Browsing Tag

balangir news

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଟ୍ରାନ୍ସଜେଣ୍ଡରମାନଙ୍କୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ସହରରେ ଥିବା ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ସଭାପତି ହିମାନୀଙ୍କ ଉପସ୍ଥିତିରେ ସେମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ନାରୀ ଶକ୍ତି ଫାଉଣ୍ଡେସନର ସଦସ୍ୟା ନୂତନ ସେନ୍ଦ୍ରିଆ, ସରିତା ଦାଶ, ଅଙ୍କିତା ଦାସ,…
Read More...

ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟର ଓଡିଶା ଶାଖା ତରଫରୁ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟର ଓଡିଶା ଶାଖା ତରଫରୁ ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ, ରାଜ୍ୟ ଆବାହକ ମଣ୍ଡଳୀର ସତ୍ୟ ବନଛୋର, ତ୍ରିଲୋଚନ ପୁଞ୍ଜି ଓ ବାଲକୃଷ୍ଣ ଷାଣ୍ଡ ସାମ୍ବାଦିକ ସମ୍ମିଳନୀରେ ଗଣତାନ୍ତ୍ରିକ ଓ ଅହିଂସା ଆନ୍ଦୋଳନ ଉପରେ ପୋଲିସ…
Read More...

ଡାକ୍ତରଖାନାରୁ ଧରାପଡିଲା ମୋବାଇଲ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତଖାନାରୁ ଜଣେ ମୋବାଇଲ ଚୋର ଧରାପଡିଛି । ଚୋର ଜଣକ ସୁନୀଲ ନାଗ ବୋଲି ଜଣାପଡିଛି । କଣ୍ଟାବାଞ୍ଜି ସହରର ଗୌରୀ ହଂସ ନାମକ ଜଣେ ରୋଗୀଙ୍କ ସଂପର୍କୀୟ ତାଙ୍କ ମୋବାଇଲ ମେଡିସିନ ୱାର୍ଡରେ ଚାର୍ଜରେ ବସାଇଥିଲେ । ମୋବାଇଲକୁ…
Read More...

ଅଳିଆଗଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ନବଜାତ ଶିଶୁଙ୍କ ମୃତଦେହ ଏଣେତେଣେ ଫିଙ୍ଗିବା ଘଟଣା ବାରବାର ସାମ୍ନାକୁ ଆସୁଥିବା ବେଳେ ଶୁକ୍ରବାର କ୍ଲବପଡା ଏକ ଡାଇଗ୍ନୋଷ୍ଟିକ ସେଣ୍ଟର ସାମ୍ନାର ଅଳିଆଗଦାରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ପୁଲିସ ଉଦ୍ଧାର କରିଛି । କିଛି ଛୋଟପିଲା ଅଳିଆଗଦା…
Read More...

ସେଲ୍ୟୁଟ୍‌ ଜିଲ୍ଲା ପ୍ରଶାସନ : ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଜୀବନ ବଂଚୁଥିବା ଦୁଆରୁ ଏବେ ସାଲେପାଲି ବୃଦ୍ଧାଶ୍ରମରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଜୀବନ ବଂଚୁଥିବା ଦୁଆରୁ ଏବେ ସାଲେପାଲି ବୃଦ୍ଧାଶ୍ରମରେ ହସଖୁସିରେ ନାଚୁଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଦୁଆରୁ ଏବେ ନୂଆ ଜୀବନ ପାଇଛି । ଏଣୁ ଜିଲ୍ଲା ପ୍ରଶାସନକୁ ସେଲ୍ୟୁଟ୍‌ ଜଣାଇଛନ୍ତି ବୁଦ୍ଧିଜୀବୀମାନେ…
Read More...

ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟଙ୍କ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶାର ମହାନ ପର୍ବ ପୁଷପୁନି । ସମସ୍ତେ ନିଜ ନିଜ ପରିବାରରେ ଆନନ୍ଦ ଉଲ୍ଲାସରେ ପିଠା ମଂଡା, ମାଛ ମାଂସ ଖାଈ ମସଗୁଲ ରହିଥାନ୍ତି । ଠିକ୍ ଏତିକି ବେଳେ ସଂଜୀବ ବିଶ୍ୱାଳ ସେ ସବୁକୁ ଅଣଦେଖା କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ।…
Read More...

ମର୍ମନ୍ତୁଦ ମଟର ସାଇକେଲ ଦୁର୍ଘଟଣା : ୨ ଗୁରୁତର ଆହତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ସରମୁହାନ ଗ୍ରାମ ପଞ୍ଚାୟତ ବୁଢ଼ାଭଟା ଗ୍ରାମର ଖେଳ ପଡ଼ିଆ ଠାରେ ଭାରସାମ୍ୟ ହରାଇ ମର୍ମନ୍ତୁଦ ମଟର ସାଇକେଲ ଦୁର୍ଘଟଣା ଘଟିଥିବା ଜଣାପହିଛି । ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ମଟର ସାଇକେଲ ଆରୋହୀ ଓ…
Read More...

ଅଏଁଲାଚୁଆଁ ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଅଏଁଲାଚୁଆଁ ଗାଁରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡା ପର୍ଦ୍ଦାଫାସ କରିଛି ସଦର ପୋଲିସ । ଏହି ଘଟଣାରେ ଆଉ ଜଣେ ଜଗୁଆଳି ସାନୁ ନାଗ ଏହି ଘଟଣା ଘଟାଇଥିବା ସ୍ୱିକାର କରିଛି । ପୋଲିସ ସାନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା…
Read More...

ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସମୂହ ଉଭୟ ବାଳକ ଓ ବାଳିକା ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡ଼ିୟମ ବଲାଙ୍ଗିରଠାରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ପ୍ରଥମ…
Read More...

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ବିଧାୟକଙ୍କ ପିଏସ୍‌ଓରୁ ହେଲେ ସାହିତ୍ୟ ଅଧ୍ୟାପକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୃଢ ଇଚ୍ଛା ଓ ଆଗ୍ରହ ଥିଲେ ଦିନେ ନା ଦିନେ ସଫଳତା ପାଦ ଚୁମିଥାଏ । ଏହିଭଳି ଏକ ଉଦାହରଣ ପାଲଟିଛନ୍ତି ଲମ୍ବୋଦର ପ୍ରଧାନ । ପେଷାରେ ସେ ପିଏସ୍‌ଓ ଥିବା ବେଳେ ଏବେ ସେ କଠିନ ପରିଶ୍ରମ ବଳରେ ଜଣେ ସରକାରୀ ଅଧ୍ୟାପକ ହୋଇ ପାରିଛନ୍ତି । ତେବେ ତାଙ୍କର ଏହି ଇଚ୍ଛା…
Read More...