ନୂଆ ଗୁଡେଶିରା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବଞ୍ଜେଁନବାହାଲ ବିଜୟୀ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ପଡିଆଠାରେ ଏକ ଫୁଟବଲ ପ୍ରତଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଚାରୋଟି ଦଳ ରେଙ୍ଗାଲପାଲି, ବଞ୍ଜେଁନବାହାଲ, ବିଶିପାଲି ଓ ଗୁଡେଶିରାମାନେ ଭାଗୀଦାରି ହୋଇଥିଲେ । ଏବଂ ବଞ୍ଜେଁନବାହାଲ ବିଜୟୀ ହୋଇଥିଲେ ।!-->…
Read More...
Read More...