ବରଗଡ଼ ଜିଲ୍ଲାରେ ୩୯.୩୦ ମିମି ବର୍ଷା
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଦୁଇ ଦିନ ଧରି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଂଗକୁ ୩୯.୩୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳୁ ୧୧.୦ ମିମି, ସଂଧ୍ୟା ରେ ୪.୨୦ ମିମି, ଆଜି!-->…
Read More...
Read More...