Browsing Tag

balangir news

ଯୁବକ ନିଖୋଜ, ୨୩ ଦିନ ହେଲା ପତ୍ତା ମିଳୁନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ କୁମ୍ଭେପଡାର ନରେଶ ବାଗ ନାମକ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ଅଛନ୍ତି । ୨୩ ଦିନ ହେଲା ତାଙ୍କର ପତ୍ତା ମିଳୁନି । ରାଜନୈତିକ ରାଗ ରଖି କେହି ତାଙ୍କୁ ଅପହରଣ କରିଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ଏ…
Read More...

ତୁଷୁରାବାହାଲ ଗାଁରେ ବୁଢାଦେଓ ଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ତୁଷୁରାବାହାଲ ଗାଁରେ ଅନୁଷ୍ଠିତ ହେଉଥିବା ବୁଢାଦେଓ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା । ଏହି ଅବସରରେ ଶ୍ରୀ ହୋତାଙ୍କ ସହ ବିଶିଷ୍ଠ…
Read More...

ତୁଳଣ୍ଡି ଗ୍ରାମକୁ ପରିଦର୍ଶନ କଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତାର ତୁଳଣ୍ଡି ଗ୍ରାମକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଥିବା ଜଣାପଡିଛି । ବିଧାୟକ ଶ୍ରୀ ମିଶ୍ର ପରିଦର୍ଶନ କରି ଏହି ଗ୍ରାମରେ ପ୍ରାଥମିକ କୃଷି ସମବାୟ ସମିତି ଲିଃର ନବ ନିର୍ମିତ କୋଠା, ଗ୍ରାମରେ…
Read More...

ଆସନ୍ତା ୬ରେ ବଲାଙ୍ଗିର ବନ୍ଦକୁ ଅମଲା ଭବନରେ ଆକ୍ସନ କମିଟି ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅମଲା ଭବନଠାରେ ଆସନ୍ତା ୬ ତାରିଖରେ ବଲାଙ୍ଗିର ବନ୍ଦକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଆକ୍ସନ କମିଟି ତରଫରୁ ଅନୁଷ୍ଠିତ ହୋଇଥବା ବେଳେ ଏଥିରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଯୋଗ ଦେଇଥିଲେ ।
Read More...

ଭାଲେର କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଲେର କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଛନ୍ତି । ଶ୍ରୀମତୀ ଲିକା ସାହୁଙ୍କୁ ରଥରେ ବସାଇ ସମ୍ମାନର ସହ ପାଛୋଟି ନେଇ ରାଜଦରବାରରେ ଅତିଥି ସତ୍କାର କରିଥିଲେ ସ୍ଥାନୀୟ ଲୋକେ । ଏହି ଅବସରରେ ବିଜୁ ଜନତା ଦଳର…
Read More...

ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନଏସ) : ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ କଟକ ଜିଲ୍ଲା ଚୌଦ୍ୱାରର ନୂଆଁସାହି, କପଳେଶ୍ୱର ବାସିନ୍ଦା ୬୫ ବର୍ଷୀୟ ସତ୍ୟବାନ ଦାଶ ଚାକିରି ପରେ ଅବସର ନେଇ ଏକାକି ଭଡା ଘରେ ରହୁଥିଲେ । ସନ୍ତାନ ଅଛନ୍ତି କିନ୍ତୁ କେହି ପଚାରୁ ନ ଥିଲେ…
Read More...

କରୁଆଁଝର ଗ୍ରାମରେ ସାମାଜିକ ବାସନ୍ଦକୁ ନେଇ ଦୀର୍ଘ ସମୟ ଧରି ପଡି ରହିଲା ଶବ : ଅନ୍ତିମ ସତ୍କାର କଲା ବଲାଙ୍ଗିର…

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କରୁଆଁଝର ଗ୍ରାମର ସୀମାଞ୍ଜଳି ସାହୁ (୩୧) କରୁଆଁଝର ଗ୍ରାମର ଅନୀଲ ପ୍ରଧାନଙ୍କୁ ବିବାହ କରି ସୁଖରେ ଜୀବନ ବିତାଉଥିଲେ । ଦୁହେଁ ସମାନ ଜାତିରେ ବିବାହ କରିଥିଲେ କିନ୍ତୁ ଗ୍ରାମବାସୀଙ୍କ ମତରେ ସମାନ ଜାତିରେ ବି ଜାତି ଉପଜାତି…
Read More...

ମହାଦେବ ମନ୍ଦିର ନିକଟରେ ଡିଭାଇଡର ଉପରକୁ ଚଢ଼ି ଗଲା ଟ୍ରକ୍

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ମହାଦେବ ମନ୍ଦିର ନିକଟସ୍ଥ ଟ୍ରାଫିକ ଛକ ନିକଟରେ ଏକ ଟ୍ରକ ବରଗଡ଼ ପଟୁ ଆସି ଡିଭାଇଡର ଉପରକୁ ଚଢ଼ି ଯାଇଥିବା ବେଳେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । ଟ୍ରକ୍ ନଂଟି ଏଚ୍‌ଆର୍‌ ୦୩ଇ ୧୬୪୬ ହୋଇଥିବା ବେଳେ ଭାରସାମ୍ୟ ହରାଇ ଭୋର୍ ସକାଳୁ ଏହି…
Read More...

ରୋଜାଲିନ ବୁଦ୍ଧିଆଙ୍କୁ ମିଳିଲା ଶ୍ରୀହରିପ୍ରିୟା ଝୋଟିରାଣୀ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କର୍ଲାପିଟା ଗାଁର ଆଦର୍ଶ ଗୃହିଣୀ ଶ୍ରୀମତୀ ରୋଜାଲିନ ବୁଦ୍ଧିଆଙ୍କୁ ପବିତ୍ର ନବବର୍ଷ ଉପଲକ୍ଷେ ଶ୍ରୀହରିପ୍ରିୟା ଝୋଟିରାଣୀ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରକାଶ ଥାଉକି ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ…
Read More...