Browsing Tag

balangir news

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଆଦାନୀ ପାଇଁ ଦେଶ, ସମ୍ବିଧାନର ବଳି ଦେଉଛି ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦାନୀ ଏବେ ସାରା ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଗାନ୍ଧୀ ମଧ୍ୟ ଲୋକସଭାରେ ସେହି ବିଷୟକୁ ନେଇ ବିଜେପି ସରକାରଙ୍କୁ ଘେରିଥିଲେ । ସେଥିରେ ଆକ୍ରୋଶମୂଳକ ଭାବେ ବିଜେପି ସରକାର ରାହୁଲ ଗାନ୍ଧୀଙ୍କୁ ଜେଲ୍‌ କରାଇବା ସହ ତାଙ୍କୁ ସରକାରୀ ଘରୁ
Read More...

ବଲାଙ୍ଗିରରେ ବିଶ୍ୱ ତୃତୀୟଲିଙ୍ଗୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ୍‌ ସୋସିଆଲ୍‌ ଜଷ୍ଟିସ୍‌ ଏଣ୍ଡ୍‌ ଏମ୍‌ପାୱାର୍‌ମେଣ୍ଟ ବିଭାଗର ନେସନାଲ୍‌ କାଉନ୍‌ସିଲ୍‌ ଫର୍‌ ଟ୍ରାନ୍ସଜେଣ୍ଡର୍‌ ପର୍‌ସନ୍‌ ମୀରା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ବଲାଙ୍ଗିର ଯାଦବ ଭବନଠାରେ ପାଳିତ ହୋଇଯାଇଛି ବିଶ୍ୱ
Read More...

ବଜ୍ରାଘାତରେ ୪ ଜଣ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଜ୍ରାଘାତରେ ୪ ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୩ ଜଣ ସମାନ୍ୟ ଅସୁସ୍ଥ ଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ସୂଚନା ମୁତାବକ ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗ୍ରାମରେ ପ୍ରତି
Read More...

ମହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ବଲାଙ୍ଗିର ରାଜେନ୍ଦ୍ର ପାର୍କଠାରେ ପାଳିତ ହୋଇଯାଇଛି । ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ରାଜେନ୍ଦ୍ର ଯୁବକ ସଂଘର ସଂପାଦକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ପରିଚାଳନାରେ ରାଜେନ୍ଦ୍ର
Read More...

ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ଛାତ୍ରୀ ସାଚିଂ ସିଂହଙ୍କ କୃତିତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁର ସ୍ଥିତ ଡା.ଝସକେତନ ସାହୁ ସନ୍ତରଣାଗାରରେ ଦୁଇ ଦିନ ଧରି ଚାଲିଥିବା ୧୪ ବର୍ଷରୁ କମ୍ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ସହରର ଛାତ୍ରୀ ସାଚିଂ ସିଂହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସାଚିଂ ୧୦୦ ମିଟର ବ୍ରେଷ୍ଟଷ୍ଟୋକ ସନ୍ତରଣରେ
Read More...

ହରିଶଙ୍କର ଦର୍ଶନ ବସର ଶୁଭାରମ୍ଭ

ସ୍ଵତନ୍ତ୍ର ପ୍ୟାକେଜରେ ଯାତ୍ରୀମାନେ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିପାରିବେ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସର ଶୁଭାରମ୍ଭ
Read More...

ଭାରସାମ୍ୟ ହରାଇ ବାଇକ୍‌ ଚାଳକ ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗାଁର ଶଙ୍କର ବରିହା(୨୦) ଏକ ବାଇକ୍‌ରେ ନିଜ ଗାଁରୁ କୌଣସି ଏକ କାମରେ ମାଲପଡାକୁ ଯାଉଥିଲେ । ତେବେ ସାମ୍‌ନା ପଟୁ ଆସୁଥିବା ଏକ ଚାରିଚକିଆ ଗାଡି ତାକୁ ସାଇଟ ଦେବା ସମୟରେ ଭାରସାମ୍ୟ ହରାଇ
Read More...

ଏସ୍‌ପି ଅଫିସ ପଛପଟ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଏସ୍‌ପି ଅଫିସ ପଛପଟ ରୁଗୁଡିପଡାରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ହଠାତ୍‌ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହା ଦ୍ୱାରା
Read More...

ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଏପ୍ରିଲ ମାସ ୩ ତାରିଖ (ସୋମବାର) ସକାଳ ଘ ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

ଆଜି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣା ଷ୍ଟେଟର ପୂର୍ବତନ ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଷଢେଇକେଲାର ମହାରାଣୀ ପଦ୍ମିନୀ ଦେବୀ ଓ ମହାରାଜା ଆଦିତ୍ୟ ପ୍ରତାପ ସିଂହଙ୍କ ୨ୟ ପୁତ୍ର ଭାବେ ୧୯୨୨ ମସିହା ମାର୍ଚ୍ଚ ୩୧ ତାରିଖ ଦିନ
Read More...