ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା : ଟେଣ୍ଟ ମାଲିକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଖରସେଲପଡ଼ାରେ ଏକ ବିବାହ ଭୋଜି ଖାଇ ଯାଇଥିବା ବେଳେ ଶନିବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଜଣକ ଦେଓଗାଁ ବ୍ଲକ୍ ବହଲି ଗାଁର ଗୋକୁଳ ସାହୁ(୩୫) ବୋଲି ଜଣାପଡ଼ିଛି । ଖରସେଲପଡ଼ାର କ୍ଷମା ସାହୁଙ୍କ ଝିଅ!-->…
Read More...
Read More...