Browsing Tag

balangir news

ବଲାଙ୍ଗିରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଶାନ୍ତି ଶୋଭାଯାତ୍ରା ଓ ଶାନ୍ତି ଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାରର ଅପରାଧ ଦେଖିବାକୁ ମିଳୁଛି । କେତେବେଳେ ଖୋଲମ୍‌ ଖୋଲା ବିଜ୍‌ ବଜାର୍‌ରେ ଖଣ୍ଡା ବୁଳୁଛି ତ ଆଉ କେତେବେଳେ ଫୁଟୁଛି ଗୁଳି । ପୁଣି କେତେବେଳେ ଘର ଭିତରକୁ ପଶି ଦୁର୍ବୃତ୍ତତ୍ତ ଭିଆଉଛି ବିଭତ୍ସ ଆକ୍ରମଣ ।
Read More...

ରେଲୱେ ଷ୍ଟେସନ ରୋଡ୍‌ରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଶାସ୍ତ୍ରୀନଗରର ମନବାହାଦୂର ମଟାରୀ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୧ ତାରିଖ ଦିନ ରେଲୱେ ଷ୍ଟେସନ ରୋଡ୍‌ରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ହୋଇଥିବା ତଥା ପେଲେସ ଲାଇନର ପ୍ରେମ ପ୍ରକାଶ ନାଏକ ଓରଫ୍‌ ନିଗମ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ
Read More...

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟନ କଲେ ବିଧାୟକ ନରସିଂହ

ସ୍ୱାସ୍ଥ୍ୟ ସବୁଠୁ ମୂଲ୍ୟବାନ - ବିଧାୟକ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ହଲ୍‌ ଠାରେ କଳିଙ୍ଗ ବଡି ବିଲ୍ଡିଂ ଏସୋସିଏସନ ପକ୍ଷରୁ ମହିଳା ଓ ପୁରୁଷ ବିଭାଗରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଇମ୍ପେରିଆଲ କ୍ଲାସିକ ୨୦୨୩ କାର୍ଯ୍ୟକ୍ରମ
Read More...

‘ରଙ୍ଗମଂଚ ଓ ଦର୍ଶକୀୟ ଆଦୃତି’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ଅନ୍ୱେଷଣ, ବଲାଙ୍ଗିର ପକ୍ଷରୁ ତଥା ଓଡିଶା ନାଟ୍ୟସଂଘ, ଓଡିଶା ଆନୁକୂଲ୍ୟରେ 'ରଙ୍ଗମଂଚ ଓ ଦର୍ଶକୀୟ ଆଦୃତି' ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣର ସଂପାଦକ ତଥା ଓଡିଶା ନାଟ୍ୟ ସଂଘ, ବଲାଙ୍ଗିର ଜିଲ୍ଲା
Read More...

ହଳଦିଆ ତେଲି ଜାତିର ସାଂଗଠନିକ ଇତିହାସର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୋଗିମୁଣ୍ଡା ନିକଟସ୍ଥ ଠକପଡା ଗ୍ରାମରେ ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ଶୀର୍ଷ ସଭାପତି ସହଦେବ ସାହୁଙ୍କ ଲିଖିତ ଓ ତଥ୍ୟ ସଂଗୃହିତ ହଳଦିଆ ତେଲି ଜାତିର ସାଂଗଠନିକ ଇତିହାସର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସାନ ବଲାଙ୍ଗାପାଲି
Read More...

ପୃଥ୍ୱୀରାଜ ହାଇସ୍କୁଲର ୧୯୭୩ ମସିହା ମାଟ୍ରିକ ବେଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସଷ୍ଟାଣ୍ଡ ନିକଟସ୍ଥ ଲକି କଲ୍ୟାଣ ମଣ୍ଡପରେ ଆଜି ସକାଳ ୧୦ଟାରୁ ପୃଥ୍ୱୀରାଜ ହାଇସ୍କୁଲର ୧୯୭୩ ମସିହା ମାଟ୍ରିକ ବେଚର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ପୁରାତନ ଛାତ୍ର କାଶୀନାଥ ପାତ୍ରଙ୍କ
Read More...

ଧମଣାସରରେ ମା’ ଭୈରବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (ଦେବାଶି ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଧମଣାସର ଗ୍ରାମରେ ମା’ ଭୈରବୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଗତ ୪ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ଦିନ ଉଦ୍‌ଯାପିତ ହୋଇଯାଇଛି । ୧୦ ତାରିଖ ଦିନ ମା’ଙ୍କର ବିଗ୍ରହ
Read More...

ବାରପୁଡୁଗିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବି କୁମୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ମୋଷ୍ଟ ୱାଣ୍ଟେଡ ଶ୍ରୀପତିକୁ ଗିରଫ କରି ଡେମୋ ଦେଖାଇଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୫ ତାରିଖରେ ଶାସ୍ତ୍ରୀ ନଗରଠାରେ କିଛି ଦୁର୍ବୃତ୍ତ ବଲାଙ୍ଗିରର ଜଣେ ଜଣାଶୁଣା ବ୍ୟବସାୟୀ ଭବାନୀ ଦୀପଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ବଲାଙ୍ଗିର ପୋଲିସ ଏହି ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ କିଛି
Read More...

ସରକାରୀ ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର (ଆଦିବାସୀ ଓ ହରିଜନ ବିଭାଗ)ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଲଙ୍କ ସଭାପତିତ୍ୱରେ ଆୟୋଜିତ
Read More...