ଚଳନ୍ତା ପଙ୍ଖା ବାଜି ଇଲେକ୍ଟ୍ରିସିଆନ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ଚଳନ୍ତା ପଙ୍ଖା ବାଜି ଇଲେକ୍ଟ୍ରିସିଆନ ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳେ ବଲାଙ୍ଗିର ସଦର ବ୍ଲକ ଚୂଡାପାଲି ଗାଁର ମକାରୁ ମହାନନ୍ଦ(୫୨) ନାମକ ଜଣେ ଇଲେକ୍ଟ୍ରିସିଆନ ଘରର ଇଲେକ୍ଟ୍ରି କାମ କରୁଥିବା!-->…
Read More...
Read More...