Browsing Tag

balangir news

ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ କଂଗ୍ରେସ ଓ ବିଜେଡ଼ି ମୁହାମୁହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରେ ଜିଲ୍ଲା ସଂସ୍କୃତି ଭବନର ଉଦ୍‌ଘାଟନ ବେଳେ ହିତାଧିକାରୀଙ୍କୁ ଏଲ୍‌ଆର୍‌ସି ବଣ୍ଟନ କଥାକୁ ନେଇ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ
Read More...

ବଲାଙ୍ଗିରରେ ସ୍କୁଲ ଯାଇ ୨ ଜଣ ଛାତ୍ର ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଂସାରୀପଡାର ବାସୁଦେବ ନାଗଙ୍କ ପୁଅ ୱାସିମ ସ୍କୁଲ ଯାଇ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ବାସୁଦେବ ଆଜି ଟାଉନ ଥାନାରେ ଅଭିଯୋଗ କରି ପୁଅକୁ ଖୋଜିବାକୁ ଦାବୀ କରିଛନ୍ତି । ୱାସିମ ଓ ତାଙ୍କ ସାଙ୍ଗ ବିଟୁ ପିପି ଏକାଡେମୀକୁ ଆସୁଥିଲେ । ହେଲେ
Read More...

ହାତ୍‌ଗଁଠି ପଡ଼୍‌ଲା, ବିହା ସର୍‌ଲା…. ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଲା କନିଆଁ ଟୁକେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାତ୍‌ଗଁଠି ପଡ଼୍‌ଲା, ବିହା ସର୍‌ଲା । ପ୍ରେମିକର୍‌ ସାଙ୍ଗେ ସୁନା ରୂପା ଧରି ଛୁ ମାରିଦେଲା କନିଆଁ ଟୁକେଲ୍‌ । ଶିଶୁପାଲ୍‌ ହେଇ ଫିରିଗଲା ବର୍‌ପିଲା । ଏନ୍‌ତା ଗୁଟେ ଘଟ୍‌ନା ଆଏଜ୍‌ ଦେଖ୍‌ବାର୍‌କେ ମିଲିଛେ ବଲାଙ୍ଗିର ସହରର୍‌ ବାହ୍ମନ୍‌ପଡ଼ା ନେ । ସୂଚନା
Read More...

ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ ଷ୍ଟେଟ୍‌ ଓଡ଼ିଆ ଫିଲ୍ମ ଆୱାର୍ଡ ପାଇଲେ ଚୈତନ୍ୟ ମଟାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବେ ‘ଶଲାବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ର ପାଇଁ ଷ୍ଟେଟ୍‌ ଓଡ଼ିଆ ଫିଲ୍ମ ଆୱାର୍ଡ ପାଇଲେ ଚୈତନ୍ୟ ମଟାରୀ । ବଲାଙ୍ଗିର ସହରର ଚୈତନ୍ୟ ଏହି ଆୱାଡର଼୍ ପାଇବା ପରେ ବଲାଙ୍ଗିର କଳାକାର ଜଗତରେ ଖୁସିର ଲହରି ଖେଳିଯାଇଛି । ଚୈତନ୍ୟଙ୍କ
Read More...

ମାଲ୍‌ଗୋଦାମପଡାରେ ଏସ୍‌ପିିଙ୍କ ସିଧାସଳଖ ତାଗିଦ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ସ୍ୱପ୍ନ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଏବେ ପୂରଣ ହେବାକୁ ଯାଉଛି । ତେବେ ଏଥିପାଇଁ ସରକାରଙ୍କ ତରଫରୁ ବୁଡ଼ି ଅଂଚଳବାସୀଙ୍କୁ ସ୍ଥାନୀୟ ମାଲଗୋଦାମପଡା ଠାରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଣୁ ଥଇଥାନ ହୋଇଥିବା ବିସ୍ଥାପିତ
Read More...

ରାଜୀବନଗରର ମୋଷ୍ଟ ୱାନ୍‌ଟେଡ୍‌ କ୍ରିମିନାଲ୍‌ ଶ୍ରୀପତିର ଗଡକୁ ଧ୍ୱଂସ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମଇଦାନରେ ଜିଲ୍ଲା ପୋଲିସ ମୁଖିଆ । ନିଜ ତତ୍ତ୍ୱାବଧାନରେ ଲଗାତାର ଚାରି ଦିନ ହେବ ରୀତିମତ ଚାଲିଛି କ୍ରିମିନାଲ୍‌ କ୍ଲିନ ଅଭିଯାନ । ଦୀର୍ଘ ଦିନରୁ ବଲାଙ୍ଗିର ସହରରେ ଅପରାଧ ଉପରମୁହାଁ ଧାଉଁଥିବା ବେଳେ ବଲାଙ୍ଗିର ପୁଲିସର କଡା ଚାବୁକ୍‌ ଏବେ ଅପରାଧ ଜଗତକୁ
Read More...

୧୯୭୩-୭୫ ବ୍ୟାଚର ଭିଏଲ୍‌ଡବ୍ଲୁମାନଙ୍କର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୭୩-୭୫ ବ୍ୟାଚ ଭିଏଲ୍‌ଡବ୍ଲୁମାନଙ୍କର ପୂର୍ବତନ ସଭାପତି ପ୍ରାଭବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଲର୍କିପାଲି ତାଲିମ କେନ୍ଦ୍ର ବଲାଙ୍ଗିରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ ଏବଂ
Read More...

ଗାଈଖାଇ ଜଳ ପ୍ରକଳ୍ପରେ ଇକୋଟୁରିଜିମର ଶିଳାନ୍ୟାସ

ପରିବେଶ ପର୍ଯ୍ୟଟନର ବିକାଶରେ ଅଞ୍ଚଳର ବିକାଶ ହେବ - ବିଧାୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ମୁଖ୍ୟତଃ ପରିବେଶ ପର୍ଯ୍ୟଟନର ଯଥେଷ୍ଟ ସୁବିଧା ରହିଛି । ଏହାର ବିକାଶରେ ଜିଲ୍ଲାରେ ପର୍ଯ୍ୟଟକଙ୍କ ଭିଡ ଜମିବ ଓ ଲୋକଙ୍କ ଅର୍ଥନୈତିକ
Read More...

ଛତାପିପଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁନ୍ତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ମୁଖ୍ୟ ଅତିଥି ଓ
Read More...

ଟିଟିଲାଗଡଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

୧୭୮୮ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୪୧.୨୬ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅବସରରେ ଅନୁଷ୍ଠିତ
Read More...