Browsing Tag

balangir news

୬୦ ଘର ଡୁମାଲ ସମାଜର ସାଙ୍ଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୬୦ ଘର ଡୁମାଲ ସମାଜ ବଲାଙ୍ଗିର ଜିଲ୍ଲାର ଏକ ସାଙ୍ଗଠାନିକ ବୈଠକ ଯାଦବ ଭବନଠାରେ ଜିଲ୍ଲା ସଭାପତି ଲମ୍ବୋଧର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ପରିଷଦକୁ ପ୍ରତିନିଧିତ୍ୱ…
Read More...

ବ୍ୟାଙ୍କ ଅଫ୍‌ ବୋରୋଦାର ସିଇଓ ହେଲେ ବଲାଙ୍ଗିରର ଦେବଦତ୍ତ ଚାନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟାଙ୍କ ଅଫ୍‌ ବୋରୋଦାର ସିଇଓ ହୋଇଛନ୍ତି ବଲାଙ୍ଗିରର ଦେବଦତ୍ତ ଚାନ୍ଦ । ଦେବଦତ୍ତ ବଲାଙ୍ଗିର ସହରର ପ୍ୟାଲେସ୍‌ଲାଇନ ଠାରେ ଜନ୍ମଗ୍ରହଣ କରିଥିବା ବେଳେ ସେ ଭୁବନେଶ୍ୱର ସ୍ଥିତ କଲେଜ ଅଫ ଆଗ୍ରିକଲ୍‌ଚର୍‌ ଇନ୍‌ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜିର ଡିଗ୍ରୀଧାରୀ…
Read More...

ବିହାଘରେ ମରନ୍‌ କୁନୁଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାଘରେ ମରନ୍‌ କୁନୁଆଁ । ଏନ୍‌ତା ଗୁଟେ ଘଟ୍‌ନା ବଲାଙ୍ଗିର ଶାନ୍ତିପଡା ପାଖର୍‌ ଖର୍‌ସେଲପଡା ଥି ଗଲା ରାତି ଦେଖ୍‌ବାର୍‌ କେ ମିଲିଛେ । ବଡା ଉସତ୍‌ ଉସ୍‌ନାକ୍‌ ଥି ଚାଲିଥିଲା ବିହାଘର୍‌ । ଲୋକ୍‌ବାକ୍‌ ବନ୍ଧୁ ବାନ୍ଧବ୍‌ ଖଜ୍‌ବଜଉ ଥିଲେ । ବର୍‌ ପାର୍ଟି ବି…
Read More...

ତୁଷୁରା ଏନ୍‌ଏସିର କାଉନସିଲର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ଏନ୍‌ଏସିର ସଭାଗୃହରେ ଶନିବାର କାଉନସିଲର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍‌ଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ସହରକୁ ସୁନ୍ଦର କରିବା ସହ…
Read More...

ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଳ ହିଁ ଜୀବନ । ଗ୍ରୀଷ୍ମ ସମୟର ଅସହ୍ୟ ଖରାରେ ଆମେ ଅତିଷ୍ଠ । ପଥଚାରୀମାନଙ୍କୁ ଥଣ୍ଡା ବା ଦହି ପାଣି ଯୋଗାଇଦେଲେ ସେମାନେ ବେଶ ଆନନ୍ଦିତ ହୋଇଥାନ୍ତି । ଏହି କଥାକୁ ଲକ୍ଷ୍ୟ କରି ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ତରଫରୁ…
Read More...

ବଲାଙ୍ଗିରରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବଳ ଗୃହପାଳିତ ପ୍ରାଣୀମାନଙ୍କ ସେବା ନୁହେଁ, ବରଂ ସବୁ ପ୍ରାଣୀମାନଙ୍କୁ ଆଦର, ଯତ୍ନ ଓ ସେବା କରିବା ମଣିଷର କର୍ତ୍ତବ୍ୟ ହେବା ଉଚିତ । କାରଣ ମଣିଷର ଜୀବସତ୍ତା ନିର୍ଭର କରେ ପରିବେଶର ସନ୍ତୁଳନ ଉପରେ ଏବଂ ପରିବେଶ ସନ୍ତୁଳନ ବଜାୟ ରହିବ ପ୍ରାଣୀ ସଂପଦର…
Read More...

ଇଲେକ୍ଟ୍ରୋନିକ୍ସ ଦୋକାନ ଗୋଦାମ ଗୃହରେ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଗୋପାଲଜୀ ମନ୍ଦିର ସାମ୍ନା ଏକ ଇଲେକ୍ଟ୍ରୋନିକ୍ସ ଦୋକାନର ଗୋଦାମ ଗୃହରେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଜଣାପଡିଛି । ଏହି ଦୋକାନର ମାଲିକ ଲଲିତ ବାରିକ୍ ବୋଲି ଜଣାପଡିଛି । ତେବେ ଗୋଦାମରେ ଥିବା କିଛି ପଙ୍ଖା, କୁଲର୍‌, ଅନ୍ୟ…
Read More...

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ବିଲେଇସର୍ଡା ଗ୍ରାମଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା ଗାଁର ବବୁଲୁ ପ୍ରଧାନ(୨୬) କୌଣସି କାମରେ…
Read More...

ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ । ଏହି ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବଲାଙ୍ଗିର ତରଫରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରାରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ…
Read More...

ସଡକ ଦୁର୍ଘଟଣାରେ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କେନ୍ଦୁଭଟା ଗାଁଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କେନ୍ଦୁଭଟା ଗ୍ରାମର ମୂଖୀ ପାତ୍ର(୫୦) ତାଙ୍କ ଭଣଜା ସାଙ୍ଗରେ ଏକ ବାଇକ୍‌ରେ ନିକଟସ୍ଥ ଗାଁ…
Read More...