ଗ୍ରାହକଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା ଉଠାଣ କରି ଟଙ୍କା ହଡ଼ପ ଘଟଣା : ଜମାକାରୀଙ୍କ ସାମ୍ବାଦିକ ସମ୍ମିଳନୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶ୍ୱସ୍ଥ ସେବା ଯୋଗାଉଥିବା ଡାକଘର ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଉପ ଡାକଘରର ଦୁଇ ଜଣ କର୍ମଚାରୀ ଡାକଘରର ୬୦ ଲକ୍ଷ ଟଙ୍କା ଆତ୍ମସାତ କରି ଜେଲ ଯାଇଥିବା ବେଳେ ଗ୍ରାହକଙ୍କ!-->…
Read More...
Read More...