Browsing Tag

balangir news

ଶାନ୍ତିପଡା ଶୈବାଳୟରେ ପ୍ରବଳ ଭିଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି । ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ଗାଁଠୁ ସହର । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଶାନ୍ତିପଡାଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି
Read More...

ଆଜି ପବିତ୍ର ମହାଶିବରାତ୍ରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଶିବରାତ୍ରି । ଚଳଚଞ୍ଚଳ ସହର । ବଲାଙ୍ଗିର ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ଅବସ୍ଥିତ ସମସ୍ତ ଶିବ ମନ୍ଦିରରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଉପବାସ କରି ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତଗଣ ପହଞ୍ଚିଛନ୍ତି ବାବା ଶିବଙ୍କ ଦର୍ଶନ ପାଇଁ ।
Read More...

କୁଖ୍ୟାତ ଅପରାଧୀ ବବ୍‌ଲୁର ସମ୍ବଲପୁର ରୋଡ୍‌ରେ ଥିବା ଢାବାକୁ ଧୂଳିସାତ୍‌ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ପୁଲିସର ଏକ୍ସନ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସାରା ଅପରାଧ ଜଗତ ଏହି ଏକ୍ସନ୍‌କୁ ନେଇ ଛାନିଆ ହୋଇଉଠିଛି । ଅପରାଧୀମାନେ ଯେମିତି ଆଉ ଆଗକୁ ଅପରାଧ କରିବେନି, ସେ ଦିଗରେ ବିଶେଷ ଧ୍ୟାନ ଦେଇ ଖୋଦ୍‌ ଜିଲ୍ଲା ପୋଲିସ ମୁଖିଆଙ୍କ ଉପସ୍ଥିତିରେ
Read More...

ଲିଖିତ ଅଭିଯୋଗ କରି ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ଲୋଇସିଂହା ବିଧାୟକଙ୍କ ବର୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକ ବଜେଟ ପୂର୍ବରୁ ନବସି ପରେ ବସିଥିବା ତଥା ଦୀର୍ଘ ୪ ବର୍ଷ ବ୍ୟବଧାନରେ ବସିଥିବା କାରଣରୁ ଏହାକୁ ଏକ ମୂଲ୍ୟହୀନ ବୈଠକ କହି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ବର୍ଜନ
Read More...

ମଠଖାଇ ଓ ଗୀତଟିଏ ମିତଟିଏ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ତ୍ରୟମାସିକ ଶିଶୁ କିଶୋର ପତ୍ରିକା ମଠଖାଇ ଓ ବିଦ୍ୟାଳୟର ପୁରାତନ ଛାତ୍ରୀ ସରସ୍ୱତୀ ମିର୍ଦ୍ଧାଙ୍କର ଗୀତଟିଏ ମିତଟିଏର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରଥମ ଅଧିବେଶନରେ ବିଦ୍ୟାଳୟର
Read More...

ଲର୍କିପାଲି, ସିନ୍ଦୁରବାହାଲ ଓ ଝାଙ୍କରପାଲିରେ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ତିନୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ପ୍ରଥମେ ସିନ୍ଦୁରବାହାଲଠାରେ ୧୭.୫୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ, ଲର୍କିପାଲିଠାରେ ୨୪ ଲକ୍ଷ ଟଙ୍କା ଅଟକଳ ଏବଂ
Read More...

ୱାର୍ଡ ସଭ୍ୟସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ତଥା ପାନୀୟ ଜଳ ବିଭାଗ ଏବଂ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ )ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ୱାର୍ଡ ସଭ୍ୟ ସଭ୍ୟଙ୍କ ଦକ୍ଷତା ବୃଦ୍ଧି
Read More...

ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନର ନବୀକରଣ ଓ ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ସ୍ଥିତ କୋଶଳ କଳାମଣ୍ଡଳ ପଡିଆ ପରିସରରେ ଜିଲ୍ଲା ସଂସ୍କୃତି ଭବନର ନବୀକରଣ ଓ ଶୁଭ ଲୋକାର୍ପଣ ସମାରୋହ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀଙ୍କ କରକମଳରେ ଅନୁଷ୍ଠିତ
Read More...

ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ସର୍ବାଙ୍ଗୀନ ବିକାଶ ଦାବୀ କଲେ ବିଧାୟକ ନରସିଂହ

ମହାରାଣୀ ସାଗର, ଲକ୍ଷ୍ମୀଜୋର, ଗନ୍ଧ୍ରେଲ, ସିଭିଲ କୋର୍ଟ ଓ ଜିଲ୍ଲାପାଳ କୋଠା କାମ ଶୀଘ୍ର ଆରମ୍ଭ କରିବା ନେଇ ପ୍ରସ୍ତାବ ଗୃହିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପଞ୍ଚାୟତିରାଜ କୋଠାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ବଲାଙ୍ଗିର ବିଧାୟକ
Read More...

ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ : ଜିଲ୍ଲାର ସମନ୍ଵିତ ବିକାଶ ଯୋଜନା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ ଓଡିଶାର ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...