୧ କିଲୋ ୧୦୦ଗ୍ରାମ ବ୍ରାଉନ ସୁଗାର ଜବତ : ୧ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର୍ ୧୬ ନଂ. ଜାତୀୟ ରାଜପଥର ଏକ ସ୍ଥାନରୁ ଆଜି କ୍ରାଇମ ବ୍ରାଞ୍ଚ ଏସ୍ଟିଏଫ୍ ଅଧିକାରୀ ମାନେ ୧ କିଲୋ ୧୦୦ଗ୍ରାମ ବ୍ରାଉନ ସୁଗାର ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ କଲିମ୍ ନାମକ ଏକ ବେପାରୀ ବୋଲି!-->…
Read More...
Read More...