Browsing Tag

balangir news

ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ଉଠିଲା ଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ ଆଜିଠାରୁ ସ୍ଥାନୀୟ କୋଶଳ କଳାମଣ୍ଡଳଠାରେ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ନିକଟସ୍ଥ ମଠଖାଇ ଗୁଡ଼ିରୁ ଆଜି ପ୍ରତ୍ୟୁଷରୁ ଦୀପ ଉଠିଛି । ଭୂମିକା ପରିବାର ଓ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ଚିତ୍ତରଞ୍ଜନ ଦାଶ, ସନାତନ ଠାକୁର,…
Read More...

ମାନବିକତା ଦେଖାଇଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନାଯୋଗ୍ୟ ଯେ, ବସ୍ତି ବାସିନ୍ଦାଙ୍କ ରାଲିରେ ଜଣେ ଗରିବ ଶ୍ରେଣୀର ବୃଦ୍ଧା ନିଜର ଶରୀର ଅସୁସ୍ଥ ଥାଇ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଜର ଭିଟାମାଟି ବଞ୍ଚାଇବାର ଆଶାରେ ଆସି ଅସୁସ୍ଥ ହୋଇ…
Read More...

ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘର ବିଶାଳ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦାବୀ ନେଇ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ସହରରେ ଶୋଭାଯାତ୍ରା କରିବା ସହ ଦାବୀପତ୍ର ପ୍ରଦାନ କରିଛି । ଜିଲ୍ଲାପାଳ, ଟାଉନଥାନା ପୋଲିସ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର…
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା…
Read More...

ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ପୁଷ୍‌ପୁନି ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ପ୍ରଭୂଶ୍ରୀ ରାମଚନ୍ଦ୍ରଙ୍କ ପୁଷ୍ୟାଭିଷେକ ଉତ୍ସବ ପାଳିତ ହୋଇଯାଇଛି । ଗ୍ରାମବାସୀ ଶ୍ରଦ୍ଧାର ସହ ପୁଷପୁନି ଦିନ ଆମିଷ ପରିତ୍ୟାଗ ପୂର୍ବକ ଏହି ପର୍ବରେ ସାମିଲ ହେବା ପ୍ରଭୂ ଶ୍ରୀରାମ, ସୀତା ଓ…
Read More...

ବିଧାନସଭା ଗୃହ ସବ କମିଟି ବୈଠକ

ବନ୍ଧକଟାର ପରିବେଶ ଓ ପ୍ରଦୂଷଣକୁ ନେଇ କ୍ଷୋଭ ପ୍ରକାଶ କଲେ ନରସିଂହଶୀଘ୍ର ବନ୍ଧକଟାର ପାଣି ସଫେଇ ନ କଲେ ଲୋକଙ୍କ ଜୀବନହାନୀ ଅଶଙ୍କା ଅଛିପ୍ରଥମେ ପୁର୍ନରୁଦ୍ଧାର ପରେ ସୌନ୍ଦର୍ଯ୍ୟିକରଣ କରାଯାଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଧାନସଭା ଗୃହ କମିଟିର ପରିବେଶ ଓ…
Read More...

ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିରର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ମାସିକ ବୈଠକ ଅମଲା ଭବନ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ନୂତନ ଭାବେ ସଦସ୍ୟତା ଗ୍ରହଣ…
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ବିଶ୍ୱ କପ ୨୦୨୩କୁ ସ୍ମରଣୀୟ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା କ୍ରୀଡା ପତାକା ଉତ୍ତୋଳୟ କରି…
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଟ୍ରାନ୍ସଜେଣ୍ଡରମାନଙ୍କୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ସହରରେ ଥିବା ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ସଭାପତି ହିମାନୀଙ୍କ ଉପସ୍ଥିତିରେ ସେମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ନାରୀ ଶକ୍ତି ଫାଉଣ୍ଡେସନର ସଦସ୍ୟା ନୂତନ ସେନ୍ଦ୍ରିଆ, ସରିତା ଦାଶ, ଅଙ୍କିତା ଦାସ,…
Read More...