ଟ୍ରକ୍ ଧକ୍କାରେ ଯୁବକ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କୋସଲ କଳାମଣ୍ଡଳ ରାସ୍ତାରେ ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଆହତ ଜଣକ ସାଲେପାଲିର ବିଜୟ କୁମ୍ଭାର ବୋଲି ଜଣାପଡିଛି । ସୂଚନା ଅନୁସାରେ, ସେ କୌଣସି କାମରେ ସହରକୁ ଆସୁଥିବା ବେଳେ କଳାମଣ୍ଡଳ ରୋଡ୍ରେ ଏକ ଟ୍ରକ୍!-->…
Read More...
Read More...