Browsing Tag

balangir news

ନୂତନ ବସ୍‌ ଷ୍ଟାଣ୍ଡରେ ସୁଲଭ ଶୌଚାଳୟ ଉଦ୍‌ଘାଟନ କଲେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସ୍‌ ଷ୍ଟାଣ୍ଡରେ ସୁଲଭ ଶୌଚାଳୟ ଉଦ୍‌ଘାଟନ କରିଛନ୍ତି ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହି ସୁଲଭ ଶୌଚାଳୟ ନିର୍ମାଣ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି । ତେବେ ପୂର୍ବରୁ ଏଠାରେ
Read More...

ଦୀର୍ଘ ଦିନର ଦାବୀ ପରେ ଆଗାମୀ ମୌସୁମୀକୁ ଆଖି ଆଗରେ ରଖି ଲକ୍ଷ୍ମୀଜୋରକୁ ସଫା କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲକ୍ଷ୍ମୀଜୋରକୁ ସଫା କରିଛି ପ୍ରଶାସନ । ଯାହାକୁ ନେଇ ଆଜି ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ତେବେ ଗତ ଦୁଇରୁ ତିନି ବର୍ଷ ତଳେ ବଲାଙ୍ଗିର ସହରରେ ଏକ ବନ୍ୟା ହୋଇଥିଲା । ଯାହାର ମୁଖ୍ୟ କାରଣ ହେଉଛି ଏହି ଲକ୍ଷ୍ମୀଜୋର । ଲକ୍ଷ୍ମୀଜୋର
Read More...

ଆଜି ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୧୨ ଘଂଟିଆ ବଲାଙ୍ଗିର ବନ୍ଦ । ତେବେ ଜିଲ୍ଲାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ପ୍ରତିବାଦରେ ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ଏହି ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ସକାକୁ ପିକେଟିଂ କରି ମୁଖ୍ୟ ଡାକ ଘରକୁ ବନ୍ଦ କରାଯାଇଥିବା ଦେଖିବାକୁ
Read More...

ବଲାଙ୍ଗିର ହୋଟେଲ ସଂଘର ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହୋଟେଲ ସ୍ୱୟମଠାରେ ବଲାଙ୍ଗିର ହୋଟେଲ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ହୋଟେଲ ସଂଘର ସଭାପତି ଜୟ ପ୍ରକାଶ ପୁରୋହିତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ତଥା
Read More...

ଲୋକ ଗୀତ ଗବେଷଣା ପାଇଁ ମୁରଲି ପତିଙ୍କୁ ରାଷ୍ଟ୍ରୀୟ ଫେଲୋସିପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ସଂସ୍କୃତି ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ଫେଲୋସିପ ପାଇଁ ଚଳିତ ବର୍ଷ ବଲାଙ୍ଗିରରୁ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ଗୁରୁ ମୁରଲିଧାରୀ ପତି ଲୋକଗୀତ ବରିଷ୍ଠ ବିଭାଗରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ
Read More...

ରେଳ ଉପଭୋକ୍ତା ସଂଘର ସଭାପତି କ୍ଷେତ୍ରୀୟ ରେଲୱେକୁ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ତରଫରୁ କେନ୍ଦ୍ର ରେଳବାଇ ବିଭାଗ ଓ ଭୁବନେଶ୍ୱର ସ୍ଥିତ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଚିଠି ଲେଖିଲା ପରେ ସଂଘକୁ ରେଲୱେ କମିଟି ଦ୍ୱାରା ସ୍ୱିକୃତି ମିଳିଛି । ତେଣୁ ସେମାନେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର
Read More...

ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରଠାରେ ଆନ୍ତଃ ବିଦ୍ୟାଳୟରେ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଏବଂ ବ୍ୟକ୍ତିତ୍ୱ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି, ବଲାଙ୍ଗିରଠାରେ ଆନ୍ତଃ ବିଦ୍ୟାଳୟ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଏବଂ ବ୍ୟକ୍ତିତ୍ୱ ପରିମାର୍ଜନ ଶିବିର ବିଶ୍ୱାତ୍ମ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ
Read More...

ଓମ୍‌ ଶାନ୍ତି ଯୋଗପୀଠରେ ଯୋଗ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ସକାଳ ଘ.୬ ସମୟରେ ଓମ୍‌ ଶାନ୍ତି ଯୋଗପୀଠ ଦ୍ୱାରା ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଗଲା । ସଭାପତି ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ମନେ ପକାଇଥିଲେ
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର (ଆନନ୍ଦ ନିକେତନ) ଖୁଜେନପାଲିଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଶ୍ୱାତ୍ମ ଚେତନା ପରିଷଦର ଯୁଗ୍ମ ସଂପାଦକ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗ ଶାରୀରିକ ଲାଭ ବ୍ୟତୀତ
Read More...

ବଲାଙ୍ଗିର ସାମ୍ବାଦିକ ଭବନରେ ଲୋକାର୍ପିତ ହେଲା ମହାପ୍ରୟାଣ ଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନରେ ଆଜି ସଂଧ୍ୟାରେ ଲୋକାର୍ପିତ ହେଇଯାଇଛି ମହାପ୍ରୟାଣ ଯାନ । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଯୋଗଦାନ କରି
Read More...