ବୁଡି ଅଞ୍ଚଳ ଗ୍ରାମ ବାରପୁଡୁଗିଆ ଓ ବରପିଟାରେ କୃଷି ବିଭାଗର ସଭା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଆଶିଂକ ବୁଡି ଅଂଚଳ ଗ୍ରାମ ବାରପୁଡୁଗିଆ ଓ ବରପିଟା ଉଭୟ ଗ୍ରାମରେ କୃଷି ବିଭାଗ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଚାଷୀମାନେ କିଭଳି ଉପକୃତ ହେବେ ବୁଡି ଅଂଚଳବାସୀଙ୍କୁ ନେଇ ଏଥିରେ ଆଲୋଚନା ହୋଇଥିଲା । ଏହି ଉଭୟ ଆଂଶିକ ଜଳମଗ୍ନ!-->…
Read More...
Read More...