Browsing Tag

balangir news

ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ ରାତି ପାଖାପାଖି ୨ଟା ସମୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ନିକଟକୁ ଖବର ଆସିଲା ଯେ, ଟିଟିଲାଗଡରେ କୌଣସି ଏକ ଦୁର୍ଘଟଣାରେ ଆହତ ହୋଇ ଜଣେ ମହିଳା ପ୍ରଥମେ ଟିଟିଲାଗଡ ସବ ଡିଭିଜନାଲ
Read More...

ବଲାଙ୍ଗିର ପୋଲିସ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ୍‌ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ଅନୁଭବ ହେଉଛି । ଖୋଲମ୍‌ଖୋଲା ଅପରାଧ ଯୋଗୁଁ ଲୋକେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିବା ବେଳେ କେଉଁଠି ଗୁଳି ଫୁଟିଛି ତ’ କେଉଁଠି ଖଣ୍ଡା ବୁଲିଛି । ପୁଣି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ ସାମ୍‌ନାକୁ ଆସିଛି । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ କ୍ୟାମ୍ପସ୍‌ରେ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ପ୍ରଦାନ କରାଯାଉଛି ନିଶୁଳ୍କ ମଧ୍ୟାହ୍ନ ଭୋଜନ । ଶହ ଶହ ରୋଗୀଙ୍କ ପରିଜନ
Read More...

ବଲାଙ୍ଗିରରେ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩କୁ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ସ୍ଥିତ ମାଇନିଂ ଅଫିସରେ ରାଜ୍ୟସ୍ତରୀୟ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ଏହି ଚାମ୍ପିୟନସିପ୍‌କୁ ବଲାଙ୍ଗିର ମାଇନିଂ
Read More...

ପରଲୋକରେ ବିଶ୍ୱଜିତ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱଜିତ ନାୟକ (ବିଶୁ)ଙ୍କ ପରଲୋକ ଘଟଥିବା ଖବର ମିଳିଛି । ସ୍ୱର୍ଗତ ବିଶ୍ୱଜିତ ପୁର୍ବତନ ଟେକ୍ସ ଓକିଲ ସଂଘର ସଭାପତି ତଥା ପୂର୍ବତନ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ହରିଶ ଚନ୍ଦ୍ର ନାୟକଙ୍କ ସୁପୁତ୍ର ଅଟନ୍ତି । ତାଙ୍କ ପରଲୋକରେରେ ସାରା ଅଂଚଳରେ
Read More...

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ହରିହର ଶତପଥୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ହରିହର ଶତପଥୀ(୮୬)ଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସଫଳତାର ସହ ଶିକ୍ଷକତା କରି ସ୍ଥାନୀୟ ପିଆର୍‌ ହାଇସ୍କୁଲରୁ ସେ ଅବସର ଗ୍ରହଣ କରିଥିଲେ । ସୂଚନା ଅନୁସାରେ ବୃଦ୍ଧାବସ୍ଥା ଜନିତ ରୋଗାଗ୍ରସ୍ତ ହେବା ପରେ ସ୍ଥାନୀୟ
Read More...

ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରୋଜଗାର ଓ ପର୍ଯ୍ୟଟନ ପାଇଁ ଦୀର୍ଘସୁତ୍ରୀ ପ୍ରସ୍ତାବଚାରିବର୍ଷ ପର୍ଯ୍ୟନ୍ତ ବୈଠକ ନବସିବାକୁ ନେଇ କ୍ଷୋଭ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବ୍ରହ୍ମାକୁମାରୀର ସେଣ୍ଟର ଲାଲଟିକ୍ରା ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବ୍ରହ୍ମାକୁମାରୀର ସେଣ୍ଟର ଲାଲଟିକ୍ରା ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମକୁମାରୀମାନେ ଆଜି ଭୋର ସକାଳୁ ଏକ ପ୍ରଭାତଫେରି ଶୋଭାଯାତ୍ରାରେ ବାହାରିଥିଲେ । ସ୍ଥାନୀୟ
Read More...

କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା । ମହାରାଣୀ ସାଗର ଅଂଚଳରେ ଉଚ୍ଛେଦ ହେବାକୁ ଥିବା ୧୫ଟି ପରିବାରର ଲୋକଙ୍କୁ ପୂର୍ବରୁ ଜାଗା ମିଶନ ଜରିଆରେ ଘର ପ୍ରଦାନ କରାଯାଇ ସାରିଥିବା ବେଳେ ପୂର୍ବ ପ୍ରତିଶୃତି ଅନୁସାରେ ଆଜି ଚାରିମାସର ଘରଭଡ଼ା ଦେବା ପାଇଁ ବଲାଙ୍ଗିର
Read More...

ସିରିସ୍‌-କୁତୁର୍ଲା ବ୍ରିଜ୍‌ ଭିତ୍ତିପ୍ରସ୍ତର ଦେଲେ ନରସିଂହ

ଏହି ପୋଲ ଅଂଚଳ ପାଇଁ ଆଶୀର୍ବାଦ ସଦୃଶ ହେବ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଡାସିଂହାର ସିରିସ-କୁତୁର୍ଲା ବ୍ରିଜର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା
Read More...