Browsing Tag

balangir news

ଡାକ୍‌ରା ଗ୍ରାମରେ ନାଗସାପ କାମୁଡାରେ ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଡାକ୍‌ରା ଗ୍ରାମରେ ଆଜି ଜଣେ ମହିଳାଙ୍କୁ ନାଗସାପ କାମୁଡି ଦେଇଥିବା ବେଳେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ମହିଳା ଜଣକ ଡାକ୍‌ରା ଗ୍ରାମର କୁନ୍‌କୁ
Read More...

ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ଉପରେ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଆଜି ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଲକ୍ଷେ ଘର ଗଣ୍ଡା ସମାଜର ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ବଢ଼ିବାରେ ଲାଗିଛି ଅପରାଧ । ଯେତେ ଯାହା କଲେ ବି ସାବାଡ଼ ହେଉନାହାନ୍ତି ଅପରାଧୀ । ବଲାଙ୍ଗିର ମାଲଗୋଦାମପଡା ଠାରେ ଲକ୍ଷେ ଘର ଗଣ୍ଡା ସମାଜର ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ସକାଳୁ
Read More...

ପାସେଞ୍ଜର ଟ୍ରେନ୍‌ରୁ ଧରାପଡିଲା ଗଞ୍ଜେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମାତିଛନ୍ତି ଗଂଜେଇ ମାଫିଆ । ଭିନ୍ନ ଭିନ୍ନ ଉପାୟରେ କରୁଛନ୍ତି ଗଂଜେଇ ଚାଲାଣ । ବଲାଙ୍ଗିର ପୋଲିସ ଗଦା ଗଦା ଗଂଜେଇ ଜବତ୍‌ କରୁଥିବା ବେଳେ ମାଳ ମାଳ ଗଂଜେଇ ମାଫିଆ କୁଚିଆ ମଧ୍ୟ ଗିରଫ୍‌ ହେଉଛନ୍ତି । ତଥାପି ଗଂଜେଇ ଚୋରା ଚାଲାଣ
Read More...

ଯୁବ କୁଲୁତା ସମାଜ ତରଫରୁ ବାହୁଡା ଉପଲକ୍ଷେ ପ୍ରସାଦ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ପବିତ୍ର ବାହୁଡା ଉପଲକ୍ଷେ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ମା'ପାଟଣେଶ୍ୱରୀ ମନ୍ଦିରରେ ଭୋଗ ଲଗାଇବା ପରେ ଇଷ୍ଟଦେବୀ ମା' ରାମଚଣ୍ଡିଙ୍କ ସ୍ମୃତିଚାରଣ କରାଯାଇଥିଲା ଓ ପରେ
Read More...

ଆମ୍ବଗାଁ ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ୍ବଗାଁ ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ଆହତ ଯୁବକ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଫଟାମୁଣ୍ଡା ଗ୍ରାମର ପଙ୍କଜ ଭୋଇ ବୟସ ୩୦ ଆଜି ସକାଳୁ ନିଜ ଗାଁରୁ
Read More...

ରଥଯାତ୍ରା ପାଇଁ ଆସିଥିବା ଟଙ୍କା ହଡ଼ପ ଅଭିଯୋଗ, ବଲାଙ୍ଗିର ସହରରେ ଥିବା ଦେବୋତ୍ତର କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଟଗାଁ ଗ୍ରାମବାସୀଙ୍କ ଦ୍ୱାରା ରଥଯାତ୍ରା ଅନୁଦାନ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ସହରରେ ଥିବା ଦେବୋତ୍ତର କାର୍ଯ୍ୟାଳୟ ଘେରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଆଟଗାଁରେ ଦେବୋତ୍ତର ବିଭାଗ
Read More...

୧୫୦ ଫୁଟ ଉଚ୍ଚ ଏକ ଟାୱାର ଉପରକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଦମକଳ ବାହିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନବ ବିବାହିତ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଆଜି ଦେଖିବାକୁ ମିଳିଛି । ୧୫୦ ଫୁଟ ଉଚ୍ଚ ଏକ ଟାୱାର ଉପରକୁ ଚଢ଼ି ଯୁବକ ଜଣକ ଡେଇଁବାକୁ ଉଦ୍ୟମ କରିଥିଲେ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରୁ ବାଇକ ଚୋରି ନେଇ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରୁ ବାଇକ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ସିନଖମନର ହିମାଂଶୁ ନାଏକ ତାଙ୍କର ଏକ ସମ୍ପର୍କୀୟଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲର ସର୍ଜରୀ ୱାର୍ଡରେ ଭର୍ତ୍ତି
Read More...

ଲୋୟର ସୁକତେଲ ଡ୍ୟାମ୍‌ ସାଇଟ୍‌ ଓ ଆର୍‌ଆର୍‌ କୋଲନୀକୁ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ରିଷିକେଶ ଖିଲାରୀ ଲୋୟର ସୁକତେଲ ଡ୍ୟାମ୍‌ ସାଇଟ୍‌କୁ ଓ ଆର୍‌ଆର୍‌ କୋଲନୀକୁ ପରିଦର୍ଶନ କରିଥିବା ଜଣାପଡିଛି । ଜିଲ୍ଲାପାଳ ଓ ଏସ୍ପି ପରିଦର୍ଶନ କରି ଲୋୟର ସୁକତେଲ ଡ୍ୟାମ୍‌ର ଗେଟ୍‌ ବନ୍ଦକରିବା ସହ ସେଠାରେ
Read More...