Browsing Tag

balangir news

ଆର୍ଥିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆର୍‌ସି)ଠାରେ ଦେଓଗାଁ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ଏକ…
Read More...

ଭୀମପାହାଡ ମହୋତ୍ସବ ଉଦ୍‌ଯାପିତ

ଭୀମପାହାଡ ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବ - ସାଂସଦ ମୁନ୍ନା ଖାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୯ମ ଭୀମପାହାଡ ମହୋତ୍ସବ ଶନିବାର ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ।…
Read More...

ବର୍ଥଡେ ପାର୍ଟିରୁ ମୋବାଇଲ ଚୋରି ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋପବନ୍ଧୁନଗର ଠାରେ ଜନ୍ମଦିନ ପାଳିତ ହେଉଥିବା ବେଳେ ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବହୁମତ ସୁନା ଗୋପବନ୍ଧୁନଗର ସ୍ଥିତ ତାଙ୍କ ଘରେ ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ମୋବାଇଲ କେହି ଜଣେ…
Read More...

ଏବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଉଡନ୍ତା ହନୁମାନ ଏବଂ ଅଘୋରି ବାବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ଶ୍ରୀ ସିଦେ୍ଧଶ୍ୱର ବାବାଙ୍କ ୩୫ତମ ଶୀତଳ ଷଷ୍ଠୀ ଶୋଭାଯାତ୍ରା ମହାଆଡମ୍ବରରେ ପାଳିତ ହେବାକୁ ଯାଉଅଛି । ଏଥର ଯାତ୍ରା ୨୫ ତାରିଖ ରାତ୍ର ଘ.୩ ସମୟରୁ ଆରମ୍ଭ କରିବାକୁ କମିଟି ନିଷ୍ପତ୍ତି ନେଇଛି । ରାମଜୀ ମନ୍ଦିର ସାମନାରୁ ବାହାରି ଏବିଏସ୍‌ଏସ୍‌ ରୋଡ ଦେଇ…
Read More...

ଅତିବଡି ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତାଙ୍କୁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତିନି ଶହରୁ ଅଧିକ ପୁସ୍ତକର ସର୍ଜନାର ସାମର୍ଥ୍ୟ ବହନ କରିଥିବା ପ୍ରଖ୍ୟାତ ସାରସ୍ୱତ ସାଧକ, ଅନୁବାଦକ, କବି, ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦ୍‌ଗାତାଙ୍କୁ ମିଳିଛି ଅତିବଡି ଜଗନ୍ନାଥ ଦାସ ସମ୍ମାନ । ଓଡିଶା ସାହିତ୍ୟ ଏକାଡେମୀର ଏକ ସ୍ୱତନ୍ତ୍ର…
Read More...

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ ଚଳିତ ମାସ ୨୨ ତାରିଖରୁ ୨୯…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଭିଯାନ ଚଳିତ ମାସ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଭିଯାନ ପାଇଁ ଜିଲ୍ଲା…
Read More...

ଭୀମପାହାଡ ମହୋତ୍ସବର ତୃତୀୟ ସଂଧ୍ୟା

କଳା, ସଂସ୍କୃତିକୁ ଉଜ୍ଜୀବିତ କରି ମହୋତ୍ସବ ଭୀମ ଡୁଙ୍ଗୁରୀକୁ ପରିଚୟ ଦେଇଛି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୯ମ ଭୀମପାହାଡ ମହୋତ୍ସବର ତୃତୀୟ ସଂଧ୍ୟାରେ ପ୍ରବଳ ଭିଡ…
Read More...

ସାଲେପାଲି ହତ୍ୟା ଘଟଣା : ଘଟଣାସ୍ଥଳରେ ହତ୍ୟାକାରୀକୁ ଗିରଫ କରି ସିନ୍‌ ରିକ୍ରିଏସନ୍‌ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଇ ହେଲା ଭଗାରୀ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହରରେ । ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସାଲେପାଲିର ମଠଖାଇ ମନ୍ଦିର ସମ୍ମୁଖରେ ଏକ ଘର ଭିତରୁ ଗତ ୧୭ ତାରିଖ ଦିନ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ବଲାଙ୍ଗିର ଟାଉନ ପୁଲିସ । ମୃତକ ଜଣକ…
Read More...

ତୁଲସୀନଗର ପଡାବାସୀଙ୍କ ପକ୍ଷରୁ ଦହି ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଡହ ଡହ ଜଳୁଛି ବଲାଙ୍ଗିର ସହର । ଏତେ ଭୀଷଣ ତାତିରେ ଘଡିକୁ ଘଡି ଶୁଖି ଯାଉଛି ତଣ୍ଟି । ଏଭଳି ଅବସ୍ଥାକୁ ଆଖି ଆଗରେ ରଖି ତୁଲସୀନଗର ପଡାବାସୀ ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ସ୍ଥାନୀୟ ଶିବ ମନ୍ଦିର ସମ୍ମୁଖରେ ଦହି…
Read More...

‘ଭୀମପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର

‘ଭୀମପାହାଡରେ ପ୍ରାକ୍‌ଐତିହାସିକ ସମୟର ରେଖାଚିତ୍ର, ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କରାଯାଉ’ ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୯ମ ଭୀମପାହାଡ ମହୋତ୍ସବ ଉପଲକ୍ଷେ ଦେଓଗାଁ ବ୍ଲକ ମକୁମନ୍ଦପୁର ପଞ୍ଚାୟତର ଐତିହ୍ୟପୀଠ ଭୀମପାହାଡଠାରେ ଗତକାଲି ମହୋତ୍ସବ କମିଟି…
Read More...