Browsing Tag

balangir news

ସୁରକ୍ଷା, ନ୍ୟାୟ ଓ ସେବାର ମାନବିକତା ଦେଖାଇଲେ ବଲାଙ୍ଗିର ଟାଉନ୍ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅନିତା ରାଣୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁରକ୍ଷା, ନ୍ୟାୟ ଓ ସେବାର ମାନବିକତା ଦେଖାଇଲେ ବଲାଙ୍ଗିର ଟାଉନ୍ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅନିତା ରାଣୀ ପଟନିଆ । ସୂଚନା ଅନୁସାରେ ଗତ ୨୨ ତାରିଖ ଦିନ ଜଣେ ମହିଳା ଗାଡ଼ିରୁ ତଳେ ପଡ଼ିଯାଇ ଅସୁସ୍ଥ ହୋଇ ପଡିଥିବା ବେଳେ ପୋଲିସ ଅଧିକାରୀ ଅନିତା
Read More...

ଉନ୍ନତ ଗମନାଗମନ ବ୍ୟବସ୍ଥା ଅଂଚଳର ସାମୁହିକ ବିକାଶ ପାଇଁ ରାସ୍ତା ଖୋଲେ : ନରସିଂହ

ଚନ୍ଦନଭାଟି - ଛତାମଖନା ରାସ୍ତା ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ଦେଲେ ନରସିଂହ ମିଶ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ଣରେ ବଲାଙ୍ଗିର - ସମ୍ବଲପୁର ରାସ୍ତା ଏନ୍‌ଏଚ୍‌ ୨୬ ଛତାମଖନା ଛକଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଶ୍ରୀ ମିଶ୍ରଙ୍କ ଦ୍ୱାରା
Read More...

ଜିଲ୍ଲା ଦଳିତ ସମାଜ ତରଫରୁ ସମ୍ବର୍ଦ୍ଧନା ସଭା : ସମ୍ବର୍ଦ୍ଧିତ ହେଲେ ୧୭ ଜଣ କଳାକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ କଳା ଓ ସଂସ୍କୃତି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହୋଇଥିବା ଗବେଷକ, ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଳାକାର ଓ ଶିଶୁ ପ୍ରତିଭାମାନଙ୍କୁ ଜିଲ୍ଲା ଦଳିତ ସମାଜ ତରଫରୁ ସ୍ଥାନୀୟ ସାମ୍ବାଦିକ
Read More...

ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ କେ ବୋଲ୍ ପ୍ରତିଯୋଗିତା : ସର୍ବଭାରତୀୟ ସ୍ତରରେ ଫାଇନାଲ ପାଇଁ ଚୟନ ହେଲେ ଛାତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ତାଙ୍କର ମନଲୋଭା ବକ୍ତୃତା ପାଇଁ ବେଶ ଜଣାଶୁଣା । ବକ୍ତୃତା କ୍ଷେତ୍ରରେ ତାଙ୍କର ପାରଙ୍ଗମତା ପାଇଁ ସେ ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ୟଙ୍ଗ ଇଣ୍ଡିଆ କେ ବୋଲ୍ ସିଜନ୍ ୩ର ସର୍ବଭାରତୀୟ ସ୍ତରର
Read More...

କୋଶଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଲସୀନଗର ନିବାସୀ କୋଶଲି ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର(୭୦) ଆଉ ନାହାନ୍ତି । ଆଉ ଶୁଣିବାକୁ ମିଳିବନି ରାମଭକ୍ତଙ୍କ ପାଟିରୁ ବଡ ଜୋର୍‌ରେ 'ଜୟ କୋଶଲ' ନାରା । ଆଜି ଅପରାହ୍ଣରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ
Read More...

ରଖେ ହରି ତ’ ମାରେ କିଏ : ଖୋଲା କୂଅରେ ଗଳି ପଡ଼ିଲା ଶିଶୁକନ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାରେ ଅଛି ରଖେ ହରି ତ' ମାରେ କିଏ । ସାଙ୍ଗମାନଙ୍କ ସହ ଖେଳୁ ଖେଳୁ କୂଅରେ ଭିତରେ ଗଳି ପଡିଥିଲା ଶିଶୁକନ୍ୟା । ଅଧଘଣ୍ଟା ଭିତରେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ପଂଚାୟତର ପଦମପୁର ଗାଁରେ
Read More...

ସାମ୍ବାଦିକ ଭବନ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟ ତିଥିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତେବେ ଏହା ବଲାଙ୍ଗିର ସମାଜ ଖବର କାଗଜ ଆନୁକୁଲ୍ୟରେ ହୋଇଥିବା ବେଳେ ଏଥିରେ ଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି
Read More...

ବଲାଙ୍ଗିର ସହରର କନ୍ଧପାଲିପଡ଼ାରୁ ତାଲପାଲିପଡ଼ାକୁ ଯାଇଥିବା ରାସ୍ତାର ପୋଲ ମଝିରେ ବିରାଟ ଗର୍ତ୍ତ : ବିଭାଗୀୟ ଅଧିକାରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କନ୍ଧପାଲିପଡ଼ାରୁ ତାଲପାଲିପଡ଼ାକୁ ଯାଇଥିବା ରାସ୍ତା ତଥା କନ୍ଧପାଲିପଡ଼ାର ଅଶ୍ୱିନୀ ସାଏଙ୍କ ଘର ସାମ୍ନାର ପୋଲ ମଝିରେ ଏକ ବିରାଟ ଗର୍ତ୍ତ ହୋଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଅନେକ ଲୋକ ଯାତାୟତ କରୁଥିବା ବେଳେ ପୋଲ ମଝିରେ
Read More...

ପାଞ୍ଚଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେନ୍ଦେର ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଏକ ବୈଠକରେ ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ବଳିଷ୍ଠ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ପଦକ୍ଷେପ ସଂପର୍କରେ ଲୋକଙ୍କୁ ଅବଗତ କରିବା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏନ୍‌ଏଚ୍‌ ଉପରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏକ ବ୍ରିଜ ସାମ୍ନାରେ ଏନ୍‌ଏଚ୍‌ ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବା ବେଳେ ଗତକାଲି ଏ ସଂପର୍କରେ 'କୋଶଳ ପ୍ରବାହ'ରେ ଖବର ପରିବେଷଣ ହେବାର ଘଂଟାଏ ଭିତରେ ବିଭାଗୀୟ କର୍ମଚାରୀମାନେ ଆସି ମରାମତି
Read More...