Browsing Tag

balangir news

ସିଆର୍‌ପିଏଫ୍‌ ପକ୍ଷରୁ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଏନ୍‌ଜିଓର ସମସ୍ତ ଅଧିକାରୀ, ଯବାନ ଏବଂ ସାମାଜିକ କର୍ମୀ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିଲେ
Read More...

ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ପ୍ରତିମା ଟେଣ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ସୁଷମା ମଂଜରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ
Read More...

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ତରଫରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ପାଚିକା ସହାୟିକାମାନେ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି । ତେବେ ଏମାନଙ୍କ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ କିମ୍ବା ସାମାଜିକ ସୁରକ୍ଷାର ବ୍ୟବସ୍ଥା
Read More...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଏବେ ଅପରାଧୀଙ୍କ ଗଡ ପାଲଟିଲାଣି । ଏଠି ଦିନ୍‌ ଦାହାଡା କେତେବେଳେ ଖଣ୍ଡା ବୁଳୁଛି ତ ଆଉ କେତେବେଳେ ଜମିଜମା ମାମଲାକୁ ନେଇ ଫୁଟୁଛି ଗୁଳି । ପୁଣି କେତେବେଳେ ବିଶ୍ୱବିଦ୍ୟାଳୟ ପରିସରକୁ ପଶି ଦୁବୃର୍ତ୍ତ ଭିଆଉଛି ବିଭତ୍ସ ଆକ୍ରମଣ । ଏଥିପାଇଁ ଏବେ
Read More...

‘ମାୟାଧର ମାନସିଂହଙ୍କ କାବ୍ୟ-କବିତାରେ ପ୍ରଣୟ ଚେତନା’ ଶୀର୍ଷକରେ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : 'ମାୟାଧର ମାନସିଂହଙ୍କ କାବ୍ୟ-କବିତାରେ ପ୍ରଣୟ ଚେତନା' ଶୀର୍ଷକ ଏକ ଆଲୋଚନାଚକ୍ର ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନାଚକ୍ରରେ ମାନସିଂହଙ୍କ ବିଭିନ୍ନ କାବ୍ୟକବିତାରେ ଦେହରୁ ଦେହାତୀତ ଓ ଇହରୁ ପାରାଲୌକିକ ପ୍ରେମ ଓ
Read More...

ଅପରାଧୀ ହୁସିଆର୍‌, ତେଜିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଅବାଧ ଭାବରେ ବଢୁଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ । ଏନେଇ ସରକାରୀ ସ୍ଥାନରେ ଗଢି ଉଠିଥିବା ବିଭିନ୍ନ ଦୋକାନ ଯେଉଁଠି ଅପରାଧୀମାନେ ବସି ବିଭିନ୍ନ ଘଟଣା
Read More...

ମାହେଶ୍ୱରୀ ସଂଗଠନର ନିଆରା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କୋଶଲାଞ୍ଚଳର ଲୁପ୍ତ ପ୍ରାୟ ବେଶଭୁଷା ଆୟ ଅଳଙ୍କାର ବୃତ୍ତି ବ୍ୟବସାୟକୁ ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରତିଯୋଗିତା କଲେଜ
Read More...

ଇମ୍ପେରିଆଲ କ୍ଲାସିକ ୨୦୨୩ ଉଦ୍‌ଯାପିତ

ଗଞ୍ଜାମର ବ୍ରଜବନ୍ଧୁ ହେଲେ ଚମ୍ପିଆନ ଅଫ ଚମ୍ପିଆନ୍ସବଲାଙ୍ଗିରର କଲ୍ୟାଣି ହେଲେ ମିସ୍ ଇମ୍ପେରିଆଲ କ୍ଲାସିକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ହଲ୍‌ଠାରେ କଳିଙ୍ଗ ବଡି ବିଲ୍ଡିଂ ସଂଘ ଦ୍ୱାରା ଆୟୋଜିତ ଇମ୍ପେରିଆଲ କ୍ଲାସିକ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଗଞ୍ଜାମର
Read More...

ଉଦ୍‌ଘାଟିତ ହେଲା ବଲାଙ୍ଗିରର ନିଜସ୍ୱ ଏଫ୍‌ଏମ୍‌ ଚ୍ୟାନାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ପ୍ରଥମ ତଥା ନିଜସ୍ୱ ଏଫ୍‌ଏମ୍‌ ଚ୍ୟାନାଲ ଇଣ୍ଡିଆନ ଏଫ୍‌ଏମ୍‌ ଉଦ୍‌ଘାଟିତ ହୋଇଯାଇଛି । ପଦ୍ମଶ୍ରୀ ହଳଧର ନାଗ ଓ ବଲିଉଡ ଅଭିନେତା ମନୋଜ ମିଶ୍ର ବିଧିବଦ୍ଧ ଭାବେ ଚ୍ୟାନାଲର ଲୋକାର୍ପଣ କରିଛନ୍ତି । ଚ୍ୟାନାଲର ଠିକଣା ଏଫ୍‌ଏମ୍‌ ୮୯.୬ ରହିଛି ।
Read More...

ବିଲେଇସର୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନର ଖେଳ ବିଲେଇସର୍ଡା ଓ ଭବାନୀପାଟଣା ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକରର ସାହାଯ୍ୟ ନିଆଯାଇଥିଲା ।
Read More...