jsm

ବରଗଡ଼ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତିବାଦ ଏବଂ ବିକ୍ଷୋଭ ସଭା

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଛକଠାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ପ୍ରତିବାଦ ଏବଂ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନୀହାର ମହାନନ୍ଦଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ସତ୍ୟ ଭୁଷଣ ସାହୁ, ହରଦୀପ ସିଂ, ବ୍ରହ୍ମା ମହାକୁର, ନୀପନ ଦାଶ, ଗୌନ୍ତିଆ ସାହୁ, ପାଣ୍ଡବ କର୍ଣ୍ଣ, ପ୍ରତାପ ନାୟକ, ଯୁଗ୍ମ ସିଂ, ସରୋଜ ଷଡ଼ଙ୍ଗୀ, ଅନନ୍ତ ତାଣ୍ଡି, ଦିଲ୍ଲିପ ନନ୍ଦ, ସୁଧିର ଜେନା, ସରୋଜ ମହାପାତ୍ର, ଆଜାଦ ପତି, ସୁଶାନ୍ତ ତ୍ରିପାଠୀ ପ୍ରମୁଖ ପ୍ରତିବାଦ ସଭା କେନ୍ଦ୍ରରେ ସରକାରଙ୍କ ହାତବାରିଶି ସାଜି ଥିବା କେନ୍ଦ୍ରୀୟ ଏଜେନ୍ସି ଗୁଡିକ ଉପରେ ବର୍ଷି ଥିଲେ ।

yuvodaya
Leave A Reply

Your email address will not be published.