ ଗୃହପାଳିତ ପଶୁଙ୍କ ସ୍ଥାନାନ୍ତର ସହ ଜରୁରୀ ସେବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ବାରିପଦା, (ଦେବସ୍ମିତ ଚୌଧୁରୀ) : ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ନିମନ୍ତେ ମୟୂରଭଞ୍ଜ…
Read More...

ମୟୂରଭଞ୍ଜରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦଳରେ ସାମିଲ ହେଲେ ଯୁବନେତା ସଂଜୀବ ରାଉତ

ବିଶାଳ କର୍ମୀ ସମ୍ମିଳନୀରେ ବିଜେଡି ଓ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଛି ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ । ବାରିପଦା…
Read More...

ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ୭ମ ପ୍ରତିଷ୍ଠା ଦିବସ ପାଳିତ

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା, ୭ ବର୍ଷରେ ୨୦୦ରୁ ଊର୍ଦ୍ଧ୍ୱ ପଦକ ହାସଲ ବାରିପଦା, (ଦେବସ୍ମିତ ଚୌଧୁରୀ) : କ୍ରୀଡ଼ା କେବଳ ପଦକ ଜିତିବାର ମାଧ୍ୟମ ନୁହେଁ, ବରଂ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ଭବିଷ୍ୟତ ଗଢ଼ିବାର ଏକ ଶକ୍ତିଶାଳୀ…
Read More...

ଭଞ୍ଜପୁର ଜଗଦ୍ଧାତ୍ରୀ ମା’ଙ୍କ ପୂଜା ଅବସରରେ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଞ୍ଜପୁର ଠାରେ ମା' ଜଗଦ୍ଧାତ୍ରୀଙ୍କ ୭୪ ତମ ପୂଜା ଅବସରରେ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନ ୪ଟା ସମୟରେ ବେଲଗଡ଼ିଆ ନିକଟସ୍ଥ ଚିପଟ ନଦୀରୁ ବିଧି ବିଧାନ ଅନୁସାରେ ଘଟ ଉତ୍ତୋଳନ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ…
Read More...

ବାଲ୍ୟ ବିବାହ ନିଷେଧ ଆଇନ -୨୦୦୬ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ମୟୂରଭଞ୍ଜ ମହୋତ୍ସବ ପାଇଁ ଭୂମି ପୂଜନ ସମ୍ପନ୍ନ

ଚଳିତବର୍ଷ ମଞ୍ଚରେ ସ୍ଥାନ ପାଇବ ରାଜତନ୍ତ୍ର ଅମଳର ରେଳଗାଡ଼ି ଓ ରେଳପଥ ଡିସେମ୍ବର ୬ରୁ ୧୬ ଯାଏଁ ମହୋତ୍ସବ, ୨୫୦ରୁ ଅଧିକ ଷ୍ଟଲ୍‌ରେ ମିଳିବ ସ୍ଥାନୀୟ ସାମଗ୍ରୀ ଓ ପାରମ୍ପରିକ ଖାଦ୍ୟ ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜର ଗୌରବମୟ ଐତିହ୍ୟ, ସମୃଦ୍ଧ କଳା, ସଂସ୍କୃତି ଓ…
Read More...

ବାରିପଦା କଳାକାର ପରିବାର ତରଫରୁ ପୁଟ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାର ପୁରାତନ ଯୁଗେଚ୍ଛା ନାଟ୍ୟ ସଂସ୍ଥାର ବରିଷ୍ଠ ସଦସ୍ୟ ଓ ଅଭିନେତା ସତ୍ୟବାନ ସେଠି ଗତ ୬ ତାରିଖରେ ଇହଧାମ ତ୍ୟାଗ କରିଥିଲେ । ଯୁଗେଚ୍ଛାର କାଳଜୟୀ ନାଟକ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ନାଟକରେ ତାଙ୍କର ଅଭିନୟ ସମସ୍ତଙ୍କୁ ଚକିତ…
Read More...

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସତ୍ୟ ଓ ନିରପେକ୍ଷ ସାମ୍ବାଦିକତା ହିଁ ଗଣତନ୍ତ୍ରର ମୂଳ ଆଧାର : ଅତିରିକ୍ତ ଜିଲ୍ଲାପାଳ ବାରିପଦା, (ଦେବସ୍ମିତ ଚୌଧୁରୀ) : ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସ୍ୱରକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ସାମ୍ବାଦିକତାର ପ୍ରମୁଖ ଦାୟିତ୍ୱ । ଲୋକପ୍ରିୟତା…
Read More...