Browsing Tag

bargarh news

ଆମରଣ ଅନଶନରେ ବସିଲେ ଚାଷୀ

ବରଗଡ, (ନିରୋଜ କୁମାର ପାଣୀ) : ଫେଲ ମାରିଲା ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି । ଧାନ ମାର୍କେଟ, ତହସିଲ ଅଫିସରେ ଧାରଣା ପରେ ଚାଷୀମାନେ ରାଜରାସ୍ତାରେ ରାସ୍ତାରୋକ କଲେ ହେଲେ କିଛି ସୁଫଳ ମିଳିଲାନି । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଶେଷରେ ଆମରଣ ଅନଶନରେ
Read More...

ରକ୍ତଦାନ ଶିବିର : ୩୭ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ମାୟାଧର ସେଠଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ମାୟାଧର ଯୁବକ ସଂଘର ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଜେପୁର ବ୍ଲକ ଖରମୁଣ୍ଡା ବାପୁଜି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଖରମୁଣ୍ଡା ଡାକ୍ତରଖାନାର ଅନୀଲ
Read More...

ଅତାବିରା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର : ଦୁଇ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ଥାନା ଅଂଚଳର ବହୁତ ଦିନରୁ ନିଶା କାରବାର ବ୍ୟାପକ ଭାବରେ ବଢି ଚାଲିଛି । ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ଦିଲିପ କୁମାର ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଅଂଚଳ ଗ୍ରସ୍ତ
Read More...

ଜୁନ ୨୫ରୁ ଚାଲିବ ଇସ୍ପାତ ଏକ୍ସପ୍ରେସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ହାଓଡ଼ା-ଟିଟଲାଗଡ ଇସ୍ପାତ ସୁପର ଫାଷ୍ଟ ଏକ୍ସପ୍ରେସ ଆସନ୍ତା ୨୫ ତାରିଖରୁ ଚାଲିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ପତ୍ର ସଂଖ୍ୟା T-95/51/Spl Train,19-6-21ରେ ସୂଚିତ କରିଛନ୍ତି । ଉକ୍ତ ଦିନ ଇସ୍ପାତ ଏକ୍ସପ୍ରେସ ହାଓଡ଼ାରୁ ସକାଳ ୬:୩୫
Read More...

ଧାନ ବିକ୍ରି ଦାବୀରେ ଚାଷୀମାନଙ୍କ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭେଡେନ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ଶତାଧିକ ଚାଷୀ ଆଜି ଧାନ ବିକ୍ରି ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ । ଚାଷୀମାନଙ୍କ ପାଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଟୋକନ ମଧ୍ୟ ରହିଛି, କିନ୍ତୁ
Read More...

ପୋଲ ମରାମତି ହେଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ଦିନରେ ପ୍ରବଳ ବର୍ଷା ଯୋଗୁଁ ଦନ୍ତା ନଦୀ ଉପରେ ଥିବା ପୋଲରେ ଗର୍ତ୍ତ ସୃଷ୍ଟି ହୋଇଥିଲା । ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା ବିପଦ ପୂର୍ଣ୍ଣ ହୋଇପଡିଥିଲା । ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...

ଦନ୍ତାନଦୀ ପୋଲ ଉପରେ ବଡ ଗର୍ତ୍ତ ସୃଷ୍ଟି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡାରୁ ଭେଡେନ ବ୍ଲକ ସଂଯୋଗ କରୁଥିବା ବରଗଡ଼ ପିଡବ୍ଲୁଡି ବିଭାଗ ରାସ୍ତାର ଦନ୍ତା ନଦୀ ବ୍ରିଜ ଉପରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ବସ, ଟ୍ରକ, ଟ୍ରାକ୍ଟର, ଆମ୍ବୁଲାନ୍ସ, ଚାରିଚକିଆ ଯାନ,
Read More...

ଶୀତଳ ଷଷ୍ଠୀ ଯାତ୍ରାରେ ଉପଲକ୍ଷେ ବାଲୁକା କଳା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଶୀତଳଷଷ୍ଠୀ ଯାତ୍ରାର ଭଗବାନ ଶିବ ପାର୍ବତୀ ବିବାହ ଉତ୍ସବ ଉପଲକ୍ଷେ ବାଲୁକା କଳାରେ ପ୍ରଦର୍ଶିତ କରିଛନ୍ତି । ବାଲୁକାଶିଳ୍ପୀ କାର୍ତିକ ନାୟକ
Read More...

ଗଜା ଧାନ ଧରି ଚାଷୀଙ୍କ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ପ୍ରଶାସନର ତ୍ରୁଟିପୂର୍ଣ୍ଣ ନୀତି ଓ ଚାଷୀଙ୍କ ଆନ୍ଦୋଳନ ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଯିବା ଯୋଗୁଁ ଆଜି ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅତାବିରା ରାଜ୍ୟ କୃଷକ ସଂଗଠନ ପକ୍ଷରୁ
Read More...

ନିଷ୍ଠା ଓ ଆକାର ଫାଉଣ୍ଡେସନ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକଡାଉନ ପାଇଁ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନ ଲୋକଙ୍କ କାମଧନ୍ଦା ପୁରା ବନ୍ଦ ହୋଇଯାଇଛି । ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଜି ଗାଇସିଲେଟ ବ୍ଲକର ଭୁତି
Read More...