Browsing Tag

balangir news

ଏକ୍ସନ କମିଟିର ବନ୍ଦ ଡାକରାକୁ ଖୋଲମ ଖୋଲା ନିନ୍ଦା କଲା ବଲାଙ୍ଗିର ବସ୍ତି ବାସିନ୍ଦା ଓ ସଚେତନ ନାଗରିକ କମିଟି :…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ୍ସନ କମିଟିର ବନ୍ଦ ଡାକରାକୁ ଖୋଲମ ଖୋଲା ଦୃଢ ନିନ୍ଦା କରିଛି ବଲାଙ୍ଗିର ବସ୍ତି ବାସିନ୍ଦା ଓ ସଚେତନ ନାଗରିକ କମିଟି । ଶହ ଶହ ପୁରୁଷ ମହିଳା ସ୍ଥାନୀୟ କଚେରିଛକରେ ରୁଣ୍ଡ ହୋଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିବା ବେଳେ କଚେରିଛକ ରାସ୍ତା ଅବରୋଧ କରି…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଚୁଡାମଣି ସୁନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଚୁଡାମଣି ସୁନା । ତାଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଗତ ୩୦/୦୯/୨୦୧୯ରେ ଆବେଦନ କରି ଦରଖାସ୍ତ ଦେଇଥିଲେ ସୁଦ୍ଧା ଏବେ…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ନେଇ ପୋଲିସ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ବିକ୍ଷୋଭ କରାଯିବକୁ ଥିବା ବେଳେ ଯେମିତି କିଛି ଅପ୍ରୀତିକର ସମସ୍ୟା ସୃଷ୍ଠି ନ ହୁଏ ତାହାକୁ ଆଖି ଆଗରେ ରଖି ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
Read More...

ବିପୁଳ ପରିମାଣର ମହୁଲ ପୋଚ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ସଲମାପାଲି ଗାଁରେ ବଲାଙ୍ଗିର ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ମହୁଲ ପୋଚ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ସଦର ପେଟ୍ରୋଲିଂ ଟିମ୍‌ ସଲମାପାଲି ଗାଁ ପାଖ ଜଙ୍ଗଲରେ ଚଢାଉ କରାଯାଇ ପ୍ରାୟ ୫୦ ବସ୍ତା ମହୁଲ ପୋଚ ଜବତ…
Read More...

ମାଧିଆପାଲିରେ ସଡ଼କ ଦୁର୍ଘଟଣା, ୨ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ସମ୍ବଲପୁର ଜାତୀୟ ରାଜପଥର ମାଧିଆପାଲିରୁ ବୁଢୀ ସିଂଢୋଲ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟଙ୍କ ମଧ୍ୟରେ ବୁଢୀସିଂଢୋଲ ଗାଁର ଶତ୍ରୁଘନ ମାଝୀ ଓ ଅନ୍ୟ ଜଣେ ରାହୁଲ କମ୍ପ ବୋଲି…
Read More...

ବଲାଙ୍ଗିର ବନ୍ଦ ଡାକରାକୁ ନେଇ ଦ୍ୱନ୍ଦ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୬ ତାରିଖ ଦିନ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିବା ବେଳେ ଜବର୍‌ଦଖଲ୍‌ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଲକ୍ଷ୍ମୀଜୋର ଓ ମହାରାଣୀ ସାଗରର ଉନ୍ନତି ପାଇଁ ଅର୍ଥ ମଂଜୁର ହୋଇ ସାରିଥିଲେ ସୁଦ୍ଧା ଆରମ୍ଭ ହୋଇ…
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଦ୍ୱିତୀୟ ସେମିଫାଇନାଲ୍‌ରେ ନକଟାସରକୁ ହରାଇ ଖଲିଆପାଲି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବପ୍ରସାଦ…
Read More...

କାଲିଝରଣରେ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଃଖୀ ଦରିଦ୍ର୍ୟଙ୍କ ସେବା ହିଁ ପ୍ରକୃତ ସେବା । ଏହି କ୍ରମରେ ପୁଇଁନ୍ତଲା ବ୍ଲକ କାଲିଝରଣ ଗ୍ରାମରେ ବୃଦ୍ଧବୃଦ୍ଧାମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା । ଗ୍ରାମର ପରିବେଶ ପ୍ରେମୀ ନିଳମଣୀ ବିଶ୍ୱାଲ ପ୍ରାୟ ୩୦ ଜଣ…
Read More...

ଛତାମଖନା ଜୁନିୟର କଲେଜରେ ରେଡକ୍ରସର ଇଣ୍ଡକ୍‌ସନ୍‌ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଛତାମଖନା ସ୍ଥିତ ଯୁଧିଷ୍ଠିର ଜୁନିୟର କଲେଜରେ ଯୁବ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଏକ ଇଣ୍ଡକ୍‌ସନ୍‌ ସଭା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସର ପ୍ରତିଷ୍ଠାତା ଜନ୍‌ ହେନେରୀ ଡୁନାଣ୍ଡଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚ୍ଚନା ପରେ…
Read More...

ଲଳିତନଗର ଠାରୁ ୪୨୦ ବୋତଲ କଫ ସିରଫ ଜବତ କରିବା ସହ ୨ ଜଣଙ୍କୁ ଗିରଫ କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କଫ୍‌ ସିରଫ ଚୋରା ଚାଲାଣ ବଢି ବଢ଼ି ଚାଲିଥିବା ବେଳେ ଆଜି ଟାଉନ ପୋଲିସ ସହରର ଲଳିତନଗରଠାରୁ ୪୨୦ ବୋତଲ କଫ୍‌ ସିରଫ ଜବତ କରିବା ସହ ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଦୁଇ ଜଣ ଅଭିଯୁକ୍ତ ହେଲେ…
Read More...