Browsing Tag

balangir news

ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ତରଫରୁ ରାଜେନ୍ଦ୍ର ୟୁନିଭରସିଟି ନିକଟସ୍ଥ ଆକୁଳ ଚନ୍ଦ୍ର ସାହୁଙ୍କ ଆନନ୍ଦ ଧାମରେ ଏକ ବିରାଟ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଯୋଗ ଦିବସରେ ଆମ ସଙ୍ଗଠନର ମହାନ ଯୋଗାଚାର୍ଯ୍ୟ ଅରୁଣ କୁମାର ଯୋଶୀଙ୍କ ଆହ୍ୱାନ
Read More...

ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସନ୍ତରଣ, ଲନ୍ ବଲ୍, ଫେନ୍ସିଂ, ମର୍ଣ୍ଣିଂ ୱାର୍କ ଏସୋସିଏସନ୍‌ ତଥା ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ଯୋଗ ଦେଇଥିଲେ
Read More...

ବୃହତ୍ ଉଠା ଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୃହତ୍ ଉଠା ଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସଚେତନତା ରଥର ଶୁଭାରମ୍ଭ ଅବସରରେ କୃଷି ବିଭାଗ ବଲାଙ୍ଗିର ଓ ସିଡ଼ିପିର ସହଯୋଗୀ ସଂସ୍ଥାମାନଙ୍କ ପକ୍ଷରୁ ସଚେତନତା ରଥକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ମୁଖ୍ୟ ଜିଲ୍ଲା କୃଷି
Read More...

ବଲାଙ୍ଗିର ସହରର ପୁରୁଣା ରାଜବାଟୀ ରୋଡର ସମାଜ ମଙ୍ଗଳ ଅଧିକାରୀଙ୍କ ଅଫିସ ସମ୍ମୁଖରେ ରାସ୍ତା ମଝିରେ ୧୧ କେଭି ତାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପୁରୁଣା ରାଜବାଟୀ ରୋଡର ସମାଜ ମଙ୍ଗଳ ଅଧିକାରୀଙ୍କ ଅଫିସ ସମ୍ମୁଖରେ ୧୧ କେଭି ତାର ସଟ୍‌ ସର୍କିଟ୍‌ ଯୋଗୁଁ ନିଆଁ ଲାଗି ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଏତିକି ବେଳେ ଲାଇଟ ଖୁମ୍ବ ଓ ରାସ୍ତା ମଝିରେ ମଧ୍ୟ ନିଆଁ ଜଳୁଥିବାର
Read More...

ଗାନ୍ଧୀ ଷ୍ଟାଡିୟମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମଗ୍ର ବିଶ୍ୱ ଯୋଗ ଦିବସ ପାଳନ କରୁଛି । ଯୋଗ ହେଉଛି ଶାରୀରିକ ବ୍ୟାୟାମର ଏକ ପ୍ରାଚୀନ ଅଭ୍ୟାସ । ଯୋଗ ଅଭ୍ୟାସରେ ଶାରୀରିକ ବ୍ୟାୟାମକୁ 'ଆସନ' କୁହାଯାଏ । ଯୋଗ ମନ, ଶରୀର ଏବଂ ଆତ୍ମା ​​ମଧ୍ୟରେ ସାଧାରଣ ସୁସ୍ଥତା ଏବଂ ସମନ୍ୱୟ ବୃଦ୍ଧି କରିବାକୁ ଚେଷ୍ଟା
Read More...

ଦୁଇଟି ଅସହାୟ ଅଜଣା ଶବକୁ ମର୍ଯ୍ୟାଦାର ସହ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇଟି ଅସହାୟ ଅଜଣା ଶବକୁ ମର୍ଯ୍ୟାଦାର ସହ ସତ୍କାର କରିଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ସୂଚନା ଅନୁସାରେ କିଛି ଦିନ ଆଗରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖାର କର୍ମକର୍ତ୍ତା ରାସ୍ତାରେ ପଡିରହିଥିବା ଏକ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ବଲାଙ୍ଗିର
Read More...

ନାବାଳିକା ପ୍ରେମିକାଙ୍କୁ ଆଣି ଗିରଫ ହେଲେ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକା ପ୍ରେମିକାଙ୍କୁ ଆଣି ଗିରଫ ହୋଇଛନ୍ତି ଜଣେ ପ୍ରେମିକ । ପ୍ରେମ ବିବାହ ପାଇଁ ଅନୁମତି ଦେଲାନି ପରିବାର । ନାବାଳକ ପ୍ରେମିକାଙ୍କୁ ଆଣି ଘର ଛାଡ଼ିଦେଲେ ପ୍ରେମିକ । ଏପଟେ ହାତରେ ଟଙ୍କା ନାହିିଁ । ପେଟ ପୋଷିବାକୁ ମଧ୍ୟ ସାମର୍ଥ୍ୟ ନାହିିଁ । ଶେଷରେ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସୁବର୍ଣ୍ଣ ଜୟନ୍ତୀ : ବଲାଙ୍ଗିରରେ ପ୍ରସ୍ତୁତି ପାଇଁ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ସେପ୍ଟେମ୍ବର ୨୦୨୩ରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଦେଶ ତମାମ ତାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ପାଇଁ ବଲାଙ୍ଗିରଠାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ ଜିଲ୍ଲାରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ରୂପରେଖ ଉପରେ ଆଲୋଚନା ବୈଠକ
Read More...

ସମର କରାଟେ ଓ ଟାଇକଣ୍ଡୋ କୋଚିଂ କ୍ୟାମ୍ପ ଉଦ୍‌ଯାପିତ : ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ଏସୋସିଏସନ୍‌ ତରଫରୁ ଚାଲିଥିବା ସମର କ୍ୟାମ୍ପ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସଂପାଦକ ଅସୀମ କୁମାର ଭୋଇଙ୍କ ତତ୍ୱାବଧାନରେ ସ୍ଥାନୀୟ
Read More...

୮୪ ଘର ଅଘରିଆ ସମାଜର ବାର୍ଷିକ ମୁଖପତ୍ର ଅଘରିଆ ଜ୍ୟୋତି ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରଥଯାତ୍ରା ଅବସରରେ ୮୪ ଘର ଅଘରିଆ ସମାଜର ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲାର ବାର୍ଷିକ ମୁଖପତ୍ର, ଅଘରିଆ ଜ୍ୟୋତି ଏକବିଂଶ ସଂଖ୍ୟା ସହ ସମ୍ବିଧାନ ଓ ନିୟମାବଳୀ ଅଘରିଆପଡା ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ସଭାପତି ଶୁଭ୍ରାଂଶୁ ଶେଖର
Read More...