ସ୍ୱାଧୀନତା କପ୍ ଫୁଟ୍ବଲ୍ ଚମ୍ପିୟାନସିପ : ଦ୍ୱିତୀୟ ସେମି ଫାଇନାଲରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ୍ ଫୁଟ୍ବଲ୍ ଚମ୍ପିୟାନସିପ୍ର ଦ୍ୱିତୀୟ ସେମି ଫାଇନାଲ ଖେଳ ସୋମବାର ଦିନ ଆଦିବାସୀ ମହାବିଦ୍ୟାଳୟ ବନାମ ପାକୁଲଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...