ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବର୍ଷିଆନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କ ଦେହାନ୍ତ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ମନାପଡ଼ା ଗ୍ରାମର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବର୍ଷିଆନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହେଉଥିଲା । ଆଦର୍ଶ ଶିକ୍ଷକ ଭାବରେ ୧୯୮୪ ମସିହାରେ ସେ ରାଜ୍ୟପାଳ!-->…
Read More...
Read More...