Browsing Tag

balangir news

ଗରମ ପେଜ ପଡି ଜଣେ ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଗ୍ରାମର ଜଣେ ଶିଶୁର ଦେହରେ ଗରମ ପେଜ ପଡି ଯିବାରୁ ଆଜି ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଶିଶୁଟି ବଲାଙ୍ଗିର ମେଡିକାଲର ବର୍ଣ୍ଣ ୟୁନିଟ୍‌ରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
Read More...

ପାଟଣାଗଡ ନିକଟରେ ସଡକ ଦୁର୍ଘଟଣା

ପାଟଣାଗଡ, (ଅଶୋକ ବାଗ) : ପାଟଣାଗଡ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ରକ୍ତି ଜଣକ ଯୋଗୀମୁଣ୍ଡା ଗ୍ରାମର ସୋମନାଥ ରୋହିତ ବୋଲି ଜଣାପଡିଛି । ସୂଚନା ଅନୁସାରେ ରୋହିତ ଫେରିବାଲା ହୋଇଥିବା ବେଳେ ଗାଁକୁ ଗାଁ ଯାଇ ବିଭିନ୍ନ ସାମ୍ରଗୀ କରି
Read More...

ୟୁପିର ଆଡ୍‌ଭୋକେଟ୍‌କୁ ଗୁଳି ମାଡ ଘଟଣାକୁ ନେଇ ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏସ୍‌ପିଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ୟୁପିର ଆଡ୍‌ଭୋକେଟ୍‌ ଚନ୍ଦ୍ର ଶେଖର ଆଜାଦ୍‌ଙ୍କୁ ହୋଇଥିବା ଗୁଳି ମାଡ ଘଟଣାକୁ ନିନ୍ଦା କରି ଆଜି ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ବଲାଙ୍ଗିର ଏସ୍ପି ରିଷିକେଶ
Read More...

ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଟାଉନ ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏକ ସିନେମାରେ ପ୍ରୟୋଗ ହୋଇଥିବା ଶବ୍ଦକୁ ବିରୋଧ କରି ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନର ରମାକାନ୍ତ ରାବଣଙ୍କ କହିବାନୁସାରେ ‘ପ୍ରିୟା ତୁ ମୋ ସିଏ’
Read More...

ରଥ ଯାତ୍ରରେ କୀର୍ତ୍ତନ ନାଚିବାକୁ ଯାଉଥିବା ବେଳେ ପିକ ଅପ୍ ଗାଡ଼ି ଓଲଟି ଜଣେ ମୃତ, ୬ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ଼ ରୋଡ ସ୍ଥିତ ଭାଇଁଷା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରଥଯାତ୍ରା ରେ କୀର୍ତ୍ତନ ନାଚିବାକୁ ଯାଉଥିବା ଏକ ମହିଳା କୀର୍ତ୍ତନ ଦଳ ର ଗାଡ଼ି ଓଲଟିପଡ଼ିଛି । ଏହି ଘଟଣା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ
Read More...

ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାହୁଡା ଯାତ୍ରା ପାଇଁ ଧାରାବିବରଣୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବାହୁଡା ଯାତ୍ରା ଅବସରରେ ବଲାଙ୍ଗିର ସହରରେ ମୁଖ୍ୟରାସ୍ତା ବଡଦାଣ୍ଡରେ ପ୍ରମୁଖ ରଥ ଗୁଡିକ ଯିବା ଆସିବା ରାସ୍ତାରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଆୟୋଜନରେ ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ ଥିବା ଆଶିଷ
Read More...

ବଲାଙ୍ଗିର ସହରରେ ବାହୁଡା ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବାହୁଡ଼ା ଯାତ୍ରା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଅନ୍ୟ ରଥ ଭଳି ବଲାଙ୍ଗିର ସହରର ଗୋପାଳଜୀ ମନ୍ଦିରର ରଥ ମଧ୍ୟ ବାହୁଡ଼ିଛି । ହସ୍‌ପିଟାଲ୍‌ ଛକ ନିକଟସ୍ଥ ମାଉସୀ ମନ୍‌ନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ରଥ ବାହାରିଛି ।
Read More...

ବାହୁଡ଼ିଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହୁଡ଼ିଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ ରଥ । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଜଗତର ନାଥ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରଥଯାତ୍ରା ଦିନ ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟରୁ କାଳିଆ ଠାକୁର,
Read More...

ଏଛିନ୍‌ କନ୍ଦଉଛେ ପାତଲ୍‌ଘଁଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁନ୍‌ ତର୍‌କାରୀ ଥି ପାତଲ୍‌ଘଁଟା ଟିକେ ନେଇଁ ପଡ଼୍‌ଲେ ଅସଲ୍‌ ସୁଆଦ୍‌ ନେଇ ଆସେ । ହେଥିର୍‌ ଲାଗି ତ' ରନ୍ଧାଘରେ ରଜା ପାଲ୍‌ଟିଥିସି ପାତଲ୍‌ଘଁଟା । ମାତର୍‌କ ଏଛିନ୍‌ କନ୍ଦଉଛେ ପାତଲ୍‌ଘଁଟା । ତାର୍‌ ଭାଉ ଶୁନି ଦେଲେ ମୁଡ଼୍‌ ଝାଏଁ ଝାଏଁ କରୁଛେ ଲୁକର୍‌ ।
Read More...

ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ଗ୍ରାମର ବୃନ୍ଦାବତୀ ପଟେଲ୍ ବୟସ ୪୫ ଆଜି ସକାଳୁ ସକାଳୁ ନିଜ ନିତ୍ୟ କର୍ମ ପାଇଁ ବାହାରୁଥିଲେ
Read More...