Browsing Tag

bargarh news

ପରବାସୀ ସମାଜସେବା ସମ୍ମାନ ୨୦୨୧ରେ ସମ୍ମାନିତ ହେଲା ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ 'ନୂଆଁଖାଇ' ଅବସରରେ 'ପରବାସୀ କୁଟୁମ୍' ବିଜେପୁର ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟ୍ -୨୦୨୧ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ସଂଗଠନ ନିଷ୍ଠା ପରିବାରକୁ ରକ୍ତଦାନ, ରୋଗୀ ସେବା, ଅସହାୟ ବ୍ୟକ୍ତି
Read More...

ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ଡୋଲାମଣି ସାହୁ, ଜଗଦୀଶ ସାହୁ, ରମେଶ ପଣ୍ଡା ଉପସ୍ଥିତ ଥିଲେ । ସଭା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ : ଘଟଣା ସ୍ଥଳରୁ ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡ଼ା ନଲିଛୁଆଁ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି ଦିନ ୧୨ଟା ୩୦ମିନିଟ ସମୟରେ ଭଟଲି ବ୍ଲକ ନଲିଛୁଆଁ ରାସ୍ତା କଡରେ ଏକ
Read More...

ନୂଆଁଖାଇ ଦିନରେ ନୂଆଁଖାଇ ଭେଟଘାଟ ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଅବସରରେ ନିଷ୍ଠା ଭବନ ଆନ୍ଧ୍ର କ୍ୟାମ୍ପ, ଖଣ୍ଡହଥା ଠାରେ ନିଷ୍ଠା ପରିବାର ତରଫରୁ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା
Read More...

ନୂଆଁଖାଇ ଦିନ ମୃତ ମା’ର ଶବ ସତ୍କାର କରିବା ପାଇଁ ମନା କଲା ପୁଅ : ସଂକଳ୍ପ ପରିବାର କଲା ଶବ ସତ୍କାର

ବରଗଡ଼, (ନିରୋଜ କୁମାର ପାଣୀ) : ନୂଆଁଖାଇ ଦିନ ନିଜ ଜନ୍ମ କଲା ମା'ର ମୃତ ଶରୀରକୁ ସତ୍କାର କରିବା ପାଇଁ ମନା କଲା ପୁଅ । ଦୀର୍ଘ ୧୫ଘଣ୍ଟା ପର୍ଯ୍ୟନ୍ତ ପଡି ରହିଥିଲା ଶବ । ପରେ ଖବର ପାଇ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ସ୍ଥାନୀୟ ଜୀରାନଦୀ କୂଳରେ ତାଙ୍କର ଶବ ସତ୍କାର
Read More...

ନମିତାଙ୍କୁ ଆର୍ଥିକ ପୁରସ୍କାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସୁନା ଝିଅ ମମତା ପ୍ରଧାନଙ୍କୁ ଗତକାଲି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ବରଗଡ଼ ମାରୁତି ଏନକ୍ଲେଭ ଠାରେ ଓଡ଼ିଶା ମାଷ୍ଟର ଆଥଲେଟିକ ଏସୋସିଏସନ ପକ୍ଷରୁ ଆୟୋଜିତ ସମର୍ଦ୍ଧନା ସଭାରେ ସର୍ଦାର ପ୍ରୀତମ
Read More...

ଭଟଲି ଦଧିବାମନ କଲେଜର ନୂତନ କୋଠା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଶ୍ରୀ ଗଣେଷ ପୂଜା ଉପଲକ୍ଷେ ଭଟଲି ସ୍ଥିତ ଦଧିବାମନ ମହାବିଦ୍ୟାଳୟର ନୂତନ କୋଠାକୁ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ପାଣ୍ଠିରୁ ନିର୍ମିତ ଉକ୍ତ କୋଠାଘରକୁ ଉଦ୍‌ଘାଟନ ପରେ ସେଠାରେ ରାଜ୍ୟ
Read More...

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲିଠାରେ ପବିତ୍ର ଶ୍ରୀ ଗଣେଷ ଚତୁର୍ଥୀ ତିଥିରେ ବରଗଡ଼ ବିଜୁ ମହିଳା ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
Read More...

ସବୁ ବେଳେ ଅସହାୟଙ୍କ ସେବାରେ ଉତ୍ସରଗୀକୃତ ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଗତ ୭ ତାରିଖ ଦିନ ତେନ୍ତେଲ ଶିରା, କର୍ଲାଜୁରି ଠାରେ ଝୁଲନ୍ତା ଅବସ୍ଥାରେ ଏକ ଶବ ଉଦ୍ଧାର କରିଥିଲେ ଭଟଲି ପୋଲିସ । ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଆନୁମାନିକ ବୟସ ପାଖାପାଖି ୪୦ରୁ ୪୫ ବର୍ଷ ହେବ । ତାଙ୍କ ମୃତ ଶରୀର ସମ୍ପୂର୍ଣ୍ଣ ପଚି
Read More...

ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବରଗଡ, (ନିରୋଜ କୁମାର ପାଣୀ) : ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସୂଚନା ଅନୁସାରେ ଯୁଆଡେ ଦେଖିବେ କୁଢ କୁଢ ଅଳିଆ । ଚିକିତ୍ସାଳୟରୁ ବାହାରୁଥିବା ଆବର୍ଜନା ସବୁକୁ ଏକ ନିର୍ଦ୍ଧିଷ୍ଟ ଜାଗାରେ ନଷ୍ଟ କରିବା କଥା କାରଣ ତାହା ବିଭିନ୍ନ ରୋଗୀ
Read More...