Browsing Tag

balangir news

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ୪ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି କରାଇ ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ନେଇ ଠକେଇ କରିବା ସହ ଧମକଚମକ ଦେବା ଅଭିଯୋଗରେ ବଲାଙ୍ଗିର ଟାଉନ ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ଛତ୍ରିଆ(୩୩),…
Read More...

ବଲାଙ୍ଗିର ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ବିକାଶ ନିମନ୍ତେ ଡିଜିଟାଲ ଇ-କଣ୍ଟେଣ୍ଟର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ଠାରେ ଆଜି ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲାର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ବିକାଶ ନିମନ୍ତେ ଡିଜିଟାଲ ଇ-କଣ୍ଟେଣ୍ଟର ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ଦିବସରେ…
Read More...

ବ୍ଲୁସୁମ କନସେପ୍ଟେ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିସ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ବ୍ଲୁସୁମ କନସେପ୍ଟ ସ୍କୁଲର ୨୮ତମ ବାର୍ଷିକ ସ୍ଥାନୀୟ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର…
Read More...

ବିଦ୍ୟୁତ୍‌ ଖୁଣ୍ଟକୁ ପିଟିଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ ଷ୍ଟେସନ ଯାଉଥିବା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ କାର୍‌ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭୁବନେଶ୍ୱରରୁ କୌଣସି କାମରେ ୪ ଜଣ ବ୍ୟକ୍ତି ଏକ କାର୍‌ ଯୋଗେ ଆସୁଥିବା ବେଳେ…
Read More...

ବଡି ବିଲ୍ଡିଂ ଚାମ୍ପିଅନ୍‌ସିପ୍‌ରେ ଇଷ୍ଟ ଇଣ୍ଡିଆ ଚାମ୍ପିଅନ୍‌ ହେଲେ ବଲାଙ୍ଗିରର ପ୍ରଶାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଲକାତାଠାରେ ଇଷ୍ଟ ଇଣ୍ଡିଆ ଚାମ୍ପିଅନ୍‌ସିପ୍‌ରେ ବଲାଙ୍ଗିରର ପ୍ରଶାନ୍ତ ଦାସ ୭୫ କ୍ୟାଟାଗୋରିରେ ଚାମ୍ପିଅନ୍‌ ହୋଇଛନ୍ତି । ସେହିପରି ବଲାଙ୍ଗିରର ଟିଟୁ ସ୍ୱାଇର୍ ମେନ୍‌ ଫିଜିକ୍ସରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଏହି ଦଳରେ ଟିମ୍‌ ମ୍ୟାନେଜର ଭାବରେ…
Read More...

ଜିଲ୍ଲାସ୍ତରୀୟ ଗୀତା ଆଲୋଚନା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଜ୍ଞାନ ମିସନ ପକ୍ଷରୁ ଜିଲ୍ଲାସ୍ତରୀୟ ଗୀତା ଆଲୋଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ଚିତ୍ତରଞ୍ଜନ ଷଡଙ୍ଗୀ, ବରଗଡର ରାଜବଲ୍ଲଭ ପଣ୍ଡା, ନବୀନ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।…
Read More...

ଆଜି ଶିଶୁ ଦିବସ : ଶିଶୁମାନଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଦୀପନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶିଶୁ ଦିବସ । ଏହି ଅବସରରେ ଶିଶୁମାନଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହେଉଛି । ପ୍ରତିବର୍ଷ ନଭେମ୍ବର ମାସ ୧୪ ତାରିଖକୁ ଶିଶୁ ଦିବସ ବା ଚିଲ୍‌ଡ୍ରେନସ୍‌ ଡେ’ ଭାବେ ପାଳନ କରାଯାଏ । ସ୍ୱତନ୍ତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…
Read More...

ମାଗଣା ଦାନ୍ତ ପରୀକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡା ସ୍ଥିତ ବଲାଙ୍ଗିର ରୋଡ୍‌ ପାସେଞ୍ଜର ହଲ୍‌ ରେଳ ଷ୍ଟେସନ୍ ରାସ୍ତାରେ ଦାନ୍ତ ଚିକିତ୍ସକ ଡା. ସୁମନ ଗର୍ଗଙ୍କ ଆର୍ କେ ଡେଣ୍ଟାଲ କେୟାର ଚିକିତ୍ସାଳୟରେ ଅପରାହ୍ନ ୫ଟାରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଦାନ୍ତ ପରୀକ୍ଷଣ ଓ ପରାମର୍ଶ ଶିବିର…
Read More...

ସହରର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପି ନିତନ କୁଶଲକର ସୂଚନା ଦେଇଛନ୍ତି । ବ୍ୟକ୍ତି ଜଣକଙ୍କ ନାମ ହେଉଛି ସୁମିତ ମଲ୍ଲିକ । ତେବେ ସୁମିତଙ୍କ ନାମରେ ତା.୭.୦୪.୨୦୧୬.ରିଖ ୟୁ…
Read More...

ଦମକିପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୬୦ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଦମକିପାଲି ଗ୍ରାମ ଠାରେ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ କରାଯାଇଥିବା ବେଳେ ବୃଦ୍ଧ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ନେଇ ଜଣାପଡିଛି । ଗୁରୁତର ବୃଦ୍ଧ…
Read More...