Browsing Tag

balangir news

ନବନିଯୁକ୍ତ କୁଳପତିଙ୍କୁ ଶୁଭେଚ୍ଛା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରାଙ୍କୁ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସରକାରୀ ତଥା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଏକ ପ୍ରତିନିଧି ଦଳ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି
Read More...

ଆମ ଆଦମି ପାର୍ଟି ବଲାଙ୍ଗିର ପକ୍ଷରୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ମାସ ହୋଇଯିବ ବଲାଙ୍ଗିର ଦେଓଗାଁ ବ୍ଲକ ଉପରଝର ଗ୍ରାମ ପଞ୍ଚାୟତର ରେଙ୍ଗାଲି, ଫଟାମୁଣ୍ଡା, ନୁଆପାଲି, ଉପରଝର, କୁହିମୁଣ୍ଡା ଗାଁର ଚାଷୀମାନଙ୍କ ଜୀବନ ବେହାଲ କାରଣ ଦୁଇ ମାସ ହୋଇଯିବ ରେଙ୍ଗାଲିରେ ଲାଇଟ ଖୁମ୍ବ ଏବଂ ତାର ପଡି ଯାଇଥିବାରୁ ଚାଷୀମାନଙ୍କର
Read More...

ମହିମୁଣ୍ଡା ଯୁକ୍ତ ତିନି କଲେଜକୁ ପରିଦର୍ଶନରେ ଆସିଲେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଓ ରାଜେନ୍ଦ୍ର ୟୁନିଭର୍ସିଟିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଅଧୀନସ୍ଥ ଯୁକ୍ତ ୩ କଲେଜର ସ୍ଥାୟୀ ବନ୍ଧନ ପ୍ରମାଣ ପତ୍ର ପ୍ରଦାନ କରିବା ନେଇ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ପ୍ରଫେସର ଡ.ଉମାକାନ୍ତ ଦାଶ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର, ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦେଶକ
Read More...

ବଲାଙ୍ଗିର ଦିନ ପାଳନ ପାଇଁ ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗିର, (କେପିଏନଏସ) : ଗତକାଲି ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗିର ପି.ପି.ଏକାଡେମୀଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଦିନ ନଭେମ୍ବର ୧ ରେ ଧୁମ୍‌ଧାମରେ ପାଳନ ଓ ସୁପରିଚାଳନା ପାଇଁ
Read More...

ଭୀମ ଆର୍ମି ଜୟ ଭୀମ ସଂଗଠନ ପକ୍ଷରୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନନୀୟ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଉପରେ ହୋଇଥିବା ଜୋତା ମାଡ ମୁଖ୍ୟ ଅଭିଯୁକ୍ତ ଓକିଲ ରାକେଶ କିଶୋରଙ୍କର ଲାଇସେନ୍ସ ରଦ୍ଦ ସହିତ ଜେଲଦଣ୍ଡ ଏବଂ ସମସ୍ତଙ୍କର ସାମ୍ନାରେ କ୍ଷମା ପ୍ରାର୍ଥନା, ହରିୟାନାରେ ସିନିୟର ଆଇପିଏସ୍‌ ଅଫିସରଙ୍କୁ ଚାପ ପକାଇଥିବା
Read More...

ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭ୍ୟ ନରେନ୍ଦ୍ର କବାଟଙ୍କ ବିୟୋଗରେ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା
Read More...

ନଗର କଂଗ୍ରେସର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟାଉନ କଂଗ୍ରେସର ଆଗାମୀ ଦିନର କାର୍ଯ୍ୟପନ୍ଥା ତଥା ସହରର ପରିମଳ ଏବଂ ଟ୍ରାଫିକ
Read More...

ରାଷ୍ଟ୍ରୀୟ ପୋଷଣ ମାସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଭୁତି ଭୂଷଣ ସାହୁ, ଡଃ.
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର କନ୍ୟା ସନ୍ତାନ ଦିବସ ଓ ନୂଆଁଖାଇ ଭେଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ଠାରେ ଥିବା ପୂର୍ଣ୍ଣଚନ୍ଦ୍ର ପାଠାଗାରରେ ଆଦ୍ୟାଶନ୍ତି ନାରୀ ସଂଗଠନ ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସହିତ ନୂଆଁଖାଇ ଭେଟ ଅନୁଷ୍ଠିତ ହୋଇଯାଇଛି । ସଭାପତି ମାଳତି ଉଦ୍‌ଗାତା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ
Read More...

ପ୍ୟାଲେସ୍‌ ଲାଇନ୍‌ରେ ନାଳ ଚୋରୀ : ଆର୍‌ଟିଆଇ କର୍ମୀଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୱାର୍ଡ ନଂ୨୧ ସ୍ଥିତ ପ୍ୟାଲେସ ଲାଇନ ପଡା ଠାରେ ନାଳ ଚୋରୀ ହୋଇଥିବା ଏକ ଅଜବ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ, ବାରମ୍ବାର ଗୁହାରି ପରେ ଗତ ୨୦୨୩ ମସିହା ୨୩ ସେପ୍ଟେମ୍ବରରେ ରାସ୍ତା ଓ ନାଳ ତିଆରି ପାଇଁ ପୌରପାଳିକା ପ୍ରସ୍ତାବ ଗ୍ରହଣ
Read More...