୨୫ କ୍ୱିଣ୍ଟାଲ କାଠରେ ଭର୍ତ୍ତି ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହ ଜଣଙ୍କୁ ଗିରଫ କଲା ବଲାଙ୍ଗିର ବନ ବିଭାଗ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ ସଫଳତା । ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ଦସପୁର ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୫ କ୍ୱିଣ୍ଟାଲ ବିଭିନ୍ନ ଜାଳେଣି କାଠରେ ଭର୍ତ୍ତି ହୋଇଥିବା ଏକ ଟ୍ରାକ୍ଟର (ଓଆର୍ ୦୩ଏଫ ୯୫୭୯)କୁ ଜବତ କରିବା ସହ ଘଟଣାରେ!-->…
Read More...
Read More...