Browsing Tag

baleswar news

୧ କୋଟି ୩୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଦୁଇ ଜଣ ବେପାରୀ ଗିରଫ

ବାଲେଶ୍ୱର : ଦିନକୁ ଦିନ ବ୍ରାଉନସୁଗାର କାରବାର ବଢି ବଢି ଚାଲିଥିବା ବେଳେ ଆଜି ପୁଣି ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ୧ କେଜି ୩୬୦ ଗ୍ରାମ ବ୍ରାଉନସୁଗର ଜବତ ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୬ ଲକ୍ଷ ଟଙ୍କା ହେବ ।
Read More...

କରୋନାରେ ଚାଲିଗଲେ ଯାତ୍ରା ଅଭିନେତ୍ରୀ ତୃପ୍ତି

ବାଲେଶ୍ଵର : ଦେଶରେ କରୋନା ସଂକ୍ରମଣ ବଢୁଥିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ତେବେ କରେନାରେ ଆକ୍ରାନ୍ତ ହୋଇ ଗତକାଲି ସନ୍ଧ୍ୟାରେ ପ୍ରାଣ ହରାଇଛନ୍ତି ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା । ସେ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ
Read More...

ମୁଖ୍ୟ ଶାସନ ସଚିବ ଏବଂ ୫T ସଚିବ‌ଙ୍କ ବାଲେ‌ଶ୍ୱର ଜିଲ୍ଲା ଗସ୍ତ

ବାଲେ‌ଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ୫T ସଚିବ ଶ୍ରୀ ଭିକେ ପାଣ୍ଡିଆନ୍‌ ଏବଂ ପୂର୍ତ୍ତ ସଚିବ ଗତକାଲି ବାଲେ‌ଶ୍ୱର ଜିଲ୍ଲା ଗସ୍ତ କରି ଜିଲ୍ଲାର ଉନ୍ନତି ପାଇଁ ଆବଶ୍ୟକ ଭିତ୍ତିଭୂମି ସମୀକ୍ଷା କରିଛନ୍ତି । ଅଧିକାରୀମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଘରକୁ ଫେରୁଥିବା ବେଳେ ଡମ୍ପର ଧକ୍କାରେ ବୃଦ୍ଧାଙ୍କ ପ୍ରାଣଗଲା

ବାଲେଶ୍ଵର : ବାଲେଶ୍ଵର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆଁ ନଈ ପୋଲ ନିକଟରେ ରବିବାର ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ରବିବାର ପୂର୍ବାହ୍ନ ସାଢେ଼ ୯ଟା ବେଳେ ବାଲେଶ୍ଵର ସୁନହଟ ଅଞ୍ଚଳର ମହେନ୍ଦ୍ର ଦାସ (୮୦) ନୂଆଁନଈ ପୋଲ ନିକଟରୁ ଘରକୁ
Read More...

ପିଲାଚୋର ଭାବି ନିର୍ଦ୍ଧୁମ ଛେଚିଲେ

ବାଲେଶ୍ଵର : ପିଲା ଚୋର ଭାବି ୨ ଜଣ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଏମିତି ଏକ ଖବର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ । ଏକ କାରରେ ୪ ଜଣ ଯୁବକ ପିଲା ଚୋରି କରି ଆସୁଥିବା ଗ୍ରାମବାସୀ ସନ୍ଦେହରେ କାରକୁ କାବୁ କରି ଆକ୍ରମଣ କରିବା ଫଳରେ ୨ ଜଣ
Read More...

ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ବାଲେଶ୍ୱର : ଦିନକୁ ଦିନ ବ୍ରାଉନସୁଗାର କାରବାର ବଢିବାରେ ଲାଗିଥିବା ବେଳେ ଆଜି ପୁଣି ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ତନଖି ଫାଟ ନିକରୁ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ
Read More...

‌ପ୍ରସାଦ ଖାଇ ଅସୁସ୍ଥ ହେଲେ ୧୫୦ରୁ ଅଧିକ ଲୋକ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗିଲାଜୁଡ଼ି ଗାଁରେ ଦୁଇ ଦିନ ଧରି ହୋଇଥିବା ଭଗବତୀ ପୂଜାର ପ୍ରସାଦ ଖାଇ ୧୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ରାତିରେ ସମସ୍ତ ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ୧୦ଟି ଆମ୍ବୁଲାନ୍ସ ରେ ବସ୍ତା ଓ ପାଉଁସ କୁଲି ଡ଼ାକ୍ତରଖାନାରେ
Read More...

ଓଲଟିଲା ଗୋରୁ ବୋଝେଇ ଟ୍ରକ : ୧୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏନଏଚ୍-୬୦ର ବସ୍ତା ବାଇପାସ୍ ନିକଟରେ ଓଲଟିଲା ଗୋରୁ ବୋଝେଇ ଗାଡି । ଭଦ୍ରକ ପଟୁ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଗୋରୁ ବୋଝେଇ ଟ୍ରକ ବୋଲେରୋକୁ ଧକ୍କା ଦେଇ ଓଲଟିପଡିଲା । ଫଳରେ ଘଟଣାସ୍ଥଳରେ ୧୫ ଗୋରୁ ମୃତ ।
Read More...

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ : ଯୁବ ସମାଜ ସଜାଗ ହେଲେ ସାହିତ୍ୟର…

ବାଲେଶ୍ଵର : ବାଲେଶ୍ଵର ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ଉତ୍ସଵ ଓ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉତ୍ସବର
Read More...

ଭିଡିଓ ଭାଇରାଲ ପରେ କଲରାପତିଆ ବାଘକୁ ଖୋଜୁଛି ବନ ବିଭାଗ

ବାଲେଶ୍ୱର : ବିଭିନ୍ନ ଗଣମାଧ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ରେଞ୍ଜ ଖଇରା ବ୍ଲକ ମାଖନପୁର ଗ୍ରାମ ପଞ୍ଚାୟତ ଅଧୀନ ଦୁଲାଳପୁର ଗ୍ରାମର କାଁସବାଂଶ ନଦୀ କଡରେ ଏକ କଲରାପତିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ସମ୍ପର୍କରେ ଗୁରୁବାର ପ୍ରକାଶ ପାଇଥିଲା । ଗୁରୁବାର ପୂର୍ବାହ୍ନରେ ସୋର ରେଞ୍ଜର ବବିତା
Read More...