Browsing Tag

banaigarh news

ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ବଲେରୋ : ଦୋକାନୀ ଆହତ

ବଣାଇଗଡ଼: ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗାଁ ଛକରେ ଏକ ଦୋକାନ ଭିତରକୁ ବଲେରୋ ପଶିଯିବାରୁ ଦୋକାନୀ ଆହତ ହୋଇଛନ୍ତି । ଦୋକାନରେ ଥିବା ଅନ୍ୟ ଗ୍ରାହକମାନେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ନରେନ୍ଦ୍ରରୁ ବଣାଇ ଅଭିମୁଖେ ଦ୍ରୁତଗତିରେ ଆସୁଥିବା…
Read More...

ବଣାଇଗଡ଼ ମହାବିଦ୍ୟାଳୟରେ ୫୧ତମ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ବଣାଇଗଡ଼, (ହବିବ ମହମ୍ମଦ ଖାନ୍‌) : ବଣାଇଗଡ଼ ମହାବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ୫୧ତମ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ କ୍ରୀଡା ଦୀପ ପ୍ରଜ୍ୱଳନ କରି ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ବଣାଇ ଆରାଧ୍ୟ ବାଣେଶ୍ୱର ମନ୍ଦିରରୁ ଏକ କ୍ରୀଡା…
Read More...

ସୁନ୍ଦରଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଣାଇଗଡ଼, (ହବିବ ମହମ୍ମଦ ଖାଁ) : ଆଜି ବଣାଇ ସାମ୍ବାଦିକ ଭବନରେ ସୁନ୍ଦରଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅହୁତ ହୋଇଥିଲା । ସାମ୍ବାଦିକଙ୍କ ବିଭିନ୍ନ ଅସୁବିଧା ସାମାଜିକ ସୁରକ୍ଷା ଏବଂ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ସଭାପତି ପ୍ରଦୀପ…
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ

ବଣାଇଗଡ଼ , (ହବିବ ମହମ୍ମଦ) : ବଣାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଶୃଙ୍ଖଳତାର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ବଣାଇ ଗୋଷ୍ଠୀ ଶିକ୍ଷାଧିକାରୀ ସୁନୀଲ କୁମାର ମୁଣ୍ଡୁ ଯୋଗଦେଇ ଏହି ମହୋତ୍ସବର…
Read More...

ଦନ୍ତାହାତୀର ଉପଦ୍ରବ

ବଣାଇଗଡ଼, (ହବିବ ମହମ୍ମଦ) : ବଣାଇ ରାଉରକେଲା ଜାତୀୟ ରାଜପଥ ୧୪୩ ବାବୁନୁଆଗାଁ ଛକ ପାଖ ରାସ୍ତାକୁ ଦନ୍ତା ହାତୀ ଆଜି ଦିନ ସାରା ଅବରୋଧ କରି ରଖିଛନ୍ତି । ସ୍ଥାନୀୟ ଚାଷୀଙ୍କ ଦରଫୁଟା ଧାନ ଖାଇ ଚାଷୀଙ୍କୁ ସର୍ବସ୍ୱାନ୍ତ କରି ଶତାଧିକ ଗାଡି ରାସ୍ତା ମଝିରେ ଦିନ ସାରା ଅଟକାଇ ରଖିଛନ୍ତି ।…
Read More...

ବଣାଇଗଡ଼ କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବଣାଇଗଡ଼, (ହବିବ ମହମ୍ମଦ) : ଆଜି ଆଇଟିଡିଏ ମିଟିଙ୍ଗ ହଲରେ ବଣାଇଗଡ଼ କଂଗ୍ରେସ କମିଟିର ଏକ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଣାଇ ବ୍ଲକ କଂଗ୍ରେସର ଶତାଧିକ କର୍ମୀ ନୂତନ ଭାବେ ମନୋନୀତ ଜିଲ୍ଲା ସଭାପତି ଜନାର୍ଦନ ଦେହୁରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ…
Read More...

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବଣାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବଣାଇଁଗଡ, (ନାରାୟଣ ଚନ୍ଦ୍ର ବେହେରା) : ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବଣାଇଁ ପାଳନ କମିଟିର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...