Browsing Tag

balangir news

ଆକ୍ରମଣର ଶିକାର ହୋଇ ବାପ ଓ ପୁଅ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ବାପ ଓ ପୁଅ ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ବେଲପଡା ଥାନା ସୁଆବାହାଲ ଗାଁରେ । ସୂଚନା ଅନୁସାରେ ଗତକାଲି ଅଧ ରାତିରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସୁଆବାହାଲ ଗାଁର
Read More...

ସାମ୍ବାଦିକମାନଙ୍କ ୧୧ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକମାନଙ୍କ ୧୧ ଦଫା ଦାବୀ ନେଇ ଷ୍ଟେଟୟୁନିଅନ୍‌ ଅଫ୍ ଜର୍ନାଲିଷ୍ଟସ (ଏସ୍‌ୟୁଜେ) ଓଡ଼ିଶା ଜିଲ୍ଲା ଶାଖା ଜର୍ଣ୍ଣାଲିଷ୍ଟ ୟୁନିଅନ୍‌ ଅଫ ବଲାଙ୍ଗିର (ଜେୟୁବି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଜିଲ୍ଲା ସଭାପତି
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରକାଶ ପରେ ବଲାଙ୍ଗିର ସହରର ମୁଖ୍ୟ ରାସ୍ତା ମରାମତି ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠିକାଦାରପଡ଼ା ସ୍ଥିତ ଲକ୍ଷ୍ମୀଯୋର୍‌ ଉପରେ ରହିଥିବା ବ୍ରିଜ୍‌ ଉପରେ ମୁଖ୍ୟରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ନେଇ 'କୋଶଳ ପ୍ରବାହ'ରେ ଗତକାଲି ଖବର ପ୍ରସାରଣ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ
Read More...

୫ଟି ସ୍ୱଚ୍ଛତା ରଥ ଉଦ୍‌ଘାଟନ କଲେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଆଜି ଅପରାହ୍ନରେ ଆଉ ୫ଟି ସ୍ୱଚ୍ଛତା ରଥ ଉଦ୍‌ଘାଟନ କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି ୫ଟି ସ୍ୱଚ୍ଛତା
Read More...

ଅଙ୍କୁର ସାହିତ୍ୟ ସଂସଦର ରଥଯାତ୍ରା କବିତା ପାଠ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସନାତନ ମନ୍ଦିର ପରିସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ଉପରେ ଶିଶୁ ଓ ବଡମାନଙ୍କୁ ନେଇ ଏକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠ ଅଙ୍କୁରର ସଭାପତି କସ୍ତୁରି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ
Read More...

ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର କୁଳପତିଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର କୁଳପତିକୁ ଭେଟି ବଲାଙ୍ଗିର ଜିଲ୍ଲାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ତଥା ଆଠଗାଁ ଜମିଦାର ଧରମସିଂ
Read More...

ବିଦ୍ୟୁତ୍‌ ବଣ୍ଟନରେ ଅନିୟମିତତା ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ମାତ୍ରାଧିକ ଦେୟ ଓ ବିଜୁଳି କାଟରେ ସୁଧାର ନଆସିଲେ ହେବ ଜୋରଦାର ଲଢେଇ - କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତମାନ ପରିପ୍ରେକ୍ଷୀରେ ବିଜୁଳି ସେବା ପାଇବା ସାଧାରଣ ଜନତାଙ୍କ ଏକ ମୌଳିକ ଅଧିକାର ଭାବରେ ଗଣାଯାଉଛି । ତେଣୁ ଲୋକେ କମ୍ ମୂଲ୍ୟରେ ଯେମିତି ଅନବରତ ବିଜୁଳି ପାଇବେ ସେ
Read More...

ବଲାଙ୍ଗିରଠାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ

ବ୍ୟାପକ ଜନ ସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ
Read More...

ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବଲାଙ୍ଗିର-ସଇଁନ୍ତଲା ରାସ୍ତାରେ ଥିବା ରେଲୱେ ଓଭରବ୍ରିଜ ନିକଟ ରେଳ ଧାରଣାରୁ ଜଣେ ବୟସ୍କା ମହିଳାଙ୍କୁ ମୃତ ଅବସ୍ଥାରେ ବଲାଙ୍ଗିର ଜିଆର୍‌ପି ପୋଲିସ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ପାଇ ବଲାଙ୍ଗିର ଜିଆର୍‌ପି
Read More...

ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜୁଲାଇ ମାସ ୦୩ ତାରିଖ ସୋମବାର ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...