Browsing Tag

balangir news

ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ । ଏହି ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବଲାଙ୍ଗିର ତରଫରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରାରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ
Read More...

ସଡକ ଦୁର୍ଘଟଣାରେ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କେନ୍ଦୁଭଟା ଗାଁଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କେନ୍ଦୁଭଟା ଗ୍ରାମର ମୂଖୀ ପାତ୍ର(୫୦) ତାଙ୍କ ଭଣଜା ସାଙ୍ଗରେ ଏକ ବାଇକ୍‌ରେ ନିକଟସ୍ଥ ଗାଁ
Read More...

ଆଉ ନାହାନ୍ତି ହିନ୍ଦୀ ପ୍ରାଧ୍ୟାପକ ସଞ୍ଜୟ କୁମାର ସିଂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ନାହାନ୍ତି ରାଜେନ୍ଦ୍ର କଲେଜର ହିନ୍ଦୀ ବିଭାଗ ମୁଖ୍ୟ ତଥା ପ୍ରାଧ୍ୟାପକ ସଞ୍ଜୟ କୁମାର ସିଂ । ତାଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ଏହି ଖବର ଶୁଣି ବଲାଙ୍ଗିର ଜିଲ୍ଲା ତଥା ଛାତ୍ର ମହଲରେ ଶୋକର ଛାୟା ଖେଳି ଯାଇଛି ।
Read More...

ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମଇ ମାସ ୧ ତାରିଖରୁ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ତଥା କ୍ରୀଡ଼ା ଛାତ୍ରାବାସ ଆନୁକୂଲ୍ୟରେ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ୧୨ ବର୍ଷ ବୟସ ପିଲାମାନଙ୍କୁ ନେଇ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣରେ ଜିଲ୍ଲା କ୍ରୀଡ଼ା ଅଧିକାରୀ
Read More...

ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର କରାଟେ ଦଳର ଜୟପୁର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୯ ଓ ୩୦ ତାରିଖ ରାଜସ୍ଥାନ ଜୟପୁରର ସ୍ୱାଇ ମାନସିଂ ଷ୍ଟଡିୟମଠାରେ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୯
Read More...

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତଭଣ୍ଡାରଠାରେ ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌) ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଡବ୍ଲୁଡିଏସ୍‌ର ଅଧ୍ୟକ୍ଷ ମେଜର ଡ. କଳ୍ପନା ଦାଶଙ୍କର
Read More...

ଚନ୍ଦନଭାଟି କ୍ଲଷ୍ଟରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅଧିନସ୍ଥ ଚନ୍ଦନଭାଟି କ୍ଲଷ୍ଟରର ଦୁଇଜଣ ଶିକ୍ଷୟତ୍ରୀ ଶ୍ରୀମତୀ ସିପ୍ରା ଖୁଣ୍ଟିଆ ଓ ଶ୍ରୀମତୀ ସୂର୍ଯ୍ୟକାନ୍ତୀ ବହିଦାରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦାନ କରାଗଲା । ଏହି ସମ୍ବର୍ଦ୍ଧନା
Read More...

ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଧୁବାବୁ ଜୟନ୍ତୀ, ଲୟର ଡେ', ସ୍ୱାଭିମାନ ଦିବସ, ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଉପଲକ୍ଷେ
Read More...

ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ କାଉନସିଲର କାଉନସିଲରଙ୍କ ମଧ୍ୟରେ ତୁ ତୁ… ମେ ମେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବଲାଙ୍ଗିର ପୌର ପରିଷଦର କାଉନସିଲର କାଉନସିଲରଙ୍କ ମଧ୍ୟରେ ତୁ ତୁ…ମେ ମେ ଅବସ୍ଥା ଦେଖିବାକୁ ମିଳିଛି । ୧୫ ନଂ ୱାର୍ଡର କାଉନସିଲର ମହେନ୍ଦ୍ର ବାଗ ତାଙ୍କ ୱାର୍ଡର ହିତାଧିକାରୀଙ୍କ ପାଇଁ ନିଜ ୱାର୍ଡରେ ପିଡିଏସ୍‌
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକ୍‌ଜ୍ୟୁକୁଟିଭ୍‌ ବଡି ମିଟିଙ୍ଗ ସିଦ୍ଧଶଙ୍କର ଆଇରନ ଷ୍ଟୋର ଶାନ୍ତିପଡାଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସାଧରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପୂର୍ବ ବୈଠକର ବିବରଣୀ
Read More...