Browsing Tag

balangir news

ଷ୍ଟାର ନାଇଟ୍‌ ସହ ସମାପ୍ତ ହେଲା ବଲାଙ୍ଗିର ଲୋକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷ୍ଟାର ନାଇଟ୍‌ ସହ ଗତକାଲି ବିଳମ୍ବିତ ରାତିରେ ସମାପ୍ତ ହୋଇଛି ବଲାଙ୍ଗିର ଲୋକ ଉତ୍ସବ ୨୦୨୩ । ଗତ ୨୦ ତାରିଖରୁ ବଲାଙ୍ଗିର ଲୋକ ଉତ୍ସବ ସମିତି ପକ୍ଷରୁ ଦୀର୍ଘ ୫ ଦିନ ଧରି ଲୋକ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଶେଷ ଗତକାଲି ସନ୍ଧ୍ୟାରେ ଷ୍ଟାର ନାଇଟ୍‌
Read More...

ଭିଡିଓ ଭାଇରାଲ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ସୁରକ୍ଷା କର୍ମୀ ଗାଢ଼ ନିଦରେ…..

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାଃ….କି ନିଦ ! ହାତରୁ ମୋବାଇଲ ଟାଣି ନେଲେ ବି ଜାଣି ପାରୁନାହାନ୍ତି ବାବୁ । ନିଦରେ ପୁରା ଚୁର୍‌…. । ଗାଢ଼ ନିଦ । ଏ ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲରୁ ମୋବାଇଲ୍‌କୁ । ଜବରଦସ୍ତ ଭାଇରାଲ ହେଉଛି । ଚର୍ଚ୍ଚାରେ ଏବେ ଏହି ସିକ୍ୟୁରିଟି ବାବୁ । ଏହା ହେଉଛି
Read More...

ଶାଶୁ ଘରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କିରାବାହାଲର ଜଣେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କିରାବାହାଲରେ ଜଣେ ମହିଳା ନିଜ ଶାଶୁ ଘରେ ଶାଶୁ ଶ୍ୱଶୁର ଓ ତାଙ୍କ ସ୍ୱାମୀଙ୍କ ଠାରୁ ନିର୍ଯ୍ୟାତନାର ଶିକାର ହୋଇ ଉଚିତ୍‌ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣକ ହେଲେ
Read More...

ଓଡିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟିର ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି । ତେବେ କେଉଁଟ, କୈବର୍ତ୍ତ ଓ ଧିବର ଜାତିର ଲୋକମାନେ ଅନୂସୁଚିତ ଜାତି ବର୍ଗରେ ସାମିଲ ଥିବା ବେଳେ ଏମାନଙ୍କୁ
Read More...

ବଲାଙ୍ଗିର ପହଞ୍ଚିଲା ଭାରତ ଯୋଡୋ ଯାତ୍ରା

ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପୂରଣ ଦିଗରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ଯୋଡୋ ଯାତ୍ରାର ଓଡିଶା ସଂସ୍କରଣ ଆଜି ବଲାଙ୍ଗିରକୁ ପହଞ୍ଚିଥିଲା । ସ୍ଥାନୀୟ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀମୂର୍ତ୍ତି ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ଭବ୍ୟ ସ୍ୱାଗତ
Read More...

ବଲାଙ୍ଗିର ଲୋକ ଉତ୍ସବ-୨୦୨୩ର ଚତୁର୍ଥ ସଂଧ୍ୟା

କୋଶଳ କଳାମଣ୍ଡଳର ଲୋକ ଉତ୍ସବ ମଞ୍ଚରୁ ରାଜନୀତି କରାନଯାଉ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମଧ୍ୟଭାଗରେ ଥିବା ଐତିହାସିକ କୋଶଳ କଳାମଣ୍ଡଳ ପଡିଆର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଲୋକ ଉତ୍ସବର ମଞ୍ଚରେ ସମସ୍ତେ ବିକାଶ ପାଇଁ ଏକ ହୁଅନ୍ତୁ କିନ୍ତୁ ମଞ୍ଚରୁ ରାଜନୀତି
Read More...

ଜିଲ୍ଲାସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ର ଶୁଭ ଦେଲେ ବିଧାୟକ ନରସିଂହ

ବାଳକ ବିଭାଗରେ ଟିଟିଲାଗଡ ଓ ବାଳିକା ବିଭାଗରେ ବଲାଙ୍ଗିର ଚାମ୍ପିୟନଖେଳ ଓ ଖେଳାଳିଙ୍କ ପ୍ରାଣକେନ୍ଦ୍ର ପାଲଟିବ ବଲାଙ୍ଗିର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌
Read More...

୨୧ତମ ଲୋକ ଉତ୍ସବର ଚତୁର୍ଥ ସନ୍ଧ୍ୟା : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ଲୋକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ବିଧାୟକ ନରସିଂହ ମିଶ୍ର । ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସମ୍ମାନୀତ ଅତିଥି ଭାବେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ
Read More...

ଶିକାଛିଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ପୁସ୍ତମ୍ ଜୁଆଡି) : ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଦଶମ ଜୟ ବୁଢା ଡ଼ଙ୍ଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୁବ ନେତା ଘନଶ୍ୟାମ ଶତପଥି, ଯୁବ ବିଜେଡି ନେତା ପିଙ୍କୁ
Read More...

୩୦ତମ ବଲାଙ୍ଗିର ଜିଲ୍ଲା କରାଟେ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କରାଟେ ସ୍କୁଲ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ପ୍ରାଙ୍ଗଣରେ ୩୦ତମ ବଲାଙ୍ଗିର ଜିଲ୍ଲା କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ଅନୁବନ୍ଧନ କରାଟେ ଶାଖାରୁ ମୋଟ ୧୭୫ଜଣ ପ୍ରତିଯୋଗୀ ଭାଗ
Read More...