Browsing Tag

balangir news

ଘର ଭିତରକୁ ପଶି ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘର ଭିତରକୁ ପଶି ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଗାଡ଼ ଗ୍ରାମରେ ଜଣେ ଯୁବକଙ୍କ ଘର ଭିତରକୁ ପଶି ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରାଯାଇଥିବା ନେଇ ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି
Read More...

ଟାଟା ପାୱାର ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପ୍ୟାଲେସ ଲାଇନ ସ୍ଥିତ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ଧାରଣା ଦେଇ ଟାଟା ପାୱାର ବିରୁଦ୍ଧରେ ଗର୍ଜିଥିବା ଜଣାପଡିଛି । ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ୍‌ ଓ ମନମୁଖୀ ବିଜୁଳି ବିଲ୍‌
Read More...

ମୋବାଇଲ ଚୋରି ଅଭିଯୋଗ ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଗାନ୍ଧୀନଗରପଡା ସ୍ଥିତ କାଳିଆ ଗ୍ୟାରେଜରେ କାମ କରୁଥିବା ଜଣେ ଯୁବକଙ୍କ ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମଲମୁଣ୍ଡା ଗ୍ରାମର ଆକାଶ ସେଠ୍ କାଳିଆ ଗ୍ୟାରେଜରେ କାମ କରନ୍ତି । ଗତ ରାତ୍ରି ୮ଟା ସମୟରେ
Read More...

ଅଧ୍ୟାପକଙ୍କ ଡି ଲିଟ୍‌ ଉପାଧି ଲାଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ. ସୁରେଶ ପ୍ରସାଦ ଷଡ଼ଙ୍ଗୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସମ୍ମାନଜନକ ଡି.ଲିଟ୍‌ ଉପାଧି ଲାଭ କରିଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ
Read More...

ପ୍ରବଳ ବର୍ଷା ଯୋଗୁଁ ମେଘନାଥପଡା ଠାରେ ଭୁଷୁଡି ଗଲା ଘରର କାନ୍ଥ : ସହାୟତା ପାଇଁ ମହିଳାଙ୍କ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସହରର ମେଘନାଥପଡା ଠାରେ ଜଣେ ବିଧବା ମହିଳାଙ୍କ ଘରର କାନ୍ଥ ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ଭୁଷୁଡି ଯାଇଛି । ବିଧବା ମହିଳା ଜଣକ ହେଉଛନ୍ତି ମେଘନାଥପଡାର ଫୁଲ ବଗର୍ତ୍ତୀ । ମହିଳାଙ୍କ ଅଭିଯୋଗ
Read More...

ମରଣଯନ୍ତା ପାଲଟିଛି ବଲାଙ୍ଗିରର ସହରର ମୁଖ୍ୟ ରାସ୍ତାରେ ଥିବା ପୋଲ ଉପର, ରାସ୍ତାର ମରାମତି ପାଇଁ ଜିଲ୍ଲାପାଳଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମୁଖ୍ୟ ରାସ୍ତା ତଥା ଲକ୍ଷ୍ମୀଜୋର ପୋଲ ଉପର ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ମରାମତି କରିବା ପାଇଁ ଗୁହାରୀ କରିଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକ । ଏହି
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ ପ୍ରତିଷ୍ଠା ଦିବସର ସଭା ସଦେଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବାଲେଶ୍ୱର ରେଳ ଦୁର୍ଘଟଣାରେ ଓ ବଲାଙ୍ଗିର
Read More...

ବରିଷ୍ଠ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ନିବାସୀ ବରିଷ୍ଠ ଆଇନଜୀବୀ ମାର୍କଣ୍ଡ ମିଶ୍ର(୮୭)ଙ୍କ ଆଜି ଅପରାହ୍ଣ ସାଢେ ୨ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କ ଧର୍ମପତ୍ନୀଙ୍କ ଆଜି ଦଶାହ ଚାଲିଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ଇହଲୀଳା ସମ୍ବରଣ କରିଛନ୍ତି ।
Read More...

ଏଛିନ୍‌ ବି ରଜତଙ୍କର ମୃତ୍ୟୁ ଘଟନା ରହସ୍ୟ ଥି : ସର୍‌ଜମିନ୍‌ ତଦନ୍ତ ଲାଗି ଦାବୀ କରିଛନ୍‌ ପରିବାର୍‌ ଲୋକ୍‌ ଆର୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଏଁହେଲା ଯେ ରଜତ୍‌ କେ କିଡ୍‌ନେପ୍‌ ଉତ୍‌ରୁ ମର୍ଡର୍‌ କରାଯାଇଛେ? ରଜତ୍‌ କାହାର୍‌ କାଣା ଦୋଷ୍‌ଗୁନା କରିଥିଲେ? କିଏ ମର୍ଡର୍‌ କଲା ରଜତ୍‌ କେ? ଏନ୍‌ତା ଗୁର୍‌ଦୁଟେ ପ୍ରଶ୍ନ ଏଛିନ୍‌ ବଲାଙ୍ଗିର ସହର୍‌ ପାଖର୍‌ ଅଏଁଲାଚୁଆଁ ଗ୍ରାମବାସୀ ମାନ୍‌କର୍‌ ଭିତ୍‌ରେ
Read More...

ଅପହରଣ ପରେ ଯୁବକଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ରେଲୱେ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ଖୁଜେନପାଲି ପାଖରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ମୃତ ଯୁବକ ଜଣକ ଅଏଁଲାଚୁଆଁ ଗ୍ରାମର ରଜତ କୁମାର ପଧାନ(୨୩) ବୋଲି ଜଣାପଡ଼ିଛି । ତେବେ ରଜତଙ୍କୁ ଅପହରଣ କରି ହତ୍ୟା କରାଯିବା
Read More...