Browsing Tag

bargarh news

ଆର୍‌.ଡି. ରୋଡରୁ ଅଶୋକା ବିଲଡ଼କନ ଟିକସ ଆଦାୟ ବନ୍ଦ ହେଲା

ବରଗଡ, (ସସ୍ମିତା ପ୍ରଧାନ) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ହାଇୱେ ୟୁଜର୍ସ ଫୋରମ୍‌ର ସଦସ୍ୟ ମାନଙ୍କ ଉପସ୍ଥିତିରେ ଆର୍‌ ବି ରାସ୍ତାରୁ ବେଆଇନ ଟୋଲ ଟେକ୍ସ ଆଦାୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଡେପୁଟି କଲେକଟର
Read More...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଏବେ ମଧ୍ୟ ଅବହେଳିତ, ଖଣି ଖାଦାନରେ ଅଞ୍ଚଳରେ ମୁଖ୍ୟତଃ ଲୋକଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଓ ପରିବେଶ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେଇ ନାହାନ୍ତି । ଫଳରେ ଲୋକମାନେ ଏବେ ମଧ୍ୟ ଏହି ମୈଳିକ ସୁବିଧା
Read More...

ମାଛ ଧରାଳିଙ୍କୁ ମାଛ ବଦଳରେ ମିଳିଲା କଙ୍କାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ଥାନା ଅଧୀନସ୍ଥ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍ୱାମୀ, ସ୍ତ୍ରୀ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲିଠାରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ପ୍ରକାଶ ଯେ, ଆଜି ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଏକ ମୋଟରସାଇକେଲ (ସିଜି ୧୧ଏଡି
Read More...

ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଗଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ବରିହାପାଣି ଗ୍ରାମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାମଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ
Read More...

ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ ପ୍ରିମୀୟର ଲିଗ୍ : ବୋଡାସମ୍ବର ଏଫ୍‌ସି ଚମ୍ପିୟାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ୍‌ ପ୍ରିମୀୟର ଲିଗ୍ ଫୁଟ୍‌ବଲ୍‌ ପଦ୍ମପୁରର ବୋଡାସମ୍ବର ଏଫ୍‌ସି ଓ ବରପାଲି ବାଇସନ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପଦ୍ମପୁର ଦଳ ବରପାଲି ଦଳକୁ ୨- ୦ ଗୋଲରେ ହରାଇ ଚାମ୍ପିଅନ ହୋଇଛନ୍ତି । ବର୍ଷାରେ ବାଧାପ୍ରାପ୍ତ
Read More...

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଚେତନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଂଘର ମେଡିକାଲ ପ୍ରକୋଷ୍ଠର ସଂଯୋଜକ ଅଭିଜିତ ପ୍ରତିହାରଙ୍କ ସଂଯୋଜନାରେ
Read More...

ଜାବର ପୂର୍ବତନ ସଭାପତି ସ୍ୱର୍ଗତ ଡମ୍ବରୁଧର ରଣାଙ୍କୁ ଜାବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଅଫ୍‌ ବରଗଡ (ଜାବ)ର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଡମ୍ବରୁଧର ରଣାଙ୍କୁ ଆଜି ସ୍ଥାନୀୟ ବରଗଡ ସାମ୍ବାଦିକ ସଂଘ ଅଫିସ୍ କାର୍ଯ୍ୟାଳୟରେ ଜାବ ପକ୍ଷରୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ସଂଘର ସଭାପତି ରବି
Read More...

ବସ୍ତି ବାସିନ୍ଦାଙ୍କ ପାଇଁ ଦକ୍ଷତା ବୃଦ୍ଧି ସଂପର୍କିତ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ପରିଷଦ ଅନ୍ତର୍ଗତ ଏକ ନମ୍ବର ୱର୍ଡରେ ଥିବା ଭୁରସୁଲ ବନ୍ଧ, ନିଲି ବନ୍ଧ, ଟାଙ୍ଗରପଡା, ଜୀରା ନଦୀ ବସ୍ତି ବାସିନ୍ଦାଙ୍କ ଉନ୍ନତିକୁ ଦୃଷ୍ଟିରେ ଉକ୍ତ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଆୟୋଜିତ ହୋଇଯାଇଛି । ୫ଟି ଅନ୍ତର୍ଗତ ରାଜ୍ୟ
Read More...

ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଜିଲ୍ଲା…

ବରଗଡ, (ନିରୋଜ କୁମାର ପାଣୀ) : ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଜିଲ୍ଲା ଅଭିବାଭକ ମହାସଙ୍ଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଆଜି ଜିଲ୍ଲା ଅଭିବାଭକ ମହାସଙ୍ଘ ସ୍ଥାନୀୟ ବରଗଡ଼ ଜିଲ୍ଲା ଶିକ୍ଷା
Read More...