Browsing Tag

balangir news

ବଲାଙ୍ଗିରରେ ରଥଯାତ୍ରାର ଧାରାବିବରଣୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରଥଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆୟୋଜନରେ ଏକ ସୂଚନା କେନ୍ଦ୍ର ଖୋଲାଯିବା ସହ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ ଥିବା ଆଶିଷ ପ୍ଲାଜା ଠାରେ ସୂଚନା ଓ ଲୋକସମ୍ପର୍କ
Read More...

ଚାନ୍ଦ ମନ୍ଦିରରେ ତିନି ଠାକୁରଙ୍କ ନବ ଯୌବନ ଦର୍ଶନ : ଆଜି ରୌଦ୍ର ତାପ ଯୋଗୁଁ ବିଳମ୍ବିତ ହେବ ରଥ ବିଧି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାନ୍ଦ ମନ୍ଦିରରେ ଗତକାଲି ତିନି ଦିଅଁଙ୍କ ନବଯୌବନ ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସକାଳ ୧୦ ଘଣ୍ଟାରେ ପ୍ରଭୁଙ୍କ ଉପନୟନ ସଂସ୍କାର ହୋମ ବିଧି ବିଧାନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ରଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଜି
Read More...

ଅମୃତଧାରା ପାନୀୟଜଳ ବ୍ୟବସ୍ଥା ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୈନ ଶ୍ୱେତାମ୍ବର ତେରାପନ୍ଥୀ ସଭା ତରଫରୁ ବଲାଙ୍ଗିର ପାଟଣା ହୋଟେଲ ଛକ ନିକଟରେ ସର୍ବସାଧାରଣଙ୍କ ପାଇଁ ଏକ ଅମୃତଧାରା ପାନୀୟଜଳ ବ୍ୟବସ୍ଥା ଆଜି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପାଖାପାଖି ୨ ଲକ୍ଷ
Read More...

ସହଯୋଗ ଫାଉଣ୍ଡେସନ ଦ୍ୱାରା ଆସନ୍ତା ୨୧ରେ ଅନୁଷ୍ଠିତ ହେବ ସାମୁହିକ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ଜୁନ୍ ୨୦୧୫ରେ ସମଗ୍ର ବିଶ୍ୱରେ ପାଳନ କରାଯାଇଥିଲା । ଏହି ଦିନ କୋଟି କୋଟି ଲୋକ ଦୁନିଆରେ ଯୋଗ କରିଥିଲେ ଯାହା ଏକ ରେକର୍ଡ ଥିଲା । ଯୋଗ ହେଉଛି ବ୍ୟାୟାମର ଏକ ପ୍ରଭାବଶାଳୀ ରୂପ, ଯାହା ମାଧ୍ୟମରେ କେବଳ ଶରୀରର ଅଂଶ ନୁହେଁ,
Read More...

ଦେଓଗାଁ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ଦେଓଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ
Read More...

ଏବେ ହାଟରେ ପଡ଼ି ବାଟରେ ଗଡ଼ୁଛି ପୋଲିସ ବାବୁଙ୍କ ଚୋରା ପୀରତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଜଣେ ପୋଲିସ ବାବୁଙ୍କ ଚୋରା ପୀରତି ଏବେ ହାଟରେ ପଡ଼ି ବାଟରେ ଗଡ଼ୁଛି । ଏକ ସରକାରୀ କ୍ୱାର୍ଟର୍‌ରେ ପ୍ରେମିକା ସହ ପୋଲିସ ସ୍ୱାମୀଙ୍କୁ ପତ୍ନୀ ଠାବ କରିଥିବା ବେଳେ ରାତି ତମାମ ହୋ ହାଲ୍ଲା, ହଟଚମଟ ଦେଖିବାକୁ ମିଳିଛି । ଶେଷରେ ହସ୍ତକ୍ଷେପ
Read More...

ପ୍ରଦୀପ ମହାପାତ୍ରଙ୍କ ଗଳ୍ପ ସଙ୍କଳନ ‘ହଜି ହଜି ଯାଉଥିବା ଗୋଟିଏ ପୃଥିବୀ ସଂପର୍କରେ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଳ୍ପ କେବଳ ଆନନ୍ଦ ପାଇଁ ନୁହେଁ,ବରଂ ଗଳ୍ପରେ ଥିବା ଭାବଭୂମି ସମସାମୟିକ ଜୀବନକୁ ନେଇ ଓ ସାଂପ୍ରତିକ ସମୟକୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ । ଗାଳ୍ପିକ ପ୍ରଦୀପ ମହାପାତ୍ରଙ୍କ ଗଳ୍ପରେ ଆଧୁନିକତା ନାମରେ ନାହିଁ ଉଶୃଙ୍ଖଳତା, ରହିଛି ନୀତିନିଷ୍ଠ ଭାବ । ପ୍ରେମର
Read More...

ପିତୃ ଦିବସରେ ପିତାଙ୍କୁ ଉପହାର : ଗୁରୁଶ୍ରୀ ଡିଲେଶ୍ୱର ତ୍ରିପାଠୀଙ୍କ ଚଉତିଶା ମୁକ୍ତିଭିକ୍ଷାର ପୋଷ୍ଟର ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ପିତୃ ଦିବସ । ପୁର୍ବତନ ସଂସ୍କୃତି ବିଭାଗ କର୍ମଚାରୀ ପୁତ୍ର ମଳୟ ତ୍ରିପାଠୀ ପିତା ଗୁରୁଶ୍ରୀ ଡିଲେଶ୍ୱର ତ୍ରିପାଠୀଙ୍କ ରଚିତ ଚଉତିଶା ମୁକ୍ତିଭିକ୍ଷାର ପୋଷ୍ଟର ଲଞ୍ଚ କରି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରକାଶ ଯେ, ଶ୍ରୀରାମ
Read More...

ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ କର୍ମଶାଳା : ଉତ୍ତମ ସମନ୍ଵୟ ରଖି ବିପର୍ଯ୍ୟୟର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ନିଆରା କାର୍ଯ୍ୟକ୍ରମ ଅନ୍ନପୂର୍ଣ୍ଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ରବିବାର ଦିନ ସହଯୋଗ ଫାଉଣ୍ଡେସନ ତରଫରୁ ଦିନବେଳା ରୋଗୀ ଏବଂ ତାଙ୍କ ସହାୟକଙ୍କ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଅନ୍ନପୂର୍ଣ୍ଣା ମାଧ୍ୟମରେ ଭାତ, ଡାଲମା, ଖଟା ଆଜକୁ ଦୀର୍ଘ ୮ ମାସ ହେଲା ବଣ୍ଟନ କରାଯାଉଛି । ଦୀର୍ଘ ମିଆଦୀ ଯୋଜନା
Read More...