Browsing Tag

baliguda news

ବାଲିଗୁଡାରେ ଘନଘନ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍‌ ସମସ୍ୟାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଦ୍ୟୁତ ଉପଖଣ୍ଡରେ ଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ
Read More...

ମୋଦୀଙ୍କ ସପ୍ତମ ବର୍ଷ ଉପଲକ୍ଷେ ସ୍ୱଚ୍ଛ ଭାରତ ସହ ବ୍ୟାପକ ଜନହିତକର କାର୍ଯ୍ୟକ୍ରମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲିଗୁଡା ଏନଏସିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ବାଲିଗୁଡା ବିଜେପି ତରଫରୁ ମଣ୍ଡଳ ସଭାପତି ଦିବାକର ସାହୁଙ୍କ ନେତୃତ୍ୱରେ ସ୍ଵଛ ଭାରତ ଏବଂ ମାକ୍ସ ସାନିଟାଇଜର ବଣ୍ଟନ କରାଯିବା ସହିତ ବାଲିଗୁଡାର
Read More...

ପାଣି ଆଣିବା ବେଳେ ଗଭୀର କୂଅରେ ଯୁବତୀ ଖସି ପଡିଲେ : ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ଯୋଗୁଁ ଯୁବତୀ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକର କଟିମାହା ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା । ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟିମାହା
Read More...

ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ଘଟଣା : ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ସହ ଥାନା ଓ ବ୍ଲକ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ ସୃଷ୍ଟି ହେଉଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ
Read More...

ଯୁବ ବିଜେଡ଼ି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ଯୁବ ନେତା ଚିନ୍ମୟ ସାହୁ ଏବଂ ଅଶ୍ୱିନ ସାହୁଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତାଭାବ ଦୂର କରିବା ପାଇଁ
Read More...

ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି, ଆସି ବାଲିଗୁଡା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ ପରିସରରେ ଚାଲିଥିବା ୫-ଟି ମାଧ୍ୟମରେ ହେଉଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କରିଥିଲେ । କାମ କେମିତି
Read More...

ମଦୁଆ ପୋଲିସ କନେଷ୍ଟବଳଙ୍କ ଦାଦାଗିରି : ଡ୍ୟୁଟି ବାହାନାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର, ନାବାଳକକୁ ଚାପୁଡ଼ା…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମାତାଲ ଅବସ୍ଥାରେ ପୋଲିସ ପୋଷାକରେ ଡ୍ୟୁଟି କରୁଥିବା ଦୁଇ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ । ଡ୍ୟୁଟି ନାଁରେ ଜଣେ ଅସୁସ୍ଥ ବ୍ୟକ୍ତି ଓ ଅନ୍ୟ ଜଣେ ନାବାଳକଙ୍କୁ ଦୁଇ ପୋଲିସ କର୍ମୀ ଦୁର୍ବ୍ୟବହାର କରିବା ସହ ଚାପୁଡ଼ା ମାରିଥିବା ନେଇ ଥାନାରେ
Read More...

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜୁରୁକୁପୁଡ଼ା ଗ୍ରାମବାସୀ : ନାଳ ଓ ଚୁଆଁ ପାଣି ସାହା ଭରସା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମାଞ୍ଚଳରେ କୋଟି କୋଟି ଟଙ୍କାର ବସୁଧା ଭଳି ବିଭିନ୍ନ ପ୍ରକାର ଜଳପ୍ରକଳ୍ପ ଯୋଜନା ପାଇଁ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏଭଳି ଯୋଜନା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ
Read More...

ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ତରଫରୁ ଦାବୀପତ୍ର ପ୍ରଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବୈଶିକ ମହାମାରୀ କରୋନା ହେଉ କି ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ମଧ୍ୟବିତ୍ତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦% ଲୋକଙ୍କୁ ସରକାର
Read More...

ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ଗଞ୍ଜେଇ ସହ ବୋଲେରୋ ଜବତ : ଜଣେ ଗିରଫ, ଦୁଇ ଫେରାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀକୁ ରୋକିବାକୁ ସରକାର ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଥିବା ବେଳେ ଚୋରା ଗଞ୍ଜେଇ ବେପାରୀ ମାନେ ଏହି ଅଞ୍ଚଳରେ ବେଶ ସକ୍ରିୟ ଥିବାର ସୂଚନା ପାଇ କନ୍ଧମାଳ ଏସ.ପି. ବିନୀତ ଅଗ୍ରୱାଲ, ବାଲିଗୁଡା ଏସ.ଡି.ପି.ଓ.ମନୋଜ କୁମାର
Read More...