Browsing Tag

balangir news

ଜାତୀୟ ବ୍ୟାଡମିଣ୍ଟନ ଶିବିର ପରିଦର୍ଶନ କଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ଷ୍ଟାଡିଅମରେ ଆଗାମୀ ଜାତୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ପାଇଁ ରାଜ୍ୟ ଚୟନ ତଥା ପ୍ରଶିକ୍ଷଣ ଶିବିରକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ସପ୍ତାହ ବ୍ୟାପି ହେବାକୁ ଥିବା ଏହି ଶିବିରର ଆଜି
Read More...

ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ : ପୁଣି ଜବରଦସ୍ତ ଆକ୍ସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ, ପୁଣି ଜବର୍‌ଦସ୍ତ ଆକ୍ସନ୍ ଦେଖିବାକୁ ମିଳିଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ପଗଡି ଭିଡିଛି ବଲାଙ୍ଗିର ପୋଲିସ । ପୋଲିସର ଏଭଳି ଜିରୋ ଟଲୋରେନ୍ସ ନୀତିରେ ହଲ୍‌ଚଲ୍‌ ହୋଇ ଉଠିଛି ଅପରାଧୀଙ୍କ ସାମ୍ରାଜ୍ୟ । ଏହି
Read More...

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡା ନିବାସୀ ତଥା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଅଭିମନ୍ୟୁ ନାଗଙ୍କ ପରଲୋକ ଘଟିଥିବା ଖବର ମିଳିଛି । ସ୍ୱର୍ଗତ ନାଗ ପୁଇଁନ୍ତଲା ବ୍ଲକ ଦଶପୁର ପଂଚାୟତର ପୂର୍ବତନ ସରପଂଚ ତଥା ବଲାଙ୍ଗିର ପୌପରିଷଦର ୱାର୍ଡ ନଂ. ୭ର କାଉନସିଲର ଶମ୍ଭୁ
Read More...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ତଥା ବଲାଙ୍ଗିର ଜିଲ୍ଲାରେ ଅପରାଧ ଏବେ ଚରମ ସୀମା ଡେଇଁଛି । ଭିନ୍ନ ଭିନ୍ନ ପ୍ରକାରର ଅପରାଧ ଏଠି ପ୍ରତ୍ୟେକ ଦିନରେ ଦେଖିବାକୁ ମିଳୁଛି । ତେବେ ଏହି ବଢୁଥିବା ଅପରାଧକୁ ନେଇ ସାରା ରାଜ୍ୟବାସୀ ତଥା ଜିଲ୍ଲାବାସୀ ଭୟରେ ଥରୁଥିବା ବେଳେ ବଢୁଥିବା
Read More...

ଓଡିଶା ସରକାରୀ ହାଇସ୍କୁଲର ନୂତନ ପେନସନ ଯୋଜନା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ ଯୋଜନା ଶିକ୍ଷକ ସଂଘର ଏକ ର‍୍ୟାଲି ସ୍ଥାନୀୟ ରାମ ଗୋପାଳ ହିନ୍ଦୀ ହାଇସ୍କୁଲରୁ ବାହାରି ଥିଲା । ଶିକ୍ଷକମାନେ ଶୋଭାଯାତ୍ରା ମାଧ୍ୟମରେ ବାହାରି ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କଲା ପରେ ଜିଲ୍ଲାପାଳ
Read More...

କୁଟୁମଡୋଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ କହଁର-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ କହଁର-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁରୁବାଳା ଦେବୀ ଅଧ୍ୟକ୍ଷତା କରିଥିବା ବେଳେ ବଲାଙ୍ଗିର ବ୍ଲକ
Read More...

ବଲାଙ୍ଗିର ବାଇପାସ ନିର୍ମାଣ ପ୍ରସଙ୍ଗ

ଆହୁରି ତିନି ବର୍ଷ ପରେ ବାସ୍ତବତାର ଋପ ନେବ : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ପ୍ରତୀକ୍ଷିତ ବଲାଙ୍ଗିର ବାଇପାସର କାର୍ଯ୍ୟ ସମାପ୍ତ ହେବା ପଇଁ ଆହୁରି ତିନି ବର୍ଷ ସମୟ ଲାଗିବ । ଆଗାମୀ ମାର୍ଚ୍ଚ ମାସରୁ ଏହାର କାର୍ଯ୍ୟ ଆରମ୍ଭ ହୋଇ ଆଗାମୀ ତିନି ବର୍ଷ ମଧ୍ୟରେ ନିର୍ମାଣ
Read More...

ଜାତୀୟ ପ୍ରତଯୋଗିତା ପାଇଁ ରାଜ୍ୟ ଦଳ ଚୟନ ଶିବିର ଉଦ୍‌ଘାଟନ କଲେ ଅମରେନ୍ଦ୍ର

ସାରା ରାଜ୍ୟରୁ ଯୋଗଦେଲେ ୧୯ ଖେଳାଳି ଓ ଜାତୀୟ ସ୍ତରର କୋଚ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପିଆର ହାଇ ସ୍କୁଲ ଇନଡୋର ଷ୍ଟାଡିଅମଠାରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଦଳ ପାଇଁ ଜାତୀୟ ସିନିଅର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ପ୍ରସ୍ତୁତି ଓ ଚୟନ ଶିବିର ଉଦ୍‌ଘାଟିତ
Read More...

ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ : ଏବେ ଟାର୍ଗେଟରେ ବେଆଇନ ଦେଶୀ ଓ ବିଦେଶୀ ମଦ ବେପାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ ଦେଖିବାକୁ ମିଳୁଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ବଲାଙ୍ଗିର ପୋଲିସ । ପୋଲିସର ଏଭଳି ଜିରୋ ଟଲୋରେନ୍ସ ନୀତିରେ ହଲ୍‌ଚଲ୍‌ ହୋଇ ଉଠିଛି ଅପରାଧୀଙ୍କ ସାମ୍ରାଜ୍ୟ । ଏହି କ୍ରମରେ ଏବେ ବଲାଙ୍ଗିର
Read More...

ଭିନ୍ନକ୍ଷମ ବୃଦ୍ଧା ରାସନ ପାଇବାରୁ ବଞ୍ଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଅଗଲାପାଲି ଗାଁର ଭିନ୍ନକ୍ଷମ ବିଧବା ଟୁଲ ବାଗ(୬୦) ଦୀର୍ଘଦିନ ହେଲା ପଞ୍ଚାତରୁ ରାସନ ସାମଗ୍ରୀ ପାଉଥିଲେ । ଚଳିତ ମାସ ହିତାଧିକାରୀ ତାଲିକାରୁ ତାଙ୍କ ନାମ କାଟି ଦିଆଯାଇଛି । କେବଳ ଟୁଲ ନୁହନ୍ତି ଟୁଲଙ୍କ ପରି
Read More...