Browsing Tag

balangir news

ମହାରାଣୀ ଦୁର୍ଗାବତୀଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ଦାବୀ

ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ପରିସରରେ ଗୋଁଣ୍ଡୱାନା ମହାରାଣୀ ଦୁର୍ଗାବତୀ ମଣ୍ଡାବିଙ୍କ ୪୬୦ତମ ଆତ୍ମ ବଳିଦାନ ଦିବସ ପାଳିତ ହୋଇଯାଇଛି ।
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗାଁର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗାଁର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ କୈସ୍‌ ରସୁଲ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କଳାକାର ଗୋଲାପ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା ସହିତ
Read More...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଗରଜିଲେ ନରସିଂହ

ସରକାରଙ୍କ ବାମ ହାତ କ’ଣ କରୁଛି ଜାଣି ପାରୁନାହିଁ ଡାହାଣ ହାତ : ନରସିଂହସରକାର ନେଉଥିବା ନିଷ୍ପତ୍ତି ବଲାଙ୍ଗିରରେ କାର୍ଯ୍ୟକାରୀ ହେଉ ନାହିଁ କାହିଁକି : ନରସିଂହବିପର୍ଯ୍ୟୟ ପରିଚାଳନାରେ ଅର୍ଥ ବିନିଯୋଗ କ୍ଷେତ୍ରରେ ଶାସକ ଦଳ କରୁଛି ବିରୋଧ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) :
Read More...

ନାବାଳିକାକୁ ବଳାତ୍କାର କରି ପୁଇଁନ୍ତଲା ପୋଲିସ ହାତରେ ବନ୍ଧା ହେଲା ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକାକୁ ବଳାତ୍କାର କରି ଆଜି ପୁଇଁନ୍ତଲା ପୋଲିସ ହାତରେ ଜଣେ ଯୁବକ ବନ୍ଧା ହୋଇଥିବା ନେଇ ବୋଲି ଖବର ମିଳିଛି । ସୂଚନା ଅନୁସାରେ, ପୁଇଁନ୍ତଲା ଥାନା କୁରେଭନା ଗ୍ରାମର ରାଜା ଭେଶ୍ରା(୨୩) ନାମକ ଜଣେ ଯୁବକ ସେହି ଗାଁ ଜଣେ ୧୪ବର୍ଷର ନାବାଳିକା ଝିଅକୁୁ ନିଜ
Read More...

ବେହେରାପାଲି ବନ୍ଧ ପୁନଃଉଦ୍ଧାର ଦାବୀରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୯ ଅନ୍ତର୍ଗତ ବେହେରାପାଲିଠାରେ ଥିବା ପୋଖାରୀରେ ପଡାବାସୀ, କ୍ରିୟାନୁଷ୍ଠାନ କମିଟି ଓ କଂଗ୍ରେସ ଦଳ ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବେହେରାପାଲି ବନ୍ଧର ପୁନଃଉଦ୍ଧାର ଦାବୀରେ ଏହି ଜଳ
Read More...

୨୬ ନଂ ଏନ୍‌ଏଚ୍‌ ସାଲେଭଟାଠାରେ ରାସ୍ତାରେ ବିରାଟ ଗର୍ତ୍ତ, ସ୍ଥାୟୀ ମରାମତି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ଼ ୨୬ ନଂ ଜାତୀୟ ରାଜପଥ ସାଲେଭଟା ଗ୍ରାମ ଦେଇ ଯାଇଥିବା ବେଳେ ଲାଲଚନ ଶର୍ମାଙ୍କ ଘର ସମ୍ମୁଖରେ ରାସ୍ତାରୁ ପିଚୁ ଉଠିଯାଇ ଏକ ବିରାଟ ଖାଲ ସୃଷ୍ଟି ହୋଇଛି । ଉକ୍ତ ଖାଲରେ ବର୍ଷା ପାଣି ଜମି ରହି ଗର୍ତ୍ତଟିର ଅବସ୍ଥିତି ଜଣାପଡୁ ନଥିବାରୁ ଅନେକ ସାଧାରଣ
Read More...

ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏନ୍‌ଏଚ୍‌ ଉପରେ ବିରାଟ ଗାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏକ ବ୍ରିଜ ସାମ୍ନାରେ ଏନ୍‌ଏଚ୍‌ ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବା ବେଳେ କୌଣସି ସମୟରେ ବି ଅଘଟଣ ଘଟି ପାରେ ବୋଲି ସାଧାରଣରେ ଆଶଂକା ଉପୁଜିଛି । ତେବେ ଗାତ ଭିତରେ ଫମ୍ପା ଅଂଶ ଦେଖା ଯାଉଥିବାରୁ
Read More...

ଏସ୍‌ଓପିକୁ ନେଇ ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘର ଅସନ୍ତୋଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ସଂଘର ଏକ ଜରୁରୀ ଆଭାସୀ ବୈଠକ ବଲାଙ୍ଗିର ଜିଲ୍ଲା ସଭାପତି ରାଜ କୁମାର ଭୋଇଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନରେ ପ୍ରଦାନ କରିଥିବା ଠିକା ଉଚ୍ଛେଦ
Read More...

ଗାଈବାହାଲଠାରେ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କଲେ ନରସିଂହ : ବଡବନ୍ଧରେ ଦେଲେ ଭିତ୍ତି ପ୍ରସ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଦେଓଗାଁ ବ୍ଲକ ସ୍ଥିତ ଗାଈବାହାଲ ପଞ୍ଚାୟତର ଗାଈବାହାଲଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟନ ହୋଇଥିବା ଏହି ପକଳ୍ପରୁ ଗାଈବାହାଲ ଓ ଅର୍ଡା ଅଂଚଳରେ ସମସ୍ତ ଘରକୁ
Read More...

ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲ ଏସୋସିଏସନ୍‌ର ଜୋନ୍‌ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲ ଏସୋସିଏସନ୍‌ର ଜୋନ୍‌ସ୍ତରୀୟ ବୈଠକ ବଲାଙ୍ଗିର ମଣ୍ଟେଶ୍ୱରୀ ପବ୍ଲିକ୍‌ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନ୍‌ର ଚେୟାର୍‌ମେନ୍‌ ସତ୍ୟନାରାୟଣ ମିଶ୍ର, ସାଧାରଣ ସଂପାଦକ ଅବନ୍ତି ସୁତାର, ବଲାଙ୍ଗିର ସଂଘ ସଭାପତି
Read More...