Browsing Tag

baleswar news

‘ଭାରତ ବନ୍ଦ’ ପ୍ରଭାବରେ ବାଲେଶ୍ୱର ବନ୍ଦ

ବାଲେଶ୍ୱର : କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଆଇନକୁ ବିରୋଧି କରି ମଙ୍ଗଳବାର ସକାଳ ୬ ଟାରୁ ବାଲେଶ୍ୱର ଜିଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ କୃଷକ ସଂଗଠନ ସହିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ରୀୟ ଫେଡରେଶନ, କଂଗ୍ରେସ ଓ ବାମଦଳ ଏଥିରେ ସାମିଲ ହୋଇଛନ୍ତି ବନ୍‌ନ୍ଦ
Read More...

ଉତ୍ତର ଓଡ଼ିଶାରେ ଅନୁଭୂତ ହେଲା ଭୂକମ୍ପ

ବାଲେଶ୍ୱର : ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଖବର ଆସିଛି । ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲରେ ୩.୯ ଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଥିରେ କୌଣସି
Read More...

ଡକାୟତି ଉଦ୍ୟମ ସମୟରେ ତୁମୁଳକା‌ଣ୍ଡ : ୪ ଗୁରୁତର

ବାଲେଶ୍ୱର : ଡକାୟତି ଉଦ୍ୟମ ସମୟରେ ତୁମୁଳକା‌ଣ୍ଡ ଘଟିଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଡକାୟତି ଉଦ୍ୟମ ସମୟରେ ହଣାକଟା ହେବା ସହ ୪ ଜଣ ଗୁରୁତର ହୋଇଥିବା ଖବରରେ କୁହାଯାଇଛି । ସୂଚନା ଅନୁସାରେ ହରିଡାପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କିଛି
Read More...

ଚାଷ ଜମିରେ ପଡିଛି ଅଚିହ୍ନା ବ୍ୟକ୍ତିଙ୍କ ଶବ : ହତ୍ୟା ସନ୍ଦେହ

ବାଲେଶ୍ୱର : ଧାନ କ୍ଷେତରେ ଅଚିହ୍ନା ବ୍ୟାକ୍ତିଙ୍କ ଶବ ପଡିଥିବାି ଖବର ମିଳିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଅନ୍ତର୍ଗତ ନୟାଖଣ୍ଡି ଆମ୍ବହୋତା କେନାଲର ବାମ ପାଶ୍ୱର୍ରେ ଥିବା ଏକ ଚାଷ ଜମିରେ ପଡିଛି ଅଚିହ୍ନା ବ୍ୟାକ୍ତିଙ୍କ ଶବ । ବ୍ୟାକ୍ତିଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି
Read More...

ମାଛ ଜାଲରେ କୁମ୍ଭୀର

ବାଲେଶ୍ୱର : ମାଛ ଜାଲରେ ପଡ଼ିଛି କୁମ୍ଭୀର । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଆରୁହାବାଡ଼ ପଂଚାୟତ ଅନ୍ତର୍ଗତ ରୂପଖଣ୍ଡ ଗାଁ ପାଖରେ ସମୁଦ୍ରରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି । କୁହାଯାଇଛି ଯେ, ଆଜି ଭୋର ସମୟରେ ଆରୁହାବାଡ଼ ଗ୍ରାମର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ
Read More...

କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଆହ୍ଵାନରେ ୨୬ ନଭେମ୍ଵର ସାଧାରଣ ଧର୍ମଘଟ ସଫଳତା ପାଇଁ ଜିଲ୍ଲାର ସମସ୍ତ ଵ୍ଲକ ଘେରିବ ନିଖିଳ…

ବାଲେଶ୍ଵର, (ଅର୍ଜୁନ କୁମାର ହଂସ) : ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଵାଲେଶ୍ବର ଜିଲ୍ଲା କମିଟି ଵୈଠକ ଜିଲ୍ଲା ସଭାପତି ପ୍ରତିଭା ପାଲଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇ ସମଗ୍ର ଆଇସିଡିଏସ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯେଉଁ ମହିଳା ସ୍ଵୟଂ ସହାୟକ
Read More...

ତିର୍ତ୍ତୋଲରେ ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗରେ : ବାଲେ‌ଶ୍ୱରରେ ବି ବିଜେଡ଼ି କ୍ଷେପିଛୁ

ବାଲେ‌ଶ୍ୱର : ଚାଲିଛି ଭୋଟ ଗଣତି ବାଲେଶ୍ୱର ଓ ତିର୍ଲୋଲରେ । ତିର୍ତ୍ତୋଲରେ ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗରେ । ବାଲେ‌ଶ୍ୱରରେ ବି ବିଜେଡ଼ି କ୍ଷେପିଛୁ ଆଗକୁ । କଂଗ୍ରେସ ପଛରେ ରହି ଯାଇଥିବା ଦେଖା ଦେଇଛି । ତେବେ ଏଭଳି ସ୍ଥିତିରେ କିଏ ବାଜି ମାରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
Read More...

ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ସୂଚନା ଅନୁସାରେ ସହଦେବଖୁଣ୍ଟର ହୋଟେଲ୍‌ ଜ୍ୟୋତିସାଗର ନିକଟରେରେ ଏହି ଚଢ଼ାଉ ହୋଇଥିବା ବେଳେ ଗିରଫ
Read More...

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ

ବାଲେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଜାରି ରହିଛି ଭୋଟିଂ । କରୋନା କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇଛି । ଥମ୍ରାଲ ସ୍କିନିଂ ପରେ ଭୋଟରମାନେ ଭୋଦ ଦେଉଥିବା ଦେଖାଯାଇଛି । ଆଜି ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪ଲକ୍ଷ ଭୋଟର୍ ‌।
Read More...

ଉପ ନିର୍ବାଚନ ତାତି : କଂଗ୍ରେସ ପକ୍ଷରୁ ଜୋର୍‌ଦାର୍‌ ରୋଡ଼୍‌ ସୋ’

ବାଲେଶ୍ୱର : ବାଲେଶ୍ୱରରେ ଉପ ନିର୍ବାଚନ ତାତି ବେଶ୍‌ ଜୋର୍‌ ଧରି ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଏକ ଜୋର୍‌ଦାର୍‌ ରୋଡ଼୍‌ ସୋ’ର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । କଂଗ୍ରେସ ପ୍ରାର୍ଥିନୀ ବାଲେଶ୍ୱର ମାଟିର ଝିଅ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରିବାକୁ କଂଗ୍ରେସ ପକ୍ଷରୁ ରୋଡ଼୍‌
Read More...