Browsing Tag

balangir news

କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ (ଏଲସିଡିସି)ର ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ…
Read More...

ଗିରଫ୍‌ ହେଲେ ନକଲି ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶିକ୍ଷା ବିଭାଗରେ ଜାଲ୍‌ ସାର୍ଟିଫିକେଟ୍‌ଧାରୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…
Read More...

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଆୟୁର୍ବେଦିକ ମେଡିକାଲ କଲେଜ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍‌ହ୍ନରେ ବଲାଙ୍ଗିର ଆୟୁର୍ବେଦିକ ମେଡିକାଲ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି ।…
Read More...

ବଲାଙ୍ଗିରରେ ଜାରି ରହିଛି ଧୂଆଁଧାର୍‌ ଅପରାଧିକ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୂଆଁଧାର୍‌ ଅପରାଧିକ ଘଟଣା ବଲାଙ୍ଗିରରେ ଜାରି ରହିଛି । ବଲାଙ୍ଗିର ପୋଲିସ ପକ୍ଷରୁ ନିଆଯାଉଥିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ବି ଅପରାଧ ରୋକିବାରେ ସକ୍ଷମ ହୋଇ ପାରୁନଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସହର ଉପକଣ୍ଠରେ କ୍ରମାଗତ ଲୁଟ୍ କରୁଥିବା ବଲାଙ୍ଗିର ସଦର…
Read More...

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିରରେ ଜନ ଜାଗରଣ ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିରରେ ଜନ ଜାଗରଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ସହ ସଂଯୋଜକ ବାବୁଲାଲ ମିଶ୍ରଙ୍କ ସଂଯୋଜନାରେ ବଲାଙ୍ଗିର ରାମ ଚରିତ ମାନସ ମନ୍ଦିରରେ ଗତକାଲି…
Read More...

ନରସିଂହଙ୍କୁ ଭେଟିଲେ ଆୟୁର୍ବେଦ ମହାବିଦ୍ୟାଳୟର ନୂତନ ଛାତ୍ର ସଂସଦ : ଶିକ୍ଷା, ଚିକିତ୍ସା, ଛାତ୍ର ସମସ୍ୟା ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାରଦେଶ୍ୱରୀ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦ ଆଜି ସନ୍ଧ୍ୟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ନୂତନ ଭାବେ ନିର୍ବାଚିତ ହୋଇଥିବା ଛାତ୍ର ସଂସଦର…
Read More...

କ୍ରେଟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ନରସିଂହ

ବିଭାଗ କ୍ରେଟ ବଣ୍ଟନ ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ : ନରସିଂହହିତାଧିକାରୀଙ୍କ ଦ୍ୱାରକୁ ଦ୍ୱାର ଯାଇ କ୍ରେଟ ବଣ୍ଟନ କରିବା ଦରକାର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମଳ ପରବର୍ତ୍ତି ପରିଚାଳନା ଓ ଉଦ୍ୟାନ କୃଷିର ଅମଳ ପରବର୍ତ୍ତି ବିପଣନରେ ସହାୟତା ମାଧ୍ୟମରେ ଯୋଜନା ମୁତାବକ…
Read More...

ଛୁଆଦିନୁଁ ଗୀତ୍‌ ଗାଇ ଗାଇ ମାହିର୍‌ ହେଇଛନ୍‌ ଗୁପ୍ତେଶ୍ୱର ଲେଙ୍କା

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଛୁଆଦିନୁଁ ଗୀତ୍‌ ଗାଇ ଗାଇ ମାହିର୍‌ ହେଇଛନ୍‌ ଗୁପ୍ତେଶ୍ୱର ଲେଙ୍କା । ବଲାଙ୍ଗିର ସଦର ବ୍ଲକ୍‌ ବିଡ଼ିଘାଟ୍‌ ଗାଁ ନେ ଜନମ୍‌ ହେଇଥିବା ଗୁପ୍ତେଶ୍ୱର ଏଭେ ନ' କ୍ଲାସ୍‌ ଥି ପାଠ୍‌ ପଢ଼ୁଛନ୍‌ ବଲାଙ୍ଗିର ସହରର ପିପି ଏକାଡେ଼ମୀ ସ୍କୁଲ ଥି । ବାପା…
Read More...

ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରି ଯୁବକ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରି ଜଣେ ଯୁବକ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ବେହେରାପାଲିର ଅସିତ୍‌ ପଟେଲ(୧୮) ଜଣେ ନାବାଳିକାଙ୍କ ସହ ଶାରିରୀକ ସଂପର୍କ ରଖିବା ସହ ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରିଥିବା ଅଭିଯୋଗ ହେବା ପରେ…
Read More...

ଜିଲ୍ଲା କଳାକାର ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସଂଘର ସାଧାରଣ ପରିଷଦ ବୈଠକ ସଂପାଦକ ପ୍ରଭାକର ମିଶ୍ରଙ୍କ ଆବାହକତ୍ୱରେ ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହୋଇଥିବାରୁ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ…
Read More...