Browsing Tag

baleswar news

ମଦୁଆ‌ଙ୍କ ଆକ୍ରମଣରେ ୨ ଚାଷୀ ଲହୁଲୁହାଣ

ବାଲେଶ୍ୱର : ୪ ଜଣ ମଦୁଆ‌ଙ୍କ ଆକ୍ରମଣରେ ୨ ଜଣ ଚାଷୀ ଲହୁଲୁହାଣ ହୋଇଥିବା ଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଖବର ପାଇ ପୁଲିସ ଦୁଇ ଆହତ ଚାଷୀଙ୍କୁ ଉଦ୍ଧାର କରି ଡ଼ା‌କ୍ତରଖାନାରେ ଭର୍ତ୍ତି କରିଛି । ସଂପୃକ୍ତ
Read More...

ୟୁକୋ ବ୍ୟାଙ୍କରୁ ଡକାୟତି : ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍, ଲୋକେ ଛାନିଆଁ

ବାଲେଶ୍ୱର, (କେପିଏନ୍‌ଏସ୍‌) : ପୁଣି ଏକ ବ୍ୟାଙ୍କ ଡକାୟତି ହୋଇଥିବା ବେଳେ ଲୋକେ ଛାନିଆଁ ହୋଇ ଯାଇଛନ୍ତି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ୟୁକୋ ବ୍ୟାଙ୍କ୍‌ ଶାଖାରୁ ଆଜି ମଧ୍ୟାହ୍ନରେ ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଡକାୟତମାନେ
Read More...

ନବଜାତ ଶିଶୁ ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଅଲନ୍ଦାସାର ଗାଁର ଜୟଶ୍ରୀ ବାରିକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଲୟରେ
Read More...

ଟାଙ୍ଗିଆ ଏବଂ ଭୁଜାଲିରେ ଆକ୍ରମଣ : ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନାଗହଣା

ବାଲେଶ୍ୱର : ଟାଙ୍ଗିଆ ଏବଂ ଭୁଜାଲି ଦ୍ୱାରା ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେବାଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁରେ ଘଟିଛି । ସୂଚନା ଅନୁସାରେ ଏହି ଗାଁର ସୁଦାମ ଚରଣ ସାହୁ ସାରଡାଙ୍ଗ ବଜାରରେ ଶମ୍ଭୁନାଥ ଜୁଏଲାରୀ ଦୋକାନ ଖୋଲିଥିଲେ ।
Read More...

କରୋନାର କରୁଣ କାହାଣୀ : ଆର୍ଥିକ ଅନାଟନରୁ ଦୁଇ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କଲେ

ବାଲେଶ୍ୱର, (କେପିଏନ୍‌ଏସ୍‌) : କରୋନା ଧ୍ୱଂସ କରିଦେଇଛି ଜୀବନ ଜୀବିକା । କିଏ ଗ୍ରୁପ୍‌ ଲୋନ୍‌ ନେଇ ହଇରାଣ ହେଉଛି ତ’ କିଏ ହାତ ଉଧାରି ନେଇ ସାମ୍ନା କରୁଛି ଦୁର୍ଦ୍ଦଶା । ଏମିତି ଅଭାବ ଅନାଟନକୁ ସାମ୍ନା କରି ବାଲେଶ୍ୱର ଜିଲ୍ଲା ରୂପ୍‌ସା ଥାନା ଅନ୍ତର୍ଗତ ପୁଡ଼ାଡ଼ିହି ଗାଁରେ କାଶୀନାଥ ରାଉଳ
Read More...

ପୁଣି ଏକ ଅଭାବନୀୟ ଦୃଶ୍ୟ : ରୋଗୀଙ୍କୁ ଟ୍ରଲିରେ ଆଣିଲେ ସଂପର୍କୀୟ

ବାଲେଶ୍ୱର : ପୁଣି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି । ସ୍ପ‌ଷ୍ଟ ଦିବାଲୋକରେ ଜଣେ ରୋଗୀଙ୍କୁ ଟ୍ରଲିରେ ପରିବାର ଲୋକେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ଘଟଣା
Read More...